Daily Archives

କବିତା : ବାୟା ଚଢେ଼ଇ

ଉଡ଼ିବ ଉଡ଼ିବ ବୋଲିଡେଣା ଫଡ଼୍-ଫଡେ଼ଇଲାଣିବାୟା ଚଢେ଼ଇଉଡ଼ିବ… ଏଥର ଉଡ଼ିଯିବ! ଝାଟିମାଟି ଚାଳଘର ମୋରବଡ଼ ଶାନ୍ତ ପରିବେଶଶୀତଳ ପବନ ଝର୍କା ବାଟେ ଆସୁଥିଲାନାକପୁଡ଼ାରେ ଯେତିକି ଧରିବମୁଁ ଶୋଷି ନେଉଥିଲିଆଲୁଅ ଅନ୍ଧାର ସାଂଗରେସମୟ ବିତୁଥିଲା ମୋର । କୋଉଠୁ କେଜାଣି ଡେଣା ମେଲେଇଉଡ଼ି…
Read More...

୩ ପ୍ରତିଶତ ବୃଦ୍ଧି ପାଇଲା ବିମାନ ଇନ୍ଧନ ଦର

ନୂଆଦିଲ୍ଳୀ : ବିମାନ ଇନ୍ଧନ (ଏଟିଏଫ୍) ଦରରେ ୩ ପ୍ରତିଶତ ବୃଦ୍ଧି କରିଛନ୍ତି ସରକାରୀ ତେଲ କମ୍ପାନୀଗୁଡିକ । କିଲୋମିଟର ପିଛା ୧୩୦୪ ଟଙ୍କା ୧୫ ପଇସା ବୃଦ୍ଧି ପାଇ ୪୩୯୩୨ ଟଙ୍କା ୫୩ ପଇସା ହୋଇଛି । ପ୍ରତିମାସରେ ତେଲ କମ୍ପାନୀ ଗୁଡିକ ୧ ତାରିଖ ଓ ୧୬ ତାରିଖରେ ତୈଳ ଦର ବଢିବ କି କମିବ ତାହାର…
Read More...

ଭାରତରେ ବ୍ୟାବସାୟିକ କୋଇଲା ଉତ୍ତୋଳନ ପାଇଁ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ନିବେଶ

ନୂଆଦିଲ୍ଲୀ (ପିଆଇବି) : ଭାରତରେ ବ୍ୟାବସାୟିକ ଭିତ୍ତିରେ କୋଇଲା ଉତ୍ତୋଳନ ପାଇଁ କୋଇଲା ଖଣିଗୁଡିକର ଯେଉଁ ନିଲାମ ପ୍ରକ୍ରିୟା ଚାଲିଛି ସେହି କାର୍ୟ୍ୟଟି ଭାରତ ସରକାରଙ୍କ କୋଇଲା ମନ୍ତ୍ରଣାଳୟର ଏକ ମନୋନୀତ କର୍ତ୍ତୃପକ୍ଷଙ୍କ ଦ୍ୱାରା ଗତ ଜୁନ୍‌ ମାସରେ ଆରମ୍ଭ ହୋଇଥିଲା । ଏହାର ମୁଖ୍ୟ ଲକ୍ଷ୍ୟ…
Read More...

କରୋନା ଟିକାର ଦ୍ୱିତୀୟ ଓ ତୃତୀୟ ପର୍ୟ୍ୟାୟ ପରୀକ୍ଷା ପୁଣେର ସେରମ୍‌ ପ୍ରତିଷ୍ଠାନରେ କରିବାକୁ ଡିସିଜିଆଇର ଅନୁମତି

ନୂଆଦିଲ୍ଲୀ (ପିଆଇବି) : • ଭାରତର ମୃତ୍ୟୁହାର (ସିଏଫ୍‌ଆର) ୨.୧୧ ପ୍ରତିଶତକୁ ଖସିଲା• ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧୧.୮ ଲକ୍ଷରୁ ଅଧିକ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଓ ଅଷ୍ଟ୍ରାଜେନିକା କଂପାନୀର ମିଳିତ ଉଦ୍ୟମରେ ପ୍ରସ୍ତୁତ ହୋଇଥିବା କୋଭିଡ୍‌-୧୯ ଟିକା କୋଭିସିଲ୍‌ର ଦ୍ୱିତୀୟ ଓ ତୃତୀୟ…
Read More...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ମୃତ

ବୌଦ୍ଧ, (କେପିଏନ୍ଏସ୍) : ସଂପୃକ୍ତ ଜିଲ୍ଲାର ମନମୁଣ୍ଡା ଥାନା ଅନ୍ତର୍ଗତ ଗୋପାଲମାଲ ପେଟ୍ରୋଲ ପମ୍ପ ପାଖରେ ତାଳ ଗଛକୁ ଧକ୍କା ଦେଲା ବଲେରୋ । ଏଥିରେ ୨ ଜଣଙ୍କ ମୃତୁ୍ୟ ଘଟିଥିବା ବେଳେ ୩ ଜଣ ଗୁରୁତର ଥିବା ସୂଚନାରେ କୁହାଯାଇଛି । ସୂଚନାଯୋଗ୍ୟ ଯେ, ପଲ୍ସାଗୋରା ଗାଁର ଗୋଟିଏ ପରିବାରର…
Read More...

