Yearly Archives

2020

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସ୍ଥାପନା ଦିବସରେ ସରସଂଘଚାଳକ ମୋହନ ଭାଗବତଙ୍କ ସ୍ୱୟଂସେବକଙ୍କୁ ସମ୍ବୋଧନ

ନାଗପୁର : ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସ୍ଥାପନା ଦିବସ ଏବଂ ବଜୟାଦଶମୀ ଅବସରରେ ଆଜି ସରସଂଘଚାଳକ ମୋହନ ଭାଗବତ ସ୍ୱୟଂସେବକମାନଙ୍କୁ ସମ୍ବୋଧିତ କରିଛନ୍ତି । ସେ ଏହି ସମ୍ବୋଧନରେ ଅନୁଚ୍ଛେଦ ୩୭୦, ରାମ ମନ୍ଦିର, ନାଗରିକତା ନିୟମ ଏବଂ ଚୀନ୍‌ ସହ ପ୍ରତିରୋଧ ତଥା କରୋନା ଆଦି ବିଷୟରେ କହିଛନ୍ତି ।
Read More...

ପାଇକମାଲରେ ନବରାତ୍ର ଦୁର୍ଗାପୂଜା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ଦୁର୍ଗାପୂଜା କମିଟି ତରଫରୁ ନବରାତ୍ର ଦୁର୍ଗାପୂଜା ଅନୁଷ୍ଠିତ ହୋଇଯାଇଛି । କୋଭିଡ ଗାଇଡ ଲାଇନ୍ ଅନୁପାଳନ କରି ନିରାଡମ୍ବର ଭାବେ ପୂଜା ସମା‌ପ୍ତ ହୋଇଛି । ନବରାତ୍ର ଦୁର୍ଗାପୂଜାରେ କର୍ତ୍ତା ଭାବେ ମୁକେଶ ରଥ ଓ ତାଙ୍କ ଧର୍ମପତ୍ନୀ ମୁକ୍ତେଶ୍ବରୀ
Read More...

ପଦ୍ମପୁରରେ ଶାରଦୀୟ ଦୁର୍ଗାପୂଜା : ଏକ ଝଲକ

ପଦ୍ମପୁର, (ନିରୋଜ କୁମାର ପାଣୀ) : କରୋନା ସଂକ୍ରମଣକୁ ପ୍ରତିହତ କରିବା ପରିପ୍ରେକ୍ଷୀରେ ସାରା ରାଜ୍ୟରେ ସରକାରଙ୍କ କଟକଣା ଆଧାରରେ ଦୁର୍ଗାପୂଜାର ଆୟୋଜନ ଚାଲିଛି । କେବଳ ପରଂପରା ରକ୍ଷା ପାଇଁ ଉଭୟ ପୀଠ ଓ ମଣ୍ଡପ ଗୁଡିକରେ ବିନା ଭକ୍ତଙ୍କ ସମାବେଶରେ ପୂଜକମାନେ ପ୍ରଚଳିତ ରୀତିନୀତି ଅନୁସାରେ
Read More...

ବଲାଙ୍ଗିରରେ ‘ବଡ଼ ଖବର’ର ଲଗୋ ପୂଜା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଜୟା ଦଶମୀ ଅବସରରେ ୨୪ ଘଣ୍ଟିଆ ସାଟେଲାଇଟ୍ ନ୍ୟୁଜ୍ ଚେନେଲ ବଡ଼ ଖବର ଲୋକାର୍ପିତ ହୋଇଛି । ଏ ଅବସରରେ ରାଜ୍ୟର ବିଭିନ୍ନ ମନ୍ଦିରରେ ପୂଜାଚ୍‌ଚ୍ଚର୍ନା କରାଯାଉଥିବା ବେଳେ ବଲାଙ୍ଗିରରେ ମଧ୍ୟ ଲଗୋ ପୂଜା କରାଯାଇଛି । ସହର ନିକଟସ୍ଥ ସଦାଇପାଲି ସ୍ଥିତ
Read More...

ସ୍ୱାସ୍ଥ୍ୟକର୍ମୀଙ୍କ କରୋନାରେ ଦେହାନ୍ତ

ଯାଜପୁର, (କେପିଏନ୍‌ଏସ୍‌) : ଯାଜପୁର ସହର ପାଇଁ ଏକ ଦୁଃଖଦ ଖବର । ପୌରପାଳିକାର ସ୍ୱାସ୍ଥ୍ୟକର୍ମୀ ଲୋକେଶ ପଣ୍ଡାଙ୍କ କରୋନାରେ ଦେହାନ୍ତ ହୋଇଥିବା କୁହାଯାଇଛି । କରୋନା ସଂକ୍ରମଣ ସମୟରେ ସେ ପୌରପାଳିକା ଅଂଚଳରେରେ ଦାୟିତ୍ୱ ନିର୍ବାହ କରୁଥିଲେ। ସମସ୍ତ କୋଭିଡ କେୟାର୍ ସେଣ୍ଟରର ତଦାରଖ କରିବା
Read More...

