Browsing Tag

raygada news

ପୋଖରୀରେ ବୁଡି ଦୁଇ ନାବାଳିକା ମୃତ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପୂଜାରୀଗୁଡା ପଞ୍ଚାୟତର ବଡନାୟକଗୁଡା ଗ୍ରାମରେ ଘଟିଛି ଏକ ଅଘଟଣ । ପୋଖରୀରେ ବୁଡି ଦୁଇ ନାବାଳିକା ମୃତ୍ୟୁବରଣ କରିଛନ୍ତି । ମୃତକ ଦୁଇ ନାବାଳିକା ହେଲେ ନିଲୁ କାଡ୍ରାକା ଓ କାମି ତିଆକା । ଜଣେ ସପ୍ତମ…
Read More...

ଲଗାଣ ବର୍ଷାରେ ରେଳ ଟ୍ରାକ୍‌ ଉପରେ ମାଟି ଅତଡ଼ା

ଲଗାଣ ବର୍ଷା ଯୋଗୁଁ ୨୯ ନଂ ତନେଲରେ ମାଟି ଖସିବାରୁ ଅଟକିଛି ହୀରଖଣ୍ଡ ଏକ୍ସପ୍ରେସ୍‌ । ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଲଗାଣ ବର୍ଷାରେ ରେଳ ଟ୍ରାକ୍‌ ଉପରେ ମାଟି ଅତଡ଼ା । ବାଧାପ୍ରାପ୍ତ ହୋଇଛି କେ-ଆର୍‌ ଲାଇନ୍‌ରେ ରେଳ ଚଳାଚଳ । କେଉଟଗୁଡ଼ା–ଶିକରପାଇ ରେଳଷ୍ଟେସନ ମଧ୍ୟରେ ଟନେଲ…
Read More...

ଜଣ୍ଡିସ ପାଇଁ ହଷ୍ଟେଲ ଛାଡିଲେ ଛାତ୍ରୀ

ରାୟଗଡା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ଜିଲ୍ଲାର ରୋବାଡି ବାଳିକା ଉଚ୍ଚ ବିଦ୍ୟାଳୟରେ ଜଣ୍ଡିସ୍ ଆତଙ୍କରେ ଆତଙ୍କିତ ହୋଇଛନ୍ତି ଛାତ୍ରୀ । ଫଳରେ ଭୟରେ ଅଭିଭାବକ ମାନେ ନିଜ ପିଲାଙ୍କୁ ଘରକୁ ନେଇଯାଉଛନ୍ତି । ବର୍ତ୍ତମାନ ସୁଦ୍ଧା ପ୍ରାୟ ୨୦୨ ଜଣ ଛାତ୍ରୀ ହଷ୍ଟେଲ ଛାଡିଛନ୍ତି । ୨୦ରୁ…
Read More...

ରାୟଗଡ଼ାରେ ଦନ୍ତାହାତୀର ତାଣ୍ଡବ : ଘରେ ପଶି ଖାଇଲା ଭାତ, ନଷ୍ଟ କଲା ସପୁରୀ ଚାଷ

ରାୟଗଡା, (ଅକ୍ଷୟ କୁମାର ପିଡିଶିକା) : ଦନ୍ତାହାତୀର ଦାଉ ଘରେ ପଶି ଖାଇଲା ଭାତ, ନଷ୍ଟ କଲା ସପୁରୀ ଚାଷ । ରାତିରେ ଗାଁ ଭିତରକୁ ପଶିଲା ଦନ୍ତାହାତୀ । ଘରର କାନ୍ଥ ଭାଙ୍ଗି ଶୁଣ୍ଡ ପୁରାଇ ଖାଇଗଲା ଭାତ, ଡାଲି ଆଉ ତରକାରୀ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା…
Read More...

ରାୟଗଡ଼ା ଜିଲ୍ଲାର ରାଗିଙ୍ଗ ଘଟଣା ମନରୁ ନ ଲିଭୁଣୁ ପୁଣି ସାମ୍ନାକୁ ଆସିଛି ଆବାସିକ ବିଦ୍ୟାଳୟରେ ରାଗିଙ୍ଗ, ଭିଡିଓ…

ରାୟଗଡ଼ା, (ଅକ୍ଷୟ କୁମାର ପିଡିଶିକା) : ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ରିଭଲକଣା ଉଚ୍ଚ ବିଦ୍ୟାଳୟର ଲୋମହର୍ଷଣକାରି ରାଗିଙ୍ଗ ଘଟଣା ମନରୁ ନ ଲିଭୁଣୁ ପୁଣି ସାମ୍ନାକୁ ଆସିଛି ଆବାସିକ ବିଦ୍ୟାଳୟରେ ରାଗିଙ୍ଗ ଘଟଣା । ଏନେଇ ପୁଣି ଏକ ଭିଡିଓ ଭାଇରଲ ହେଉଥିବା ଦେଖିବାକୁ ମିଳିଛି । ମିଳିଥିବା…
Read More...

