Yearly Archives

2020

ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷାଙ୍କ ପଦ୍ମପୁର ଗ‌ସ୍ତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ଆଜି ମଙ୍ଗଳବାର ଦିନିକିଆ ପଦ୍ମପୁର ଗ‌ସ୍ତରେ ଆସି ପାଇକମାଲ ସ୍ଥିତ କସ୍ତୁରିବା ଗାନ୍ଧୀ ମାତୃ ନିକେତନ ପରିଦର୍ଶନରେ ଯାଇ ଅନ୍ତେବାସୀମାନଙ୍କ ସହିତ ସେମାନଙ୍କ ସୁବିଧା ଅସୁବିଧା ସଂପର୍କରେ
Read More...

ସାଧାରଣ ଭକ୍ତଙ୍କ ପାଇଁ ଡିସେମ୍ବରରେ ଖୋଲିପାରେ ଶ୍ରୀମନ୍ଦିର

ପୁରୀ : ଶ୍ରୀମନ୍ଦିର କରୋନା କଟକଣା ଯୋଗୁଁ ସାଧାରଣ ଭ‌କ୍ତ‌ଙ୍କ ପାଇଁ ବନ୍ଦ ରହିଥିବା ବେଳେ ଭକ୍ତ‌ଙ୍କ ମନରେ ଉଦାସୀନତା ଲାଗି ରହିଛି । ଶ୍ରୀମନ୍ଦିର ଖୋଲିବା ନେଇ ଜଗନ୍ନାଥ ପ୍ରେମୀ ଚାହିଁ ରହିଛ‌ନ୍ତି । ଏତିକି ବେଳେ ଆଜି ଏକ ଖବର ଜଗନ୍ନାଥ ପ୍ରେମୀଙ୍କ ଆଶ୍ୱ‌ସ୍ତ କରିଛି । ସୂଚନା ଅନୁସାରେ
Read More...

ଆମେରିକୀୟ ବିଶ୍ୱବିଦ୍ୟାଳୟରେ ଜୈନ ଧର୍ମ ପାଠ ପଢ଼ାଯିବ, ଚେୟାର ପ୍ରତିଷ୍ଠା

ୱାଶିଂଟନ୍ : ଆମେରିକାର କାଲିଫର୍ନିଆ ୟୁନିଭରସିଟି ତିନି ଜଣ ଭାରତୀୟ-ଆମେରିକୀୟ ଦମ୍ପତିଙ୍କଠାରୁ ଏକ ମିଲିୟନ ଡଲାର ଦାନ ପାଇବା ପରେ ବିଶ୍ୱବିଦ୍ୟାଳୟରେ ଜୈନ ଅଧ୍ୟୟନର ଏକ ବେଞ୍ଚ ପ୍ରତିଷ୍ଠା କରିଛନ୍ତି । ଜୈନ ଧର୍ମ ଉପରେ ସ୍ନାତକୋତ୍ତର ପାଠ୍ୟକ୍ରମଗୁଡ଼ିକ ସାନ୍ତା ବାର୍ବାରାର କାଲିଫର୍ନିଆର
Read More...

ନାଚିନ୍ଦା ମଙ୍ଗଳ ଚଣ୍ଡୀ ମନ୍ଦିରରୁ ଅଳଙ୍କାର ଚୋରି

ଭୋଗରାଇ, (ଶିବନାରାୟଣ ପାତ୍ର) : ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ନାଚିନ୍ଦା ଗ୍ରାମ ପଞ୍ଚାୟତ ଅଧୀନସ୍ଥ ନାଚିନ୍ଦା ଗ୍ରାମରେ ସୋମବାର ରାତିରେ ମଙ୍ଗଳ ଚଣ୍ଡୀ ମନ୍ଦିରରୁ ବହୁ ମୂଲ୍ୟର ଗହଣା ଅଳଙ୍କାର ଦୁର୍ବୁତ୍ତ ମାନେ ଚୋରି କରି ନେଇଛନ୍ତି । ମଙ୍ଗଳବାର ସକାଳ ୯ ଘଟିକା ସମୟରେ ଉକ୍ତ ମନ୍ଦିରର
Read More...

କିଡନି ରୋଗୀଙ୍କ ସହାୟତା ପାଇଁ ଗୁହାରି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ପଦ୍ମପୁର ବ୍ଲକ ବରିହାପାଲି ପଞ୍ଚାୟତ ବରିହାପାଲି ଗ୍ରାମର ସମାରୁ ତାଣ୍ତି ଜଣେ କିଡନୀ ରୋଗୀ । ସେ ଜଣେ ଅତ୍ୟନ୍ତ ଗରିବ ଖଟିଖିଆ ଶ୍ରେଣୀ ତଥା ଭୂମୀହୀନ ବ୍ୟକ୍ତି ଅଟନ୍ତି । କିଡନୀ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସା ପାଇଁ ବିଭିନ୍ନ
Read More...

ଶ୍ରୀ ସତ୍ୟସାଇ ବାବାଙ୍କ ଜନ୍ମଦିନ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଅନ୍ତର୍ଗତ ଛିନ୍ଦେଇକେଲା ଭଜନ ମଣ୍ଡଳୀ ଠାରେ ଶ୍ରୀ ସତ୍ୟସାଇ ବାବାଙ୍କ ୯୫ତମ ଜନ୍ମଦିନ ପାଳିତ ହୋଇଯାଇଛି । ଆବାହକ ସନ୍ତୋଷ କୁମାର ପାଢୀଙ୍କ ନେତୃତ୍ବରେ ଅନୁଷ୍ଠିତ କାର୍ୟ୍ୟକ୍ରମରେ ୯୫ ଗୋଟି ପ୍ରଦୀପ ପ୍ରଜ୍ଜଳିତ କରାଯାଇ ଜନ୍ମ ଲଗ୍ନ ଘୋଷଣା
Read More...

କେନ୍ଦ୍ର ସମବାୟ ବ୍ୟାଙ୍କର ମହିଳା କର୍ମଚାରୀଙ୍କଠୁ ଲୁଟି ନେଲେ ୫ ଲକ୍ଷ ଟଙ୍କା

କେନ୍ଦୁଝର, (କେପିଏନ୍‌ଏସ୍‌) : କେନ୍ଦ୍ର ସମବାୟ ବ୍ୟାଙ୍କର ମହିଳା କର୍ମଚାରୀଙ୍କଠୁ ଲୁଟି ନେଲେ ଲୁଟେରାମାନେ ୫ ଲକ୍ଷ ଟଙ୍କା ବୋଲି ଖବର ମିଳିଛି । ସୂଚନା ଅନୁସାରେ ଜିଲ୍ଲାର ପାଟଣା ବ୍ଲକ ଅନ୍ତର୍ଗତ ତରୁମୁଙ୍ଗାରେ ଥିବା କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କର ଆକାଉଣ୍ଟଟାଣ୍ଟ ଅନ୍ନପୂର୍ଣ୍ଣା
Read More...

ସୁରେଶ ରାଇନା ୩୪ଟି ସ୍କୁଲରେ ପାନୀୟ ଜଳ ବ୍ୟବସ୍ଥା କରିବେ

ଜମ୍ମୁ କାଶ୍ମୀର : ଅସହାୟଙ୍କୁ ସାହାଯ୍ୟ କରିବାକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ପୂର୍ବତନ ଭାରତୀୟ କ୍ରିକେଟର୍‌ ସୁରେଶ ରାଇନା । ସୁରେଶ ରାଇନ ପୁଣି ଏବେ ଏକ ନୂଆ ଯୋଜନା ହାତକୁ ନେଇଛନ୍ତି । ଉତ୍ତର ପ୍ରଦେଶ, ଜମ୍ମୁ ଏବଂ ନ୍ୟାସନାଲ କ୍ୟାପିଟାଲ ରିଜିଅନ(ଏନ୍‌ସିଆର)ରେ ଥିବା ୩୪ଟି
Read More...

୧୦ ହଜାର ଟଙ୍କା ଲାଂଚ ନେବା ବେଳେ ଧରା ପଡି ନିଲମ୍ବିତ ହେଲେ ଫରେଷ୍ଟର

ସୁନ୍ଦରଗଡ଼, (କେପିଏନ୍‌ଏସ୍‌) : ୧୦ ହଜାର ଟଙ୍କା ଲାଂଚ ନେବା ବେଳେ ଧରା ପଡି ଫରେଷ୍ଟର ନିଳମ୍ବିତ ହୋଇଥିବା ଖବର ମିଳିଛି । ସୂଚନା ଅନୁସାରେ ସୁନ୍ଦରଗଡ ଜିଲ୍ଲା ବାଙ୍କୀ ଅଚଂଳର ଫରେଷ୍ଟର ବିଜୟ କୁମାର କୋଠି ଗୋଟିଏ ଗାଡିକୁ ରିଲିଜ କରିବା ପାଇଁ ଗତ ୧୯ ତାରିଖରେ ୧୦ହଜାର ଟଙ୍କା ଳାଂଚ ନେଇ
Read More...

କଂଟାବାଂଜି ସହରାଂଚଳରେ ଚୋରୀ ରାହାଜାନୀ ବଢ଼ୁଛି, ପୋଲିସ ନିଷ୍କ୍ରିୟ : ବ୍ୟାଙ୍କ ପରିସରରୁ ଝାଂପି ନେଲେ ୭ ଲକ୍ଷ ୩୮…

କଂଟାବାଂଜି, (ମନିଶ କୁମାର ହଂସ) : କଂଟାବାଂଜି ସହରର ମୁଖ୍ୟ ପେଣ୍ଠସ୍ଥଳିରେ ଥିବା ଆନ୍ଧ୍ରା ବ୍ୟାଙ୍କ ଶାଖା ପରିସରରୁ ଦୁଇ ଜଣଙ୍କଠାରୁ ୭ ଲକ୍ଷ ୩୮ ହଜାର ଟଙ୍କା ମଂଗଲବାର ଦ୍ୱିପ୍ରହରରେ ଝାମ୍ପିନେଲେ ଦୁବୃର୍ତ୍ତ । ମିଳିଥିବା ସୂଚନାରୁ ଜଣାଯାଏ ଯେ ବେଲପଡା ଥାନା ମଧ୍ୟପୁର ଗାଁର ରାଜାରାମ
Read More...