ଆଗଧାଡିର କରୋନା ଯୋଦ୍ଧା ଡାକ୍ତର ଲୋଟସ ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା
ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ବ୍ଲକ ଅନ୍ତର୍ଗତ କଟାପାଲି ଗ୍ରାମ ଗୋଟିଏ ସମୟରେ କରୋନା ସଂକ୍ରମଣ ପାଇଁ ସାରା ରାଜ୍ୟରେ ଚର୍ଚ୍ଚାର ପରିସରକୁ ଆସି ଯାଇଥିଲା । ଠିକ୍ ଏହି ସମୟରେ କଟାପାଲି ସିଏଚସି.ରେ କାର୍ୟ୍ୟରତ ଡାକ୍ତର ଲୋଟସ ମିଶ୍ର ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ନିଜେ ମଧ୍ୟ!-->…
Read More...
Read More...