Yearly Archives

2020

ଶାନ୍ତିପଡ଼ାରେ ଭାଇ ଜିଉଁନ୍ତିଆ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଶାନ୍ତିପଡ଼ାରେ ଭାଇ ଜିଉଁନ୍ତିଆ ଅନୁଷ୍ଠିତ ହୋଇଯାଇଛି । ଭଉଣୀମାନେ ଭାଇମାନଙ୍କ ଦୀର୍ଘ ଜୀବନ ଓ ମଙ୍ଗଳ କାମନା କରି ଦିନ ସାରା ନିଷ୍ଠାର ସହ ନିର୍ଜଳା ଉପବାସ ରଖି ଆଜି ଶାନ୍ତିପଡ଼ା ମଧ୍ୟଭାଗରେ ଥିବା ପୁରୁଣା ସ୍ଥାନରେ ଠୁଳ ହୋଇ ମା’ଙ୍କୁ ପୂଜା
Read More...

ଘୁନସରରେ ଭାଇ ଜିଉଁତିଆ ପର୍ବ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁ ନ୍ତଳା ବ୍ଳକ ଅଞ୍ଚଳ ସମେତ ଘୁନସର ଗ୍ରାମର ବିଭିନ୍ନ ସ୍ଥାନରେ ଭାଇ ଜିଉଁତିଆ ପର୍ବ ପାଳିତ ହୋଇଯାଇଛି । ଏହା ପଶ୍ଚିମ ଓଡ଼ିଶାର ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ପର୍ବ । ଅଥଚ ଏଥର କାହାରି ମନରେ ସରାଗ ନାହିଁ । କରୋନା ଯାତନା ଭାଇ ଜିଉଁତିଆର
Read More...

ପ୍ରହସନ ପାଲଟିଛି ୨୦୧୯ ଖରିଫ ଚାଷୀଙ୍କୁ କ୍ଷତିପୂରଣ ବଣ୍ଟନ : କେବଳ ଋଣୀ ଚାଷୀଙ୍କୁ କ୍ଷତିପୂରଣ, ପ୍ରିମିୟମ ବୁଝାଇଥିବା…

ଦେଓଗାଁ, (ମନୀଷ କୁମାର ସାହୁ) : ୨୦୧୯ରେ ଖରିଫ ଋତୁର କୃଷିବୀମା ସହାୟତା ରାଶି ଦେଓଗାଁ ବ୍ଲକ୍‌ର ୨୬ଟି ପଞ୍ଚାୟତରୁ ୨ଟି ପଞ୍ଚାୟତ କୁତୁର୍ଲା ଓ ହାତୀସରାର ଋଣୀଚାଷୀମାନେ ପାଇଛନ୍ତି । ଅନ୍ୟପକ୍ଷରେ ଅଣଋଣୀ ଚାଷୀମାନେ ବୀମା କରିଥିଲେ ମଧ୍ୟ ସହାୟତାରୁ ବଞ୍ଚିତ ରହିଛନ୍ତି । ଅଭିଯୋଗ ଅନୁସାରେ,
Read More...

ସ୍ପଷ୍ଟ ଦିବାଲୋକରେ ଡକାୟତି : ତିନି ଲକ୍ଷ ପଚାଶ ହାଜର ଟଙ୍କା ଲୁଟ୍‌

ପାଟଣାଗଡ଼, (ଅଜିତ କୁମାର ପୁରୋହିତ) : ପାଟଣାଗଡ଼ ଷ୍ଟେଟ ବ୍ୟାଙ୍କରୁ ଟଙ୍କା ଉଠାଇ ଖପ୍ରାଖୋଲ ବ୍ଲକର ବୁଡ଼ିବାହାଲ ଗ୍ରାମର ମାନସ ସାହୁ ଓ ସାଇରମ ସାହୁ ଧଣ୍ଡାମୁଣ୍ଡା ଗ୍ରାମର କିଓସ୍କ ବ୍ୟାଙ୍କକୁ ଯାଉଥିବା ବେଳେ ପାଟଣାଗଡ ବଥର୍ଲା ଗ୍ରାମ ନିକଟରେ ଦୁଇଟି ପଲସର ଗାଡିରେ ଛଅ ଜଣ ଦୁର୍ବୃତ୍ତ ଆସି
Read More...

ସରକାରଙ୍କ ଦ୍ୱାରା ଉପନିର୍ବାଚନରେ ନିୟୋଜିତ କର୍ମଚାରୀଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା : କୋଭିଡ୍ କିମ୍ବା ହିଂସାରେ…

ନୂଆଦି‌ଲ୍ଲୀ : ସରକାରଙ୍କ ଦ୍ୱାରା ଉପନିର୍ବାଚନରେ ନିୟୋଜିତ କର୍ମଚାରୀଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା ହୋଇଥିବା ସୂଚନା ମିଳିଛି । କରୋନା ମହାମାରୀ ସମୟରେ ଅନୁଷ୍ଠିତ ହେଉଥିବା ଉପନିର୍ବାଚନରେ ନିୟୋଜିତ ପୋଲିସ କର୍ମୀ ଓ କେନ୍ଦ୍ରୀୟ ସଶସ୍ତ୍ର ସୁରକ୍ଷାବଳ ଯଦି କରୋନାରେ ଆକ୍ରାନ୍ତ ହୋଇ
Read More...

