Yearly Archives

2020

ଝୋଟ ସାମଗ୍ରୀରେ ବାଧ୍ୟତାମୂଳକ ପ୍ୟାକେଜିଂ ସମ୍ବନ୍ଧୀୟ ନିୟମର ସମ୍ପ୍ରସାରଣକୁ କ୍ୟାବିନେଟ ମଞ୍ଜୁରି

• ଓଡ଼ିଶା ସମେତ ପୂର୍ବ ଓ ପୂର୍ବୋତ୍ତର ରାଜ୍ୟଗୁଡ଼ିକୁ ମିଳିବ ଲାଭ ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ସମିତି(ସିସିଇଏ) ବିଭିନ୍ନ ପ୍ରକାରର ଝୋଟ ଅଖାରେ ଶତ ପ୍ରତିଶତ ଖାଦ୍ୟଶସ୍ୟ ଏବଂ ୨୦ ପ୍ରତିଶତ ଚିନି
Read More...

କର୍ଲାପିଟା ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ଦୁର୍ନୀତି ନିବାରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର: (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଶିକ୍ଷା ଅଧିକାରୀ ଧୃବ ଚରଣ ବେହେରାଙ୍କ ନିର୍ଦ୍ଦେଶ କ୍ରମେ ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ କର୍ଲାପିଟା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ଦୁର୍ନୀତି ନିବାରଣ ସଚେତନତା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କୋଭିଡ କଟକଣା ମଧ୍ୟରେ
Read More...

ବିକାଶର ଦୂରରେ ଡ଼ଙ୍ଗରମୁଣ୍ଡା ଗାଁ : ଗାଁକୁ ଯିବା ପାଇଁ ପକ୍କା ରାସ୍ତା ନାହିଁ, ରାସ୍ତା ନିର୍ମାଣ ନ ହେଲେ ଆନ୍ଦୋଳନ…

ସଇଁନ୍ତଲା, (ଅଜିତ କୁମାର ସାହୁ) : ଗ୍ରାମାଞ୍ଚଳର ଉନ୍ନତି ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ବ୍ୟୟ କରୁ ଥିବା ଡିମ୍‌ଡିମ ପିଟୁଛନ୍ତି । କିନ୍ତୁ ସେଗୁଡିକ ଅନେକ ଗ୍ରାମାଞ୍ଚଳକୁ ପହଞ୍ଚୁ ନ ଥିବା ବେଳେ ଗ୍ରାମବାସୀମାନଙ୍କ ମଧ୍ୟରେ କେବେ ଆନ୍ଦୋଳନ ତ ଆଉ କେକେବ ବେଳେ ରାସ୍ତା
Read More...

କରୁଆଁଝର ଶିବ ମନ୍ଦିରରେ କୁଲୁତା ସମାଜ ପକ୍ଷରୁ ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ରଣେଶ୍ୱର ରାମଚଣ୍ଡୀ ପୂଜା ଉତ୍ସବ ଅନୁଷ୍ଠିତ

ଦେଓଗାଁ, (ମନୀଷ କୁମାର ସାହୁ) : ଭାଦ୍ରବ ମାସ ତ୍ରୟୋଦଶୀ ତିଥି ଗୁରୁବାର ଦିନ ଦେଓଗାଁ ବ୍ଲକ ବଡବନ୍ଧ ପଂଚାୟତ କରୁଆଂଝର ଗାଁର କୁଲୁତା ସମାଜ ପକ୍ଷରୁ କରୁଆଁଝର କୁଲୁତା ସମାଜର ଗ୍ରାମ୍ୟ କମିଟିର ସଭାପତି ଲେକ୍ରୁ ସାହୁ, ସମ୍ପାଦକ ଅନ୍ତର୍ୟ୍ୟାମୀ ଭୋଇ, ସିକୁଆଁ ଆଂଚଳିକ କମିଟି ସମ୍ପାଦକ ନରେଶ
Read More...

ବେଆଇନ ପଥର ଚୋରା ଚାଲାଣ ବେଳେ ପଥର ବୋଝେଇ ଗାଡି ଉପରେ ତହସିଲଦାରଙ୍କ ଚଢ଼ାଉ : ୧୫ ହଜାର ଟଙ୍କାର ରାଜସ୍ୱ ଆଦାୟ

ଦେଓଗାଁ, (ମନୀଷ କୁମାର ସାହୁ) : ବେଆଇନ ଭାବରେ ପଥର ବୋଝେଇ ହୋଇ ଯାଉଥିବା ଏକ ଟ୍ରାକ୍ଟର ଗାଡି ଉପରେ ଗୁରୁବାର ଦିନ ଦେଓଗାଁ ତହସିଲଦାର ଚଢ଼ାଉ କରି ଜବତ କରିଥିବା ଜଣାପଡ଼ିଛି । କୁତୁର୍ଲା ଆର୍‌ଆଇ ସାର୍କିଲ ଅନ୍ତର୍ଗତ ଜାତୀୟ ରାଜପଥ୨୬ ବହଲି ଛକ ଉପରେ ଥିବା ପଥର ବୋଝେଇ ଗାଡିର କାଗଜପତ୍ର
Read More...

