Yearly Archives

2020

ବରକାନୀ ଓ କୁଲିଆବାହାଲରେ ବିଜେଡିର କର୍ମୀ ସମ୍ମିଳନୀ : ବ୍ଲକର ଉନ୍ନତିମୂଳକ କାମରେ ବାଧାପ୍ରାପ୍ତ କରୁଥିବା ଗୋଷ୍ଠୀକୁ…

ଦେଓଗାଁ, (ମନୀଷ କୁମାର ସାହୁ ): ଦେଓଗାଁ ବ୍ଲକ୍ ଜରାସିଂହା ଓ ସାଲେପାଲି ପଞ୍ଚାୟତ ବରକାନୀ ଓ କୁଲିହାବାହାଲ ଗାଁରେ ରବିବାର ଦିନ ବିଜେଡିର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଦେଓଗାଁ, ଗାଈବାହାଲ, ଜରାସିଂହା ଓ ସାଲେପାଲି ପଞ୍ଚାୟତରୁ ବିଜେଡି କର୍ମୀମାନେ ସାମିଲ ହୋଇଥିଲେ।
Read More...

କରୋନା ସଂକ୍ରମଣରେ ଚାଲିଗଲେ ଅବକାରୀ ଏସ୍‌ଆଇ ବଳରାମ ସାହୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : କରୋନା ସଂକ୍ରମଣରେ ବଲାଙ୍ଗିର ସହରର ଗାନ୍ଧୀନଗରପଡ଼ା ନିବାସୀ ଅବକାରୀ ଏସ୍‌ଆଇ ବଳରାମ ସାହୁ(୫୯)ଙ୍କ ଆଜି ଭୋର୍‌ ସାଢେ଼ ୫ଟାରେ ଭୁବନେଶ୍ୱର ସ୍ଥିତ ସୋମ୍‌ ହସ୍‌ପିଟାଲ୍‌ରେ ଦେହାନ୍ତ ହୋଇଥିବା ଖବର ମିଳିଛି । ସୂଚନା ଅନୁସାରେ ଗତ କିଛି ଦିନ ତଳେ କରୋନା
Read More...

ନୃଶଂସତା : ଦୁର୍ବ୍ୟବହାର ପ୍ରଦର୍ଶନକୁ ବିରୋଧ କରିବାରୁ ଛାତ୍ରୀଙ୍କୁ ଜୀଅନ୍ତା ଜାଳିଦେଲା ଯୁବକ

ବାଲିଆ : ଉତ୍ତର ପ୍ରଦେଶର ବାଲିଆରେ ଘଟିଛି ଏକ ନୃଶଂସ ଘଟଣା । ଜଣେ ଯୁବକ‌ର ଦୁର୍ବ୍ୟବହାରକୁ ବିରୋଧ କରିବାରୁ ଏକ ୯ମ ଶ୍ରେଣୀର ଛାତ୍ରୀଙ୍କୁ ଗତ ଶୁକ୍ରବାର ଦିନ ଜୀଅନ୍ତା ଜାଳି ଦେଇଛି ସଂପୃ‌କ୍ତ ଯୁବକ । ନିରୀହ ଛାତ୍ରୀ ଜଣକ ୭୫ ପ୍ରତିଶତ ଜଳି ଯାଇଥିବା ବେଳେ ତାଙ୍କୁ ବାରାଣାସୀର
Read More...

ପ୍ରଥମେ ପ୍ରେମ, ପରେ ଦାରୁଣ ପ୍ରତାରଣା : ସୁଭାଗିନୀଙ୍କ ପାଇଁ ପ୍ରେମ ହେଲା ଅଭିଶାପ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ମାଲପଡା ଗ୍ରାମର ଏକ କୁନି ଝିଅ ସହିତ ରୁହନ୍ତି ସୁଭାଗିନୀ ବେହେରା । ପ୍ରେମ କରିବା ଯେମିତି ତାଙ୍କ ପାଇଁ ଏକ ଅଭିଶାପ ପାଲଟିଛି । ନା ସ୍ୱାମୀ ତାଙ୍କୁ ଆପଣାଉଛି ନା ନିଜ ଜନ୍ମ କଲା ମାବାପା, ପରିବାର । ଅତି ଦୟନୀୟ
Read More...

କାଶ୍ମୀରରେ ସେନା କ୍ୟାପଟେନ ଶହୀଦ : ୩ ଆତଙ୍କବାଦୀ ନିହତ

ନୂଆଦି‌ଲ୍ଲୀ : ରବିବାର ରାତିରେ ପାକିସ୍ତାନୀ ଆତଙ୍କବାଦୀମାନେ କାଶ୍ମୀରର କୁପୱାରା ଜିଲ୍ଲାରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିବା ସୂଚନା ମିଳିଛି । ମାକିଲ ସେକ୍ଟରରେ ପାକିସ୍ତାନୀ ସୀମା ନିକଟରେ ଅନୁପ୍ରବେଶକୁ ରୋକିବା ପାଇଁ ସେନା ଏବଂ ସୀମା ସୁରକ୍ଷା ବଳ ମିଳିତ ଅପରେସନ୍ ଆରମ୍ଭ
Read More...

