Yearly Archives

2020

ଗ୍ରାମ୍ୟ ଉନ୍ନୟନ ବିଭାଗ ସଚିବ ପ୍ରଦୀପ ଜେନାଙ୍କ କଥା ଶୁଣିଲେନି ବରଗଡ଼ ଜିଲ୍ଲାପାଳ : ଟେମରି ରୁ ପଲସଦା ରାସ୍ତା…

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡିଶା ରାଜ୍ୟ ସରକାର ସବୁବେଳେ ବିକାଶରେ ବିଶ୍ୱାସ କରୁଛି ଏବଂ ମୁଖ୍ୟମନ୍ତ୍ରୀ ନବୀନ ପ‌ଟ୍ଟନାୟକ ଦକ୍ଷତାର ସହିତ ଓଡିଶାକୁ ପ୍ରଗତି ଆଡକୁ ଅଗ୍ରସର କରାଉଛନ୍ତି ବୋଲି ଗୋଟାଏ ବିଶ୍ୱାସ ଲୋକଙ୍କ ଭିତରେ ଜନ୍ମ ନେଇଥିବା ବେଳେ ଏବେ ମଧ୍ୟ କେତେକ ଉପାନ୍ତ ଅଂଚଳ
Read More...

ଜରାସିଂହା ପାଟଖଣ୍ଡା ଯାତ୍ରା : ପହଞ୍ଚିଲା ପାଟ ସିନ୍ଦୁର, ଆଜି ଦେଝାରରୁ ବାହାରିବେ ଦେବୀ, କୋଭିଡ କଟକଣାରେ ହେବ ଯାତ୍ରା…

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଜରାସିଂହାରେ ହେଉଥିବା ବହୁ ପ୍ରତୀକ୍ଷିତ ପାଟଖଣ୍ଡା ଯାତ୍ରା ପାଇଁ ପାଟସିନ୍ଦୁର ରବିବାର ଅପରାହ୍ନରେ ମନ୍ଦିର ଭିତରକୁ ପହଞ୍ଚିଛି । ଚଳିତ ବର୍ଷ କରୋନା କଟକଣା ମଧ୍ୟରେ ଯାତ୍ରାର ରୀତିନୀତି ଅନୁଷ୍ଠିତ ହେଉଥିବାରୁ ଅନୁମତି ପାଇଥିବା ସେବକମାନେ
Read More...

ଆଇପିଏଲ୍‌ : କୋହଲିଙ୍କ ବାଙ୍ଗାଲୋରକୁ ହରାଇଲା ଧୋନିଙ୍କ ଚେନ୍ନାଇ

ଦୁବାଇ : ବିଳମ୍ବରେ ହେଲେ ମଧ୍ୟ ଆଇପିଏଲ୍‌ର ଅନ୍ୟତମ ସଫଳ ଦଳ ଚେନ୍ନାଇ ସୁପରକିଙ୍ଗ୍ସ ଚଳିତ ଋତୁରେ ତା’ର ଅସଲ ଚମକ ଦେଖାଇଛି। ୧୧ ମ୍ୟାଚ୍‌ରୁ ମାତ୍ର ୩ ବିଜୟ ହାସଲ କରିବା ପରେ ବୟସ୍କ ଦଳର ଠପା ଲାଗି ସାରିଥିବା ଚେନ୍ନାଇ ରବିବାର ଉଭୟ ବଲ୍ ଓ ବ୍ୟାଟ୍‌ରେ କମାଲ କରି ବିରାଟ କୋହଲିଙ୍କ
Read More...

ପୋଲ ନିର୍ମାଣ ନହେଲେ ଜୋର୍‌ଦାର୍‌ ଆନ୍ଦୋଳନ : ଅଂଚଳବାସୀଙ୍କ ଚେତାବନୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଜଗଦଲପୁର ଥାନା ଅନ୍ତର୍ଗତ ଲଖମରା ଓ ଚର୍ଦାପାଲି ମଝିରେ ପ୍ରବାହିତ ହୋଇଛି ଅଙ୍ଗନଦୀ । ସ୍ଵାଧୀନତା ୭୪ ବର୍ଷ ପରେ ବି ଅବହେଳିତ ଚର୍ଦାପାଲି ଗ୍ରାମ ପଞ୍ଚାୟତକୁ ଭୋଟ୍‌ ସମୟରେ କେତେ ଯେ ନେତା ମନ୍ତ୍ରୀ ସରକାରୀ
Read More...

ଆଚାର୍ଯ୍ୟ ସେନାପତି ନାଗଙ୍କ ଦେହାନ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଖ୍ରୀଷ୍ଟିଆନ ସମାଜର ପାଶ୍ଚାତ୍ୟ ଉକ୍ରଳ ଖ୍ରୀଷ୍ଟିୟ ଉଦ୍‌ଯୋଗ ସମିତି ସମ୍ମିଳନୀର ପୂର୍ବତନ ସଭାପତି ସ୍ଥାନୀୟ ଆଲୋକ ନଗର ବାସିନ୍ଦା ଆଚାର୍ଯ୍ୟ ସେନାପତି ନାଗ(୬୬)ଙ୍କ ଆଜି ପୂର୍ବାହ୍ନ ସାଢେ଼ ଆଠଟାରୁ ୯ଟା ଭିତରେ ଦେହାନ୍ତ ହୋଇଯାଇଛି । ତାଙ୍କ ପରିବାର ପକ୍ଷରୁ
Read More...