କଟକଣା ସହ ସର୍ଗିପାଲିରେ ଜାନା ବୁଢ଼ା ଯାତ୍ରା ସମ୍ପନ୍ନ

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ଦୁଇ ଦିନ ଧରି ଚାଲିଥିବା ଜାନା ବୁଢ଼ା ଯାତ୍ରା କଟକଣା ସହ ପାଳିତ ହୋଇଯାଇଛି । ଉକ୍ତ ଯାତ୍ରା ଦଶହରା ମାସରେ ପାଳନ କରାଯାଇଥାଏ ଏବଂ ଏହା ଷୋହଳ ଦିନ ଧରି ପୂଜା ବିଧି କରିବା ସହ ବହୁ ଆଡ଼ମ୍ବରେ ପାଳନ କରାଯାଇଥାଏ । କିନ୍ତୁ କରୋନା ମହାମାରୀ ରୂପ ଧାରଣ
Read More...

ଆଜି ମା’ଙ୍କ ଶାନ୍ତ-କାନ୍ତ-କୋମଳ-କମନୀୟ ବେଶ ‘ରାଜରାଜେଶ୍ୱରୀ’

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସମଲେଇ ମନ୍ଦିର, ପାଟଣେଶ୍ୱରୀ ମନ୍ଦିର, ଦୁର୍ଗା ମନ୍ଦିର ତଥା ଅନ୍ୟସବୁ ଦେବୀ ପୀଠରେ ମା’ ରାଜରାଜେଶ୍ୱରୀ ରୂପରେ ପୂଜା ପାଉଛନ୍ତି । ପୌରାଣିକ କଥାବସ୍ତୁ ଅନୁସାରେ ମା’ ମହିଷାସୁରକୁ ବିନାଶ କରି ସାରିବା ପରେ ସଂପୂର୍ଣ୍ଣ ଶାନ୍ତ ରୂପ ଧାରଣ କରନ୍ତି ।
Read More...

ଶୁଭାରମ୍ଭ ହେଲା ମୁନ୍‌ ଅପ୍‌ଟିକାଲ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶୁଭାରମ୍ଭ ହେଲା ମୁନ୍‌ ଅପ୍‌ଟିକାଲ୍‌ । ଏକ ସଂପୂର୍ଣ୍ଣ ଚକ୍ଷୁ ସୁରକ୍ଷା ଓ ଫେସନ୍‌ ଭିତ୍ତିକ ଚଷମା ପାଇଁ ଏକ ନିର୍ଭରଯୋଗ୍ୟ ଅପ୍‌ଟିକାଲ୍‌ ଭାବେ ମୁନ୍‌ ଅପ୍‌ଟିକାଲ ପୂର୍ବରୁ ବଲାଙ୍ଗିର ସହରରେ ପ୍ରତିଷ୍ଠା ଅର୍ଜନ କରିଛି । ତେବେ ଆଜି ପବିତ୍ର ବିଜୟା ଦଶମୀ
Read More...

ଚୀନ ସୀମା ପାଖରେ ଶସ୍ତ୍ର ପୂଜା କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

ଗ୍ୟାଙ୍ଗଟକ : ଆଜି ଦାର୍ଜିଲିଂର ସୁକନା ଯୁଦ୍ଧ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଏହି ଅବସରରେ ସିକ୍କିମଠାରେ ଚୀନ ସୀମା ନିକଟରେ ସେ ଶସ୍ତ୍ର ପୂଜା ମଧ୍ୟ କରିଛନ୍ତି । ପଶ୍ଚିମବଙ୍ଗ ଏବଂ ସିକ୍କିମକୁ ଦୁଇ ଦିନିଆ ଗସ୍ତରେ ଯାଇଛ‌ନ୍ତି
Read More...

ଗତ ୨୪ ଘଂଟାରେ ଓଡ଼ିଶାରେ ୧୬୩୩ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟାରେ ଓଡ଼ିଶାରେ ୧୬୩୩ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସେମାନଙ୍କ ମଧ୍ୟରୁ ୯୫୫ ଜଣ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି ୬୭୮
Read More...