Yearly Archives

2020

ଚାନ୍ଦୋତରା ଗ୍ରାମ ବିଦ୍ୟାଳୟକୁ ଚୋରମରା ଗ୍ରାମ ବିଦ୍ୟାଳୟ ସହ ମିଶାଇ ଦିଆଯିବା ସରକାରଙ୍କ ନିଷ୍ପତ୍ତିକୁ ପୁନର୍ବିଚାର…

ଟିଟିଲାଗଡ, (ଗୌରବ ଦର୍ଜୀ) : ରାଜ୍ୟରେ ଶିକ୍ଷକମାନଙ୍କ ଅଭାବକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି ଯେ, ଯେଉଁ ବିଦ୍ୟାଳୟ ଗୁଡିକରେ କୋଡ଼ିଏରୁ କମ ଛାତ୍ରଛାତ୍ରୀ ଅଛନ୍ତି ସେହି ବିଦ୍ୟାଳୟଗୁଡ଼ିକୁ ବନ୍ଦ କରି ନିକଟବର୍ତ୍ତୀ ବିଦ୍ୟାଳୟ ସହ ଜଡ଼ିତ କରି ଦିଆଯିବା । କିନ୍ତୁ ସରକାର
Read More...

ଅଲିମ୍ପିକ୍‌ ଚାମ୍ପିଅନ କିପ୍ରୁଟୋ ନାବାଳିକା ସହ ଯୌନ ସଂପର୍କ ରଖିବା ଅଭିଯୋଗରେ ଗିରଫ

ନାଇରବି : ଅଲିମ୍ପିକ୍‌ ଚାମ୍ପିଅନ କିପ୍ରୁଟୋ ନାବାଳିକା ସହ ଯୌନ ସଂପର୍କ ରଖିବା ଅଭିଯୋଗରେ ଗିରଫ ହୋଇଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ, ୩୦୦୦ ମିଟର ଷ୍ଟିପଲଚେଜରେ ୨୦୧୬ ରିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲେ କେନିଆର କନସେସଲୁସ କିପ୍ରୁଟୋ । ଏକ ନାବାଳିକା ସହ ଯୌନ ସଂପର୍କ
Read More...

ଡ୍ରାଇଭିଂ ଲାଇସେନ୍ସ ପ୍ରକ୍ରିୟା ଆରମ୍ଭ : ଅଧିକାଂଶ ଆବେଦନକାରୀଙ୍କୁ କମ୍ପ୍ୟୁଟର ବିଦ୍ୟା ଜଣାନାହିଁ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଖୁସିର କଥା ଯେ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । କିନ୍ତୁ ସବୁଠାରୁ ବଡ଼ କଥା ହେଲା, ଅଧିକାଂଶ ଆବେଦନକାରୀଙ୍କୁ କଂପ୍ୟୁଟର ବିଦ୍ୟା ଜଣାନାହିଁ । ସୂଚନାଯୋଗ୍ୟ ଯେ, କୋଭିଡ୍‌ କଟକଣା ଯୋଗୁଁ ରାଜ୍ୟରେ ୨ ଲକ୍ଷ ଏଲଏଲ ଟେଷ୍ଟ ଆବେଦନ
Read More...

୭ ଶହରୁ ବି ତଳକୁ ଖସିଲା ଆଜିର ଆକ୍ରାନ୍ତଙ୍କ ସଂଖ୍ୟା : ଆଜିି ଓଡ଼ିଶାରୁ ୬୪୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଜି ୭ ଶହରୁ ବି ତଳକୁ ଖସିଥିବା ଦେଖିବାକୁ ମିଳିଛି । ଓଡ଼ିଶାରୁ ଆଜି ୬୪୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୩୭୧ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ୨୭୩ ଆଂଚଳିକ ସଂକ୍ରମଣର ଶିକାର ହୋଇଥିବା
Read More...

କରୋନା ମହାମାରୀକୁ ରୋକିବାରେ ପର୍ଯ୍ୟାପ୍ତ ନୁହେଁ ଭାକସିନ୍‌ : ଡବ୍ଲ୍ୟୁଏଚ୍‌ଓ

ଜେନେଭା : କରୋନା ପାଇଁ ପ୍ରଭାବୀ ସଞ୍ଜିବନୀ ଟୀକା ଆସିବା ପରେ ଯେ କରୋନା ଚିତ୍ର ବଦଳିଯିବ ଏବଂ ସ୍ଥିତି ସ୍ୱାଭାବିକ ହୋଇଯିବ, ତାହା ଭାବିବା ଭୁଲ । ବରଂ କରୋନା ବିରୋଧୀ ଲଢେ଼ଇ ଏମିତି ଜାରି ରହିବ । ସଂକ୍ରମଣକୁ ରୋକିବା ପାଇଁ ଟୀକା ଯଥେଷ୍ଟ ହେବନାହିଁ । କରୋନା ସଂକ୍ରମଣକୁ ମାତ୍‌ ଦେବା ପାଇଁ
Read More...

