ଲୋକେ ଆଶ୍ୱସ୍ତ, ଖସୁଛି କରୋନା ସଂକ୍ରମଣ : ବଲାଙ୍ଗିର ଜିଲ୍ଲାରେ ଆଜି ଆକ୍ରାନ୍ତଙ୍କ ସଂଖ୍ୟା ୧୬
ବଲାଙ୍ଗିର, (କେପିଏନ୍ଏସ୍) : ଖସୁଛି କରୋନା ସଂକ୍ରମଣଙ୍କ ସଂଖ୍ୟା । ଲୋକେ ଆଶ୍ୱସ୍ତ ହେଉଛନ୍ତି ଧୀରେ ଧୀରେ । ଆଜି ବଲାଙ୍ଗିର ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ମାତ୍ର ୧୬ ରହିଛି । ବଲାଙ୍ଗିର ମ୍ୟୁନିସିପାଲିଟି ଅଂଚଳରୁ ୱାର୍ଡ ନଂ.୧ରୁ ଜଣେ ମାତ୍ର ଆକ୍ରାନ୍ତ ହୋଇଛନ୍ତି ।!-->…
Read More...
Read More...