ଉଲ୍‌ଟିଗଲା ବସ୍‌ : ୨ ଜନ୍‌କର୍‌ ଜୀବନ୍‌ ଗଲା, ୧୭ ଜନ୍‌ ଖଁଡ଼ିଆ ଡଁଡ଼ିଆ

ରାୟଗଡ଼ା, (କେପିଏନ୍‌ଏସ୍‌) : ମୁନିଗୁଡ଼ା ଗୁମ୍ଭାରଢ଼ାମୁଣି ପାଖେ ଉଲ୍‌ଟି ଯାଇଛେ ଗୁଟେ ଯାତ୍ରୀବାହୀ ବସ୍‌ । ଡାଏଭର୍‌ ସାଙ୍ଗେ ୨ ଜନ୍‌କର୍‌ ଜୀବନ ଯାଇଥିବାର ଖବର୍‌ ମିଲିଛେ । ଇଥି ୧୭ ଜନ୍‌ ଯାତ୍ରୀ ଖଁଡିଆ ଡଁଡ଼ିଆ ହେଇ ପାଖର ଡାକ୍ତରଖାନା ଥି ଚିକିତ୍ସିତ ହଉଥିବାର ସୂଚନା ମିଲିଛେ । ମିଲିଥିବାର ତଥ୍ୟ ଅନୁସାରେ ଗଲା କାଲି ରାତି ବିଷମକଟକ ଥାନାର କୁମ୍ଭାରଢାମୁଣି ପାଖେ ମୁହୁଁଟେନ୍‌ ଠାନେ ବସ୍‌ ସମ୍ଭାଲି ନେଇଁ ପାରିକରି ରୋଡ୍‌ ତରାକେ ଉଲ୍‌ଟି ଯାଇଥିବାର ଦେଖ୍‌ବାର୍‌କେ ମିଲିଥିଲି । ଲକ୍ଷ୍ମୀପୁର ଠାନୁ ଭୁବନେଶ୍ୱରକେ ଇ ବସ୍‌ ଯଉଥିଲା । ବସ୍‌ ଥି ୪୦ ନୁ ୫୦ ଜନ୍‌ ଯାତ୍ରୀ ବସିଥିବାର ସୂଚନା ଥି କୁହାଯାଇଛେ । ଦୁର୍ଘଟନା ଠାନେ ଅଗ୍ନିଶମ ବାହିନୀ ଆର୍‌ ସେଠାନର୍‌ ଲୋକବାକ୍‌ ମିଶି କରି ଉଦ୍ଧାର କାମ୍‌ ଥି ଲାଗି ପଡ଼ିଥିବାର୍‌ ଦେଖା ଯାଇଥିଲା ।

Leave A Reply

Your email address will not be published.