ବେଦବ୍ୟାସ ସାହିତ୍ୟ ସଂସ୍କୃତି ପରିଷଦ ତରଫରୁ ଶାରଦୀୟ ଆସର

ରାଉରକେଲା, (କେପିଏନ୍‌ଏସ୍‌) : ବେଦବ୍ୟାସ ସାହିତ୍ୟ ଓ ସଂସ୍କୃତି ପରିଷଦ ତରଫରୁ ଶାରଦୀୟ ଆସର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆଲୋଚନା ତଥା ସଭାପତି ମନୋନୟନ କାର୍ଯ୍ୟାକ୍ରମ ସ୍ଥାନୀୟ ଗୋପବନ୍ଧୁ ପ୍ରଗତି ପରିଷଦଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପରିଷଦର କାର୍ଯ୍ୟକାରୀ ସଭାପତି
Read More...

ପଦ୍ମପୁର ଅଞ୍ଚଳରେ ମୁକୁଳା ପଡିଛି ଟ୍ରାନ୍ସଫର୍‌ମର୍‌ : ଲୋକଙ୍କ ଜୀବନ ବି ଯାଇପାରେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଅଞ୍ଚଳରେ ବହୁତ ଗୁଡାଏ ଟ୍ରାନ୍ସଫର୍‌ମର୍‌ ମୁକୁଳା ଅବସ୍ଥାରେ ପଡି ରହିଛି । ମୁକୁଳା ରହିବାରୁ ଲୋକଙ୍କର ଜୀବନ ପ୍ରତି ବିପଦ ଅଛି । ଏହାର କୌଣସି ରକ୍ଷଣାବେକ୍ଷଣ କି ତାର ବାଡ ନଥିବାରୁ କେତେବେଳେ ବି କାହାର ଜୀବନ ପ୍ରତି ଅଘଟଣ ହୋଇପାରେ ।
Read More...

ଏବେ ବି ଜଣାପଡ଼ିନି ଦୁଇ ଭଉଣୀଙ୍କ ମୃତ୍ୟୁର କାରଣ

ତୁଷୁରା, (ଅଜିତ କୁମାର ସାହୁ) : ଦୁଇ ଭଉଣୀ ଏକାସାଙ୍ଗରେ ନଦୀକୁ ଡ଼େଇଁବା ଘଟଣାର ଏପର୍ୟ୍ୟନ୍ତ ସସ୍‌ପେନ୍ସ ଜାରି ରହିଛି । ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ଏପର୍ୟ୍ୟନ୍ତ କାରଣ କ'ଣ ତାହା ଅସ୍ପଷ୍ଟ ରହି ଯାଇଥିବା ବେଳେ କାହିଁକି ୨ ଭଉଣୀ ନଦୀକୁ ଡ଼େଇଁଲେ, ନା ତାଙ୍କୁ କିଏ ଠେଲି ଦେଇଛି ବୋଲି
Read More...

ସଟ୍ଟା ଚଢ଼ାଉ, ୨ ଗିରଫ

ଦେଓଗାଁ, (ମନିଷ କୁମାର ସାହୁ) : ଟଙ୍କାକରେ ଅଶୀ ଟଙ୍କାର ମୋହରେ ପଡ଼ି ଲୋକେ ସଟ୍ଟା ଖେଳୁଛନ୍ତି । ପିଲା, ବୁଢା, ଟୋକା, ସ୍କୁଲ କଲେଜ ଛାତ୍ର, ମହିଳା ଅନେକେ ଏହି ବେଆଇନ ସଟ୍ଟା ଖେଳର ମୋହରେ ପଡିଥିବା ଦେଖିବୁାକୁ ମିଳୁଛି । ଦିନ ସାରା ବିଭିନ୍ନ ପଡ଼ାରେ ସଟ୍ଟା ପଟି ଲେଖାଯିବା ସହ ଓପନ, କ୍ଲୋଜ,
Read More...

ସିଆରପିଏଫ୍‌ ୨୨୩ ବାଟାଲିୟନ ତରଫରୁ ସହୀଦ ପଦ୍ମଲୋଚନ ମାଝୀଙ୍କୁ ଶ୍ରଦ୍ଧାଞ୍ଜଳି

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ବ୍ଲକ ଉପକଣ୍ଠ ଖଲିଆପାଲି ପଞ୍ଚାୟତ ସିମେଣ୍ଟ ନଗରରେ ରହୁଥିବା ସହୀଦ ପଦ୍ମଲୋଚନ ମାଝୀଙ୍କ ଘରକୁ ୨୨୩ ବାଟାଲିୟନର କମାଣ୍ଡେଣ୍ଟ ଭାସ୍କର ଆନନ୍ଦ ଆସି ସହୀଦ ପଦ୍ମଲୋଚନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପର୍ଣ କରିଥିଲେ ଓ ସହୀଦ ପଦ୍ମଲୋଚନଙ୍କ ମା' ଶର୍ମିଳା
Read More...