Browsing Tag

titilagada news

ଟିଟିଲାଗଡ ଲାୟନ୍ସ କ୍ଲବ ତରଫରୁ ମହାରୁଦ୍ରାଭିଷେକ ଅନୁଷ