ଶୁଭାରମ୍ଭ ହେଲା ମୁନ୍‌ ଅପ୍‌ଟିକାଲ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶୁଭାରମ୍ଭ ହେଲା ମୁନ୍‌ ଅପ୍‌ଟିକାଲ୍‌ । ଏକ ସଂପୂର୍ଣ୍ଣ ଚକ୍ଷୁ ସୁରକ୍ଷା ଓ ଫେସନ୍‌ ଭିତ୍ତିକ ଚଷମା ପାଇଁ ଏକ ନିର୍ଭରଯୋଗ୍ୟ ଅପ୍‌ଟିକାଲ୍‌ ଭାବେ ମୁନ୍‌ ଅପ୍‌ଟିକାଲ ପୂର୍ବରୁ ବଲାଙ୍ଗିର ସହରରେ ପ୍ରତିଷ୍ଠା ଅର୍ଜନ କରିଛି । ତେବେ ଆଜି ପବିତ୍ର ବିଜୟା ଦଶମୀ ଅବସରରେ ସ୍ଥାନୀୟ ସୁଦପଡ଼ାର ସରକାରୀ ୟୁପି ସ୍କୁଲ ସମ୍ମୁଖସ୍ଥ ଶାନ୍ତିନିବାସରେ ଆରମ୍ଭ ହୋଇଛି ନବ କଳେବର ଓ ପୂର୍ଣ୍ଣାଙ୍ଗ ରୂପ ନେଇ ମୁନ୍‌ ଅପ୍‌ଟିକାଲ୍‌ । ଏହାର ଶୁଭାରମ୍ଭ ଅବସରରେ ଆଜିଠାରୁ ୩୧ ତାରିଖ ପର୍ଯ୍ୟନ୍ତ ଫ୍ଲାଟ୍‌ ୨୦% ଓ ୧୫% ଡିସ୍‌କାଉଣ୍ଟ୍‌ର ଅଫର୍‌ ମଧ୍ୟ ରହିଛି । ସୁଲଭ ମୂଲ୍ୟରେ ସମସ୍ତ ପ୍ରକାର ବ୍ରାଣ୍ଡେଡ଼୍‌ ଚଷମା ସହ ଚକ୍ଷୁ ସୁରକ୍ଷା ନିମିତ୍ତ ପାୱାର୍‌ ଚଷମା ପ୍ରସ୍ତୁତି ପାଇଁ ମୁନ୍‌ ଅପ୍‌ଟିକାଲ୍‌ ସର୍ବଦା ସମର୍ପିତ ରହିବ ବୋଲି ମୁନ୍‌ ଅପ୍‌ଟିକାଲ୍‌ର ସତ୍ତ୍ୱାଧିକାରୀ ଇନ୍ଦ୍ରମଣି ନାହାକ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.