କାଶ୍ମୀରରେ ସେନା କ୍ୟାପଟେନ ଶହୀଦ : ୩ ଆତଙ୍କବାଦୀ ନିହତ

ନୂଆଦି‌ଲ୍ଲୀ : ରବିବାର ରାତିରେ ପାକିସ୍ତାନୀ ଆତଙ୍କବାଦୀମାନେ କାଶ୍ମୀରର କୁପୱାରା ଜିଲ୍ଲାରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିବା ସୂଚନା ମିଳିଛି । ମାକିଲ ସେକ୍ଟରରେ ପାକିସ୍ତାନୀ ସୀମା ନିକଟରେ ଅନୁପ୍ରବେଶକୁ ରୋକିବା ପାଇଁ ସେନା ଏବଂ ସୀମା ସୁରକ୍ଷା ବଳ ମିଳିତ ଅପରେସନ୍ ଆରମ୍ଭ କରିଥିବା ବେଳେ ଏହି ଏନ୍‌କାଉଣ୍ଟରରେ ସେନା କ୍ୟାପଟେନଙ୍କ ସମେତ ୪ ଜଣ ସୈନିକ ନିହତ ହୋଇଛନ୍ତି ଏବଂ ୩ ଆତଙ୍କବାଦୀ ପ୍ରାଣ ହରାଇଥିବା ସୂଚନାରେ କୁହାଯାଇଛି ।

Leave A Reply

Your email address will not be published.