ଗଳ୍ପ : ଭବିଷ୍ୟତ

ସୁକାନ୍ତ ସାହୁ ମା’ ଘରେ ପହଁଚିଲା ପରେ ଦାଣ୍ଡରୁ ଦୌଡ଼ିଦୌଡ଼ି ଆସି ବେଡ଼୍ ରୁମ୍‌ରେ ଶୋଇପଡ଼ିଲା ସୁଇଟି । ମା’ ଘର ଭିତରେ ପହଁଚିଲା ପରେ ହସିହସି ବାପା କହିଲେ : ଆରେ ମତେ ଫୋନ୍ କଲନି କାହିଁକି ? କୋଉ ଗାଡ଼ିରେ ଆସିଲ କି ଏତେ ଜଲ୍‌ଦି ପହଁଚିଗଲ? : ହଁ, ଚକାଡ଼ୋଳା ବସ୍‌ରେ ଆସିଲି । ଏଇ ପାଖ
Read More...

ଦୁଇ ଭାଇଭଉଣୀ ଜନ୍ମରୁ ଦିବ୍ୟାଙ୍ଗ : ଉଚ୍ଚ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ନୂଆପଡା, (କେପିଏନ୍‌ଏସ୍‌) : ଜନ୍ମରୁ ଦିବ୍ୟାଙ୍ଗ ଦୁଇ ଭାଇଭଉଣୀଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛିି ବାଧକ । ନୂଆଡପଡା ଜିଲ୍ଲାର ଖଡିଆଳ ବ୍ଳକ ଅର୍ନ୍ତଗତ ଭୁଲିଆ ସିକୁଆଁ ଗ୍ରାମର ଭାଗ ପଟେଲ ଓ କିୟା ପଟେଲଙ୍କ ପୁଅ ଲକ୍ଷେ ପଟେଲକୁ ବୟସ ମାତ୍ର ୭ ବର୍ଷ ହେଉଥିବା ବେଳେ ଝିଅ ଥୟାମଣି ପଟେଲକୁ
Read More...

ଦନ୍ତା ହାତୀ ଆକ୍ରମଣରେ ଅବସରପ୍ରାପ୍ତ ଶିକ୍ଷକଙ୍କ ମୃତ୍ୟୁ

ଢେଙ୍କାନାଳ : ମହାବିରୋଡ଼ ରେଞ୍ଜ ଅନ୍ତର୍ଗତ ଡିହଡୋଳ ଫରେଷ୍ଟ ସେକ୍ସନ ବାରିହାପୁର-ବସୋଇ ରାସ୍ତାରେ ହାତୀ ଆକ୍ରମଣରେ ଜଣେ ଅବସରପ୍ରାପ୍ତ ସ୍କୁଲ ଶିକ୍ଷକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଅବସରପ୍ରାପ୍ତ ସ୍କୁଲ ଶିକ୍ଷକ ବାରିହାପୁର ଗାଁର କାଳନ୍ଦୀ ଚରଣ ସାହୁ ସାଇକଲରେ ନିଜ
Read More...

ବିଜେଡ଼ି ପକ୍ଷରୁ ଜନ ସଚେତନତା କାର୍ଯ୍ୟକ୍ରମ

ବଙ୍ଗୋମୁଣ୍ଡା, (ଅର୍ଜୁନ ହଂସ) : ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଆଜି ରାଜ୍ୟ ଯୁବ ବିଜେଡି ସମ୍ପାଦକ ଅଜିତ କୁମାର ଯୋଶୀଙ୍କ ନେତ୍ତୃତ୍ୱ ରେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ପଂଚାୟତର ବରତୁଣ୍ଡା ଓ ବିରିପାଲି ପଞ୍ଚାୟତର
Read More...

ଅଙ୍ଗନଦୀରେ ପୋଲ ନିର୍ମାଣ ପାଇଁ ସଜବାଜ

ପଦ୍ମପୁର, (ନିରଞ୍ଜନ ତ୍ରିପାଠୀ) : ଦୀର୍ଘଦିନର ସ୍ୱପ୍ନକୁ ପୂରଣ କରିବା ପାଇଁ ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳ ବିଧାୟକ ତଥା ପୂର୍ବତନ ଆଦିବାସୀ କଲ୍ୟାଣ ମନ୍ତ୍ରୀ ବିଜୟ ରଞ୍ଜନ ସିଂ ବରିହାଙ୍କ ଆହ୍ୱାନ କ୍ରମେ ପାଇକମାଲ ବ୍ଲକ ଅନ୍ତର୍ଗତ ଚର୍ଦାପାଲି ଗ୍ରାମ ପଞ୍ଚାୟତ କାର୍ୟ୍ୟାଳୟ
Read More...