ଡୋନାଲ୍ଡ ଟ୍ରମ୍ପ ଇରାନର ଆଣବିକ ଠିକଣାକୁ ଧ୍ୱଂସ କରିବାକୁ ଚାହୁଁଥିଲେ

ୱାଶିଂଟନ୍‌ : ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଆଣବିକ ଠିକଣା ଉପରେ ଆକ୍ରମଣ କରିବାକୁ ଚାହୁଁଥିଲେ । ଇରାନର ମୁଖ୍ୟ ଆଣବିକ କେନ୍ଦ୍ରକୁ ଟ୍ରମ୍ପ ଟାର୍ଗେଟ କରିଥିଲା । ତେବେ ଉପରାଷ୍ଟ୍ରପତି ମାଇକ ପେନ୍ସ, ପ୍ରତିରକ୍ଷା ମନ୍ତ୍ରୀ ଖ୍ରୀଷ୍ଟୋଫର ମିଲର ଏବଂ ଯୁଗ୍ମ ଷ୍ଟାଫ୍‌ ମାର୍କ
Read More...

ବାଘଛାଲ ଜବତ, ୧ ଗିରଫ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : କ୍ରାଇମ୍‌ବ୍ରାଂଚ ଏସ୍‌ଟିଏଫ୍‌ ଟିମ୍‌ ଦ୍ୱାରା ଭୁବନେଶ୍ୱରରୁ ବାଘଛାଲ ଜବତ ହୋଇଥିବା ବେଳେ ଜଣେ ଗିରଫ ହୋଇଥିବା ଜଣାପଡ଼ିଛି । ଗିରଫ ଅଭିଯୁକ୍ତ ଜଣକ ମୟୁରଭଞ୍ଜ ଜିଲ୍ଲାର ପ୍ରଶାନ୍ତ ନାଏକ ବୋଲି କୁହାଯାଇଛି । ପ୍ରାପ୍ତ ସୂଚନା ଅନୁସାରେ ରାଜଧାନୀରେ ବାଘ ଛାଲ
Read More...

ଜଳ ଯୋଗାଣ ବନ୍ଦ ନେଇ ଜଲପାଙ୍କେଲ ଗ୍ରାମବାସୀ ଥାନାର ଦ୍ୱାରସ୍ଥ

ଖପ୍ରାଖୋଲ, (କୃଷ୍ଣା ସେଠୀ) : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ମାଲପଡା ପଞ୍ଚାୟତ ଅନ୍ତର୍ଗତ ଜଳପାଙ୍କେଲ୍ ଗ୍ରାମରେ କାର୍ୟ୍ୟକ୍ଷମ ଥିବା ଜଳ ଯୋଗାଣ ପ୍ରକଳ୍ପକୁ ଗାଁର ସତ୍ୟ ମେହେର ଜୋର୍‌ ଜବରଦସ୍ତ ବନ୍ଦ କରିଥିବା ହେତୁ ଗ୍ରାମବାସୀ ଲାଠୋର ଥାନାର ଦ୍ବାରସ୍ଥ ହୋଇଛନ୍ତି । ସୂଚନା ଅନୁସାରେ
Read More...

ତରଭା ତହସିଲଦାର ଲାଂଚ ନେବା ବେଳେ ଭିଜିଲାନ୍ସ ଦ୍ୱାରା ଗିରଫ

ସୁବର୍ଣ୍ଣପୁର, ( ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ତରଭା ତହସିଲର ତହସିଲଦାର ସୁବ୍ରତ କୁମାର ବେହେରା ୨୦ ହଜାର ଟଙ୍କା ଲାଂଚ ନେଇ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ତରଭା ସହରର କାହ୍ନୁଚରଣ ଦାଶଙ୍କ ଠାରୁ ନିଜ ସରକାରୀ ବାସଭବନରେ ନଗଦ ୨୦ ହଜାର ଲାଂଚ ଅର୍ଥ ନେଉଥିବା ସମୟରେ
Read More...

ଉଲ୍‌ଟିଗଲା ବସ୍‌ : ୨ ଜନ୍‌କର୍‌ ଜୀବନ୍‌ ଗଲା, ୧୭ ଜନ୍‌ ଖଁଡ଼ିଆ ଡଁଡ଼ିଆ

ରାୟଗଡ଼ା, (କେପିଏନ୍‌ଏସ୍‌) : ମୁନିଗୁଡ଼ା ଗୁମ୍ଭାରଢ଼ାମୁଣି ପାଖେ ଉଲ୍‌ଟି ଯାଇଛେ ଗୁଟେ ଯାତ୍ରୀବାହୀ ବସ୍‌ । ଡାଏଭର୍‌ ସାଙ୍ଗେ ୨ ଜନ୍‌କର୍‌ ଜୀବନ ଯାଇଥିବାର ଖବର୍‌ ମିଲିଛେ । ଇଥି ୧୭ ଜନ୍‌ ଯାତ୍ରୀ ଖଁଡିଆ ଡଁଡ଼ିଆ ହେଇ ପାଖର ଡାକ୍ତରଖାନା ଥି ଚିକିତ୍ସିତ ହଉଥିବାର ସୂଚନା ମିଲିଛେ ।
Read More...