om academy

ସରମୁହାଣରେ ଭାଇ ଜିଉନ୍ତିଆ ପାଳନ

jsm

ପାଟଣାଗଡ଼, (ଅଜିତ କୁମାର ପୁରୋହିତ) : ପାଟଣାଗଡ ସରମୁହାଣ ଠାରେ କୋଭିଡ କଟକଣା ପାଳନ କରି ଭାଇ ଜିଇନ୍ତିଆ ପାଳନ ହୋଇଯାଇଛି । ଭାଇଜୁଇନ୍ତିଆ ହେଇଉଛି କୋସଲ ଅଂଚଳର ମୁଖିଆ ତିହାର । ଭଉଣୀ ମାନେ ଭାଇର ମଙ୍ଗଳ କାମନା କରି ଉପବାସ କରିଥାନ୍ତି । ପୂର୍ବରୁ କୁଆଁରୀ ଝିଅ ମାନେ ଗାଁ ମୁଣ୍ଡକୁ ଯାଇ ଭାଇଙ୍କ ମଙ୍ଗଳ କାମନା କରି ଦୁର୍ଗା ମାଙ୍କ ଉଦ୍ଦେଶ୍ୟରେ ଡାଲଖାଇ ପରିବେଷଣ କରୁଥିଲେ । କିନ୍ତୁ ଆଧୁନିକତା ପ୍ରଭାବରେ ଏ ପରମ୍ପରା ଲୋପ ହୋଇଗଲାଣି । କୋଭିଡ ସଂକ୍ରମଣ ଯୋଗୁ ମାଙ୍କ ପୂଜା ଫିକା ପଡି ଯାଇଥିଲେ ସୁଦ୍ଧା ପରମ୍ପରାକୁ ବଜାଇ ରଖି
ମାଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି

Leave A Reply

Your email address will not be published.