ଚଳିତ ବର୍ଷ ଅଯୋଧ୍ୟାରେ ଭର୍ଚୁଆଲ ଦୀପାବଳୀ
ଲଖ୍ନୋ : ଚଳିତ ବର୍ଷ ପ୍ରଭୁ ଶ୍ରୀରାମଙ୍କ ନଗରୀ ଅଯୋଧ୍ୟାରେ ଦୀପୋତ୍ସବ ପାଳନ ହେବ । ମହାମାରୀ କରୋନା ପାଇଁ ଏ ବର୍ଷ ସମସ୍ତ ପୂଜା ପର୍ବ ବନ୍ଦ ରହିଥିବା ବେଳେ ନିକଟରେ ଦୂର୍ଗାପୂଜା ମଧ୍ୟ ନିରାଡମ୍ବରରେ ପାଳନ କରାଯାଇଛି । ତେବେ ଏଥର ଦୀପାବଳୀ ପାଇଁ ସରକାର ଗାଇଡଲାଇନ ଜାରି କରିଛନ୍ତି ।!-->…
Read More...
Read More...