ରିଭଲକୋଣା ବିଦ୍ୟାଳୟରେ ଛାତ୍ର ମାଡମରା ଘଟଣାର ଅନୁଧ୍ୟାନ କଲେ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା

ସବୁ ହଷ୍ଟେଲରେ ନିଯୁକ୍ତ ହେବେ କାଉନସେଲର, ଉନ୍ନତ ହେବ ଅଙ୍ଗନୱାଡ଼ି ଭିତ୍ତିଭୂମି ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : କୋଲନରା ବ୍ଲକ ଅନ୍ତର୍ଗତ ରିଭଲକଣା ସରକାରୀ ଏସ୍‌ଏସ୍‌ଡି ହାଇସ୍କୁଲରେ ଘଟିଥିବା ଅଭାବନୀୟ ଛାତ୍ର ମାଡମରା ଘଟଣାର ଆଜି ଅନୁଧ୍ୟାନ କରିଛନ୍ତି ରାଜ୍ୟ ଶିଶୁ ସୁରକ୍ଷା…
Read More...

ଗାଁ ଭିତରକୁ ପଶିଲା ୬ କେଜିର ବଜ୍ରକାପ୍ତା : ଦୁଇ ଘଣ୍ଟାର ଉଦ୍ୟମ ପରେ ଉଦ୍ଧାର

ରାୟଗଡ଼ା, (ଅକ୍ଷୟ କୁମାର ପିଡିସିକା) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍‌ ଧାମୁଣିପଙ୍ଗା ପଞ୍ଚାୟତର ଡମନିମା ଗାଁରେ ଦେଖିବାକୁ ମିଳିଛି ଏକ ବିରଳ ଦୃଶ୍ୟ । ଗାଁ ଭିତରେ ପଶିଥିଲା ପ୍ରାୟ ୬ କେଜି ଓଜନର ଏକ ବଜ୍ରକାପ୍ତା । ଦୁର୍ଲଭ ଜଙ୍ଗଲୀ ଜୀବକୁ ଦେଖି ଚକିତ ହୋଇପଡ଼ିଥିଲେ ଗ୍ରାମବାସୀ…
Read More...

ହାଣ୍ଡିଏ ପାଣି ପାଇଁ ରାଜପଥ ଅବରୋଧ : ଜିଲ୍ଲାପାଳଙ୍କୁ ଗୁହାରି କଲେ ଗ୍ରାମବାସୀ

ରାୟଗଡା, (ଅକ୍ଷୟ କୁମାର ପିଡିସିକା) : ପାଣି ପାଇଁ ଦୀର୍ଘଦିନର ଯନ୍ତ୍ରଣା । ଶେଷରେ ରାଜରାସ୍ତାକୁ ଓହ୍ଲାଇଲେ ଗ୍ରାମବାସୀ । ମେଗା ପାନୀୟଜଳ ପ୍ରକଳ୍ପ ନିକଟରେ ଥାଇ ମଧ୍ୟ ହାଣ୍ଡିଏ ପିଇବା ପାଣି ପାଇଁ ଲୋକଙ୍କୁ ହିନସ୍ତା ହେବାକୁ ପଡୁଛି । ଏଭଳି ଅଭାବନୀୟ ସ୍ଥିତି ଦେଖିବାକୁ ମିଳିଛି…
Read More...

ବାଲି ଚୋରା ଚାଲାଣର ଭିଡିଓ ଭାଇରାଲ, ବାଲି ମାଫିଆମାନେ ବଜେପି ନେତା ସହ ହଟହଟା

ଖଣି ବିଭାଗ ବାଲି ମାଫିଆ ମଧୁଚନ୍ଦ୍ରିକା ରାୟଗଡା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ତହସିଲ ଅଞ୍ଚଳରେ ବାଲି ଟେଣ୍ଡର ଶେଷ ହୋଇଛି। ସରକାରୀ ଟେଣ୍ଡର ବ୍ୟବସ୍ଥା ହେଉନି ବୋଲି ବାଲି ମାଫିଆ ମାନେ ଖଣି ବିଭାଗ ସହ ହାତ ମିଶାଇ ମାଡି ଚାଲିଛନ୍ତି । କେତେ ବେଳେ…
Read More...

ସୁନା ଅଳଙ୍କାରକୁ ତରଳେଇ ଗୋଲ୍ଡ ଲୋନ କମ୍ପାନୀରୁ ନେଉଥିଲେ ଲୋନ୍ : ବନ୍ଧା ହୋଇ ଜେଲ୍ ଗଲେ ୧୨ଜଣ ଲୁଟେରା

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ପୁଲିସକୁ ମିଳିଛି ବଡ ଧରଣର ସଫଳତା । ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ପୁଲିସ ୧୨ଜଣ ଲୁଟେରାଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ପୁଲିସ ୩ଟି ଦାମି କାର ସହ ୨୩୦ ଗ୍ରାମ ସୁନା ଅଳଙ୍କାର ଓ ୫୮୧ ଗ୍ରାମ ରୂପା ଜବତ,୧୨ଟି ମୋବାଇଲ ଫୋନ, ବୁଲେଟ୍…
Read More...