ନକଲି ସୁନାର କମାଲ୍‌ : ବ୍ୟାଙ୍କରେ ବନ୍ଧକ ରଖି କୋଟି କୋଟି ଟଙ୍କାର ଋଣ ଠକେଇ

ସୁରଟ : ନକଲି ସୁନାର କମାଲ୍‌ ଶୁଣିଲେ ତାଜୁବ୍‌ ହୋଇଯିବେ । ନକଲି ସୁନା ବ‌ନ୍ଧକ ରଖ କୋଟି କୋଟି ଟ‌ଙ୍କାର ଋଣ ଠକେଇ ହୋଇଥିବା ଭଳି ଏକ ଗୁରୁତର ଅଭିଯୋଗ ସାମ୍‌ନାକୁ ଆସିଛି । ଗୁଜୁରାଟର ସୁରଟରେ ନକଲି ସୁନା ଦେଇ ୩୦ ଜଣ ଗ୍ରାହକ ୪୧ ଥର ସୁନା ବନ୍ଧକ ରଖି ଋଣ ନେଇଥିବା ଜଣାପଡ଼ିଛି ।
Read More...

ହାଜିରାଠାରେ ରୋ-ପାକ୍ସ ଟର୍ମିନାଲ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

● ହାଜିରା ଓ ଗୁଜରାଟର ଘୋଘା ମଧ୍ୟରେ ରୋ-ପାକ୍ସ ଫେରି ସେବାର କଲେ ଶୁଭାରମ୍ଭ● ଜାହାଜ ଚଳାଚଳ ମନ୍ତ୍ରଣାଳୟକୁ ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟ ଭାବେ କଲେ ନାମିତ● ବିଗତ ଦୁଇ ଦଶନ୍ଧି ମଧ୍ୟରେ ଗୁଜରାଟ ତା’ର ସାମୁଦ୍ରିକ ବାଣିଜ୍ୟ ସାମର୍ଥ୍ୟ ଯଥେଷ୍ଟ ମାତ୍ରାରେ ବୃଦ୍ଧି କରିଛି:
Read More...

ବିମୁଦ୍ରୀକରଣ କଳା ଟଙ୍କା ହ୍ରାସ, ଟିକସ ବୃଦ୍ଧି ଏବଂ ଦୁର୍ନୀତିକୁ ରୋକିବା ଦିଗରେ ସହାୟକ ହୋଇଛି : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ବିମୁଦ୍ରୀକରଣ କଳା ଟଙ୍କା ହ୍ରାସ କରିବାରେ, ଟିକସ ବୃଦ୍ଧିରେ ସହାୟକ ହେବା ସହିତ ଦୁର୍ନୀତିକୁ ମଧ୍ୟ ରୋକିପାରିଛି ।ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ଫଳାଫଳ ଜାତୀୟ ପ୍ରଗତି ପାଇଁ ବହୁତ
Read More...

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୦ ହଜାରରୁ କମ୍ କରୋନା ମାମଲା

● ସୁସ୍ଥ ଓ ସକ୍ରିୟ ମାମଲା ମଧ୍ୟରେ ଥିବା ପାର୍ଥକ୍ୟ ବୃଦ୍ଧି ନୂଆଦିଲ୍ଲୀ, (ପିଆଇବି) : ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ୫୦ ହଜାରରୁ କମ୍ କରୋନା ମାମଲା ଦେଖାଦେଇଛି, ଅର୍ଥାତ୍ ୪୫,୬୭୪ ଜଣ କୋଭିଡ-୧୯ରେ ଆକ୍ରାନ୍ତ ହୋଇଛନ୍ତି । ଅକ୍ଟୋବର ୧୫ ତାରିଖରୁ ଦୈନିକ କରୋନା ମାମଲା ହ୍ରାସ ପାଇ
Read More...

କବିତା : ସ୍ୱପ୍ନ

ପ୍ରୀଦପ କୁମାର ପଣ୍ଡା ପାହାଡ଼ଟି ଧସିପଡେ ଏମିତିଯେତେଥର ମୁଁ ଶୁଣିବାକୁ ଇଚ୍ଛା କରେତା'ର ଅବ୍ୟୟ ସ୍ୱର ।ଜଂଗଲଟି ପୋଡିଯାଏ ଧାଏଁ ଧାଏଁମୁଁ ଶାଗୁଆ ହେବାକୁ ଚାହେଁ ଯେତେଥର ।ଏମିତି ଘଟେ ବାରଂବାର ମୋ ଜୀବନରେ,ଶୋକସଭାର ଭରା ନୀରବତାରେମୋର ଆସେ ଏକଲଂବା ସଶବ୍ଦ ତୃପ୍ତ ଏଉଡିଓ ଭଂଡୁର ହୋଇଯାଏ
Read More...