ନିଷ୍ଠା ପରିବାର ତରଫରୁ ଅସହାୟ ବୃଦ୍ଧଙ୍କ ଥଇଥାନ

ବରଗଡ, (କେପିଏନ୍‌ଏସ୍‌) : ଆଜି ନିଷ୍ଠା ପରିବାର ତରଫରୁ ଜଣେ ୮୫ ବର୍ଷ ବୟସ୍କ ଅସହାୟ ବୃଦ୍ଧଙ୍କ ଥଇଥାନ କରାଯାଇଥିବା ଜଣାପଡ଼ିଛି । ବରଗଡର ଲଚିଦା ନିବାସୀ ମହାଦେବ ଭୋଇଙ୍କ କେହି ଆତ୍ମୀୟ ସ୍ବଜନ ନଥିବା ବେଳେ କିଏ ଦେଲେ ଖାଉଥିଲେ, ନହେଲେ ଉପବାସରେ ରହୁଥିଲେ । ସେଥିପାଇଁ ତାଙ୍କର
Read More...

ପଦ୍ମପୁରର ସାର୍ବଜନୀନ ଦୁର୍ଗାପୂଜା

ଗନ୍ଧମାର୍ଦ୍ଦନ ପର୍ବତର ପାଦଦେଶରେ ଅବସ୍ଥିତ ୪୭୬ଟି ଗ୍ରାମକୁ ନେଇ ଏକଦା "ବୋଡ଼ାସମ୍ବର ଜମିଦାରୀ" ଗଢ଼ି ଉଠିଥିଲା । ପାଟଣା ରାଜ୍ୟର ପାଟ ଜମିଦାରୀ ଓ ସମ୍ବଲପୁର ରାଜ୍ୟର ଅଠରଗଡ଼ ମଧ୍ୟରେ ଏହା ଏକ ବିଖ୍ୟାତ ଗଡ଼ ଥିଲା । ଖ୍ରୀଷ୍ଟୀୟ ୨ୟ ଶତାବ୍ଦୀ ବେଳକୁ ବୋଡ଼ାସମ୍ବର ଏକ ବିସ୍ତୃତ ଓ ସମୃଦ୍ଧ
Read More...

କୋକନରା ଗ୍ରାମର ଚାଷୀମାନେ ବରଗଡ଼ ଜିଲ୍ଲାପାଳଙ୍କୁ ଦେଲେ ଦାବୀପତ୍ର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଅନ୍ତର୍ଗତ କୋକନରା ଗ୍ରାମର ଚାଷୀମାନେ ବରଗଡ଼ ଜିଲ୍ଲାପାଳଙ୍କ ଠାରେ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଚଳିତ ବର୍ଷ ଭଲ ବର୍ଷା ଏବଂ ଅନୁକୁଳ ପାଗ ଯୋଗୁଁ ଧାନ ଅମଳ କରିବାରେ ଚାଷୀ ମାନେ ଭଲ ଆଶା ରଖିଥିଲେ । ହେଲେ ଅଦିନିଆ ବର୍ଷା ଯୋଗୁଁ
Read More...

ଇଂରାଜୀ ସମ୍ମାନରେ ଅଦ୍ୱୈତା ସମ୍ବଲପୁର ବିଶ୍ୱବିଦ୍ୟାଳୟ ଟପ୍ପର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ମହିଳା ମହାବିଦ୍ୟାଳୟର ଛାତ୍ରୀ ଅଦ୍ୱୈତାରାଣୀ ବେଦବାକ ଚଳିତ ବର୍ଷ ଯୁକ୍ତ ୩ ଡିଗ୍ରୀ ପାଠ୍ୟକ୍ରମରେ ଇଂରାଜୀ ସମ୍ମାନରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଟପ୍ପର ହୋଇଛନ୍ତି । ଏହି ସଫଳତା ପାଇବାରେ ସେ ମହିଳା ମହାବିଦ୍ୟାଳୟର ପ୍ରଥମ ଛାତ୍ରୀ । ଅଦ୍ୱୈତା
Read More...

ପୁଇଁନ୍ତଲା ବ୍ଲକ୍‌ ସ୍ତରୀୟ ଓଷ୍ଟା ଟେଷ୍ଟ ପେପର୍‌ ବଂଟନ କାର୍ଯ୍ୟକ୍ରମରେ ବିଧାୟକ ଡ. ମହାଲିଙ୍ଗ

ପୁଇଁନ୍ତଲା, (କେପିଏନ୍‌ଏସ୍‌) : ପୁଇଁନ୍ତଲା ବ୍ଲକ୍‌ ସ୍ତରୀୟ ଓଷ୍ଟା ଟେଷ୍ଟ ପେପର୍‌ ବଂଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ବିଲେଇସର୍ଡାର ଜବାହରଲାଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଜି ମଧ୍ୟାହ୍ନରେ ଅନୁଷ୍ଠିତ ସଭାରେ ଭାଲେର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ
Read More...