Yearly Archives

2020

ବଲାଙ୍ଗିର ଜିଲ୍ଲାରେ ଆଜି ୬୫ ନୂଆ ଆକ୍ରାନ୍ତ : ବଲାଙ୍ଗିର ପୌରାଂଚଳରୁ ୧୧

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ୬୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ପୌରାଂଚଳରୁ ୧୧ ଜଣ ସଂକ୍ରମିତ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନଂ.୧ରୁ ୧, ୩ରୁ ୨, ୧୧ରୁ ୧, ୧୬ରୁ ୧, ୧୮ରୁ ୧, ୧୯ରୁ
Read More...

ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମରେ ସମଗ୍ର ଓଡ଼ିଶାରେ କଳାହାଣ୍ଡି ପ୍ରଥମ

ଭବାନୀପାଟଣା, (କେପିଏନ୍‌ଏସ୍‌ ) : ମୋ ସ୍କୁଲ ଅଭିଯାନ କାର୍ୟ୍ୟକ୍ରମରେ ସମଗ୍ର ଓଡ଼ିଶାରେ କଳାହାଣ୍ଡି ଜିଲ୍ଲା ପ୍ରଥମ ସ୍ଥାନ ଦଖଲ କରିଛି । ଗତ ଅକ୍ଟୋବର ୧୨ ତାରିଖରେ ମୋ ସ୍କୁଲ ଅଭିଯାନର ଏକ୍‌ଜିକ୍ୟୁଟିଭ ମିଟିଂରେ ସମଗ୍ର ରାଜ୍ୟର ୨୩୬ଟି ବିଦ୍ୟାଳୟ ପାଇଁ ପ୍ରକଳ୍ପଗୁଡ଼ିକୁ ଅନୁମୋଦିତ
Read More...

ଅଭଦ୍ର କମେଣ୍ଟ୍‌ସ୍‌କୁ ବିରୋଧ କରିବାରୁ ନାବାଳିକାଙ୍କୁ ଗୁଳି କରି ହତ୍ୟା

ଫିରୋଜାବାଦ : ଉତ୍ତର ପ୍ରଦେଶର ଫିରୋଜାବାଦ ଜିଲ୍ଲାରେ ଅଭଦ୍ର କମେଣ୍ଟ୍‌ସ୍‌କୁ ବିରୋଧ କରିବାରୁ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ୩ ଅସାମାଜିକ ଯୁବକ ଗୁଳି କରି ହତ୍ୟା କରିଥିବା ପୋଲିସ ପକ୍ଷରୁ ଆଜି ସୂଚନା ପ୍ରଦାନ କରାଯାଇଛି । ସୂଚନା ଅନୁସାରେ ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ମୃତା ଛାତ୍ରୀ
Read More...

ଜେଲ୍‌ ଭିତରେ ପୁଞ୍ଜିଲାଲ ମେହେରଙ୍କୁ ମାଡ଼ ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଞ୍ଜିଲାଲ ମେହେରଙ୍କୁ ଜେଲ୍‌ରେ ମାଡ଼ ହୋଇଥିବା ଅଭିଯୋଗ ହୋଇଛି। ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ ବଲାଙ୍ଗିର ଜେଲରେ ଜେଲର୍ ମାଡ଼ ମାରିଥିବା ନେଇ ଅଭିଯୋଗ କରାଯାଇଛି । ପାଟଣାଗଡ଼
Read More...

୧୪ ଜୁଆ ଆଡ୍ଡା ଉପରେ ଚଢଉ : ୬୮ ଗିରଫ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ପୁଲିସ୍ ପକ୍ଷରୁ ୧୪ଟି ଜୁଆ ଆଡ୍ଡା ଉପରେ ଚଢଉ କରାଯାଇ ୬୮ ଜଣ ଜୁଆଡ଼ି‌ଙ୍କୁ ଗିରଫ୍‌ କରାଯାଇଥିବା ଖବର ମିଳିଛି । ଗତ ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମ ପୁଲିସ୍ ସମଗ୍ର ଜିଲ୍ଲାର ଚଢଉ କରି ୬୮ଜଣ ଜୁଆଡ଼ିଙ୍କଠାରୁ ନଗଦ ୧ ଲକ୍ଷ ୫୩ ହଜାର ୫୦ ଟଙ୍କା, ୪ଟି ମୋଟର
Read More...

ବଲାଙ୍ଗିର ପୋଲିସର ବଡ଼ ସଫଳତା : ଏୟାର୍‌ଟେଲ୍‌ ଅଫିସ୍‌ ଓ ମେହେର ବ୍ୟାଟେରୀ ଡକାୟତିରେ ଆନ୍ତଃଜିଲ୍ଲା ତଥା ଆନ୍ତଃରାଜ୍ୟ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ପୋଲିସର ହାତରେ ଲାଗିଛି ବଡ଼ ସଫଳତା । ଏୟାର୍‌ଟେଲ୍‌ ଅଫିସ୍‌ ଓ ମେହେର ବ୍ୟାଟେରୀ ଡକାୟତି ଘଟଣାର ପର୍ଦ୍ଦାଫାଶ କରିଛି ବଲାଙ୍ଗିର ପୋଲିସ । ସ୍ଥାନୀୟ ଆଦର୍ଶ ଟାଉନ୍‌ ଥାନାରେ ଆଜି ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରି ବଲାଙ୍ଗିର ପୋଲିସ ଉପରୋକ୍ତ
Read More...

ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ସମାପ୍ତ

ଭବାନୀପାଟଣା : ଆଜି ଭୋର୍‌ରେ କଳାହାଣ୍ଡି ଜିଲ୍ଲାର ସୁପ୍ରସିଦ୍ଧ ମା' ମାଣିକେଶ୍ୱରୀଙ୍କ ଛତର ଯାତ୍ରା ଆରମ୍ଭ ହୋଇ ଇତିମଧ୍ୟରେ ସମ୍ପନ୍ନ ହୋଇ ସାରିଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ, ଗୁପ୍ତ ପୂଜା ପରେ ଭବାନୀପାଟଣାର ଜେନାଖୋଲରେ ସକାଳ ୫ଟା ୨୫ ମିନିଟ୍‌ ବେଳେ ଛତର ଯାତ୍ରା ଆରମ୍ଭ
Read More...

ଲଦ୍ଦାଖ ପାଖରେ ଚୀନ୍‌ ସେନାର ସମରାଭ୍ୟାସର ଅସଲ୍‌ କଥା ଜଣାପଡ଼ିଲା : କେବଳ ଫଟୋ ଉଠାଉଛନ୍ତି ଚୀନ୍‌ ସୈନିକ

ପେଇଚିଂ : ଲଦ୍ଦାଖରେ ଭାରତୀୟ ସୀମା ନିକଟରେ ସମରାଭ୍ୟାସର ଫଟୋ ଏବଂ ଭିଡ଼ିଓ ସେଆର୍‌ କରି ମାନସିକ ଚାପ ସୃଷ୍ଟି କରିବାର ପ୍ରଚେଷ୍ଟା ରଖିଥିବା ଚୀନ୍‌ର କୁପ୍ରଚାରର ଅସଲ୍‌ କଥା ଜଣା ପଡ଼ିଯାଇଛି । ଚୀନ୍‌ର ସରକାରୀ ଟିଭି ଚେନାଲ୍‌ ସିଟିଟିଭି ତିବ୍‌ବତ୍‌ ଅଂଚଳରେ ୪୭୦୦ ମିଟର ଉଚ୍ଚରେ ଚୀନ୍‌
Read More...

ବିନା ଭକ୍ତରେ ପୂଜା ପାଉଛନ୍ତି ଘୁନସର ଗ୍ରାମରେ ମା’ ଦୁର୍ଗା : ଖାଁ ଖାଁ ପୂଜା ମଣ୍ଡପ, ଗାଁ ଠୁ ସହର

ସଇଁନ୍ତଲା, (ଅଜିତ କୁମାର ସାହୁ) : ଧରାପୃଷ୍ଠରେ ଅବତରଣ କରିଛନ୍ତି ଶକ୍ତି ସ୍ୱରୂପିଣୀ ମା' ଦୁର୍ଗା । ବିଧି ଅନୁସାରେ ମା’ଙ୍କୁ କରାଯାଇଛି ପୂଜାଅଚ୍‌ର୍ଚ୍ଚନା । ହେଲେ କରୋନା କଟକଣା ପାଇଁ ସବୁଠି ଖାଁ ଖାଁ । ଭଳିକି ଭଳି ଆଲୁଅରେ ଝଲସୁନି ରାସ୍ତାଘାଟ କି ଦେଖିବାକୁ ମିଳୁନି ନବଶ୍ଚୁମ୍‌ମ୍ବୀ
Read More...

ମନୋବିଜ୍ଞାନ ସମ୍ମାନରେ ସୃଷ୍ଟି ତୃତୀୟ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ସରକାରୀ ମହିଳା ମହାବିଦ୍ୟାଳୟର ଛାତ୍ରୀ ସୃଷ୍ଟି ପଢିଆରୀ ଚଳିତ ବର୍ଷ ଯୁକ୍ତ ୩ ଡିଗ୍ରୀ ପାଠ୍ୟକ୍ରମରେ ମନୋବିଜ୍ଞାନ ସମ୍ମାନରେ ମହାବିଦ୍ୟାଳୟରେ ତୃତୀୟ ଓ ପଶ୍ଚିମ ଓଡିଶାରେ ଅଷ୍ଟମ ସ୍ଥାନ ରଖିଛନ୍ତି । ୭.୬୧ ପ୍ରତିଶତ ସିଜିପିଏ ରଖି ଏହି ସଫଳତା
Read More...