csstore

ସ୍ପଷ୍ଟ ଦିବାଲୋକରେ ଡକାୟତି : ତିନି ଲକ୍ଷ ପଚାଶ ହାଜର ଟଙ୍କା ଲୁଟ୍‌

ପାଟଣାଗଡ଼, (ଅଜିତ କୁମାର ପୁରୋହିତ) : ପାଟଣାଗଡ଼ ଷ୍ଟେଟ ବ୍ୟାଙ୍କରୁ ଟଙ୍କା ଉଠାଇ ଖପ୍ରାଖୋଲ ବ୍ଲକର ବୁଡ଼ିବାହାଲ ଗ୍ରାମର ମାନସ ସାହୁ ଓ ସାଇରମ ସାହୁ ଧଣ୍ଡାମୁଣ୍ଡା ଗ୍ରାମର କିଓସ୍କ ବ୍ୟାଙ୍କକୁ ଯାଉଥିବା ବେଳେ ପାଟଣାଗଡ ବଥର୍ଲା ଗ୍ରାମ ନିକଟରେ ଦୁଇଟି ପଲସର ଗାଡିରେ ଛଅ ଜଣ ଦୁର୍ବୃତ୍ତ ଆସି ଅତର୍କିତ ଆକ୍ରମଣ କରି ସେମାନଙ୍କ ଠାରୁ ତିନି ଲକ୍ଷ ପଚାଶ ହଜାର ଟଙ୍କା ଲୁଟ କରି ନେଇଥିବେ ସଳଚନେ ମିଳିଛି ।

କିଛି ସ୍ଥାନୀୟ ବ୍ୟକ୍ତି ଆସିବା ପରେ ଆହତଙ୍କୁ ଉଦ୍ଧାର କରି ପାଟଣାଗଡ ଡାକ୍ତରଖାନାକୁ ଆଣିଥିଲେ । ଏନେଇ ପାଟଣାଗଡ ଥାନାରେ ଏକ ଲିଖିତ ମାମଲା ରୁଜୁ କରାଯିବା ପରେ ପୋଲିସ ଘଟଣାର ତଦନ୍ତ କରୁଛି । ଆହତମାନଂକୁ ବଲାଙ୍ଗିର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯଇଥିବା ସୂଚନା ରହିଛି ।

jayashree
Leave A Reply

Your email address will not be published.