Browsing Tag

raygada news

ଚାଷ ଜମିକୁ ନେଇ ଭାଇ ଭାଇ ମଧ୍ୟରେ ବିବାଦ : ଭାଉଜ ଗୁରୁତର, ଦିଅର ପରିବାର ବିରୋଧରେ ଅଭିଯୋଗ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହ ପୁର ବ୍ଲକ ଧାମୁଣି ପଙ୍ଗା ପଞ୍ଚାୟତ ଅନ୍ତର୍ଗତ କତାଗୁଡ଼ା ଗ୍ରାମରେ ଚାଷ ଜମିକୁ କେନ୍ଦ୍ର କରି ଏକ ପରିବାର ମଧ୍ୟରେ ହିଂସାତ୍ମକ ଘଟଣା ଘଟିଛି । ଏହି ଘଟଣାରେ ଜଣେ ମହିଳା ଗୁରୁତର ଆହତ ହୋଇଥିବାବେଳେ ଦିଅର ଓ ତାଙ୍କ…
Read More...

ଜିଲ୍ଲା ସାମ୍ବାଦିକ ସଙ୍ଘ ରାୟଗଡାର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ରାୟଗଡା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ଜିଲ୍ଲା ସଦର ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ଜିଲ୍ଲା ସାମ୍ବାଦିକ ସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସାମ୍ବାଦିକ ସଙ୍ଘ ରାୟଗଡା ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ ସଂଘ ଦ୍ୱାରା ମନୋନୀତ ପରିଚାଳନା କମିଟିର ଜିଲ୍ଲା…
Read More...

ବିଶ୍ୱ ଆଦିବାସୀ ରଥର ଶୁଭାରମ୍ଭ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡ଼ା ଜିଲ୍ଲା ଆଦିବାସୀ ସମାଜ ତରଫରୁ ଆୟୋଜିତ ବିଶ୍ୱ ଆଦିବାସୀ ଦିବସ–୨୦୨୬ ଉପଲକ୍ଷେ ପ୍ରଚାର ରଥର ଶୁଭାରମ୍ଭ କରାଯାଇଛି । ରାୟଗଡ଼ା ଜିଲ୍ଲାର ଇଷ୍ଟଦେବୀ ମାଆ ମଝିଘରିଆଣୀଙ୍କ ମନ୍ଦିରରେ ଆଦିବାସୀ ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା କରାଯିବା ପରେ…
Read More...

ରାୟଗଡ଼ା ଜିଲ୍ଲାରେ ତିନି ଆଦିବାସୀ ପରିବାର ପୁଣି ନିଜ ପାରମ୍ପରିକ ଧର୍ମକୁ ଫେରିଲେ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର ସେରିଗୁମା ପଞ୍ଚାୟତ ଅନ୍ତର୍ଗତ କଣାଗାଁର ତିନିଟି ଆଦିବାସୀ ପରିବାର ପୁଣିଥରେ ନିଜ ପାରମ୍ପରିକ ଧର୍ମକୁ ଫେରିଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ସ୍ଥାନୀୟ ସୂଚନା ଅନୁସାରେ, ପ୍ରାୟ ୯…
Read More...

କଲ୍ୟାଣସିଂହପୁରରେ ଶ୍ରୀ ଜୀଉଙ୍କ ବାହୁଡା ଯାତ୍ରା

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : କଲ୍ୟାଣସିଂହପୁର ଠାରେ ଶ୍ରୀ ଜୀଉଙ୍କ ବାହୁଡ଼ା ଯାତ୍ରା ମହା ଆଡମ୍ବରରେ ହୋଇଯାଇଛି । ଖରା ହୋଇଥିବାରୁ ମହାଆଡମ୍ବରରେ ଶ୍ରୀ ଜୀଉଙ୍କ ରଥ ଶ୍ରୀ ମନ୍ଦିର ନିକଟରେ ଲାଗିଛି । ଶ୍ରୀଜୀଉଙ୍କୁ ଶ୍ରୀମନ୍ଦିରରେ ପ୍ରବେଶ କରାଯିବ ବୋଲି ମନ୍ଦିରର…
Read More...

ଘରେ କେହି ନ ଥିବା ଦେଖି ସୁନା ରୂପା ଗହଣା ସହ ୨ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ରାୟଗଡା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର ସୁନାଖଣ୍ଡି ପଞ୍ଚାୟତ ଅନ୍ତର୍ଗତ ଆଲଜିନ୍ ଗୁଡ଼ା ଛକ, ଶିବ ମନ୍ଦିର ସାହିରେ ଏକ ବଡ଼ ଧରଣର ଚୋରି ଘଟଣା ଘଟିଛି । ଘରେ କେହି ନଥିବା ସୁଯୋଗ ନେଇ ଦୁର୍ବୃତ୍ତମାନେ ଘରେ ପଶି ସୁନା ଗହଣା, ନଗଦ ଟଙ୍କା ସହ ଅନ୍ୟାନ୍ୟ…
Read More...

ବିଲ୍ ପାସ୍ ପାଇଁ ନେଉଥିଲେ ଲାଞ୍ଚ : ଅବସରର ୭ ଦିନ ପୂର୍ବରୁ ଭିଜିଲାନ୍ସ ଜାଲରେ ରାୟଗଡ଼ା ଆରଡବ୍ଲ୍ୟୁଡି ନିର୍ବାହୀ…

ରାୟଗଡ଼ା, (ଅକ୍ଷୟ କୁମାର ପିଡିସିକା) : ଆସନ୍ତା ଜୁନ୍ ୩୦ ତାରିଖରେ ଚାକିରିରୁ ଅବସର ନେଇଥାଆନ୍ତେ । ହେଲେ ତା’ର ଠିକ୍ ୭ ଦିନ ପୂର୍ବରୁ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଜଣେ ସରକାରୀ ବାବୁ । ସେ ହେଉଛନ୍ତି ରାୟଗଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ (ଆରଡବ୍ଲ୍ୟୁଡି -୧) ର ନିର୍ବାହୀ…
Read More...

ପିଲା ଚୋର ସନ୍ଦେହରେ ଆକ୍ରମଣ

ରାୟଗଡାରେ ଚର୍ଚ୍ଚାର ବିଷୟ ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଥିବା ଏକ ଅଭାବନୀୟ ଘଟଣା ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ପିଲା ଚୋର ସନ୍ଦେହରେ ସ୍କୁଟିରେ ଯାଉଥିବା ଜଣେ ଯୁବତୀ ଓ ଯୁବକଙ୍କୁ ସ୍ଥାନୀୟ ଲୋକେ ଅଟକାଇ…
Read More...

ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଯୁବକ ମୃତ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଆବାସ ଘର ଛାତ ଉପରେ ରଡ଼ କାମ କରୁଥିବା ବେଳେ ହାତରେ ଧରିଥିବା ଲୁହା ରଡ଼ ହଟାତ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ମିସ୍ତ୍ରୀଙ୍କ ମୃତ୍ୟୁ ଘଟିଥିବା ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ମୃତକ ହେଲେ ଲକ୍ଷ୍ମଣ ମାଝୀ(୩୦) ବୋଲି ଜଣାପଡ଼ିଛି । ଏହି ଅଘଟଣ…
Read More...

ସାଇପ୍ରିୟା ନଗରରେ ମାଆ ମଝିଘରିଆଣୀଙ୍କ ଘଣ୍ଟ ପର୍ବରେ ପ୍ରବଳ ଭିଡ଼

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ସହରର ସାଇପ୍ରିୟା ନଗରରେ ଆୟୋଜିତ ମାଆ ମଝିଘରିଆଣୀଙ୍କ ଘଣ୍ଟ ପର୍ବରେ ଶେଷଦିନରେ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ଜିଲ୍ଲାର ବିଭିନ୍ନ ସ୍ଥାନ ସହ ରାଜ୍ୟବାହାରୁ ମଧ୍ୟ ଭକ୍ତମାନେ ମାଆଙ୍କ ଦର୍ଶନ ପାଇଁ ଏଠାକୁ ଆସିଥିଲେ । ଦୀର୍ଘ…
Read More...