ଶ୍ରାବଣର ଶେଷ ସୋମବାର ଓ ରାକ୍ଷୀ ପୂର୍ଣ୍ଣିମା : ସବୁ ଫିକା ଫିକା

ଟିଟିଲାଗଡ ( ଗୌରବ ଦରଜୀ) : ଆଜି ହେଉଛି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ତା ସହ ଶ୍ରାବଣ ର ଶେଷ ସୋମବାର। ଏମିତି ସୁଯୋଗ ବହୁ ବର୍ଷ ପରେ ଆସିଥାଏ । ତେଣୁ ଆଜି ଟିଟିଲାଗଡ ଅଧିଷ୍ଠିତ ଦେବ ଦେବ ମହାଦେବଙ୍କୁ ସୁନ୍ଦର୍ ଭାବେ ସଜା ଯାଇଛି। କିନ୍ତୁ ଭଗଵାନ ଭକ୍ତଙ୍କ ବିନା ଶୋକାତୁର ହୋଇ ପଡିଛନ୍ତି ଓ…
Read More...

କାହାଣୀ ଏକ ଏଭଳି ଭଉଣୀର….ନା’ ମିଳିଥିଲା ସୁରକ୍ଷା ନା’ ମିଳିପାରିଲା ନ୍ୟାୟ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ରକ୍ଷାବନ୍ଧନ । ଦିନଟି ଭଉଣୀମାନଙ୍କ ପ୍ରତି ସ୍ନେହ, ଶ୍ରଦ୍ଧା ଓ ସୁରକ୍ଷାର ପ୍ରତୀକ । ଆଜିର ଦିନରେ ଏହି ଉତ୍ସବର ମାହୋଲ୍ ଦେଖିଲେ ମନେହୁଏ ଏ ସମାଜରେ ଭଉଣୀମାନେ ବେଶ୍ ସୁରକ୍ଷିତ । ଖୁବ୍ ଆଦୃତ ବି । ଯେଉଁ ଦେଶରେ ଏଭଳି ପବିତ୍ର ପରମ୍ପରା ରହିଛି, ସେଇଠି…
Read More...

ବଲାଙ୍ଗିର ଟାଉନ ପୁଲିସ ଦ୍ୱାରା ୪ ଲୁଟେରା ଗିରଫ୍

ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଆଦର୍ଶ ଟାଉନ ଥାନା ପୁଲିସ ଦ୍ୱାରା ୪ ଲୁଟେରା ଗିରଫ୍ ହୋଇଥିବା ସଂପୃକ୍ତ ଥାନା ପକ୍ଷରୁ ସୂଚନା ଦିଆଯାଇଛି । ଗତ ୩୧ ତାରିଖ ଦିନ ମଧ୍ୟାହ୍ନ ୧ଟା ୩୦ମି.ରେ ଘଟିଥିବା ଲୁଟ୍ ମାମଲାରେ ଗିରଫ୍ ଅଭିଯୁକ୍ତମାନେ ହେଲେ ବିଭୂତିପଡ଼ାର ରାକେଶ ଭୋଇ ଓ ଗୌତମ ସୁନା,…
Read More...

କଂଟାବାଂଜି ବିଜେପି ପକ୍ଷରୁ ଅମିତ ଶାହାଙ୍କ ଆରୋଗ୍ୟ କାମନା

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ବିଜେପି. ପକ୍ଷରୁ ଅମିତ ଶାହାଙ୍କ ଆଶୁ ଆରୋଗ୍ୟ କାମନା କରାଯାଇଛି । ଏହି ଅବସରରେ ସ୍ଥାନୀୟ ଶ୍ରୀଜଗନ୍ନାଥ ମନ୍ଦିରରେ ଦୀପ ପ୍ରଜ୍ୱଳନ କରି ପ୍ରାର୍ଥନା କରିଛନ୍ତି ଜିଲ୍ଲା ବିଜେପି. ସଭାପତି ଶିବାଜୀ ମହାନ୍ତି, ଉପ ସଭାପତି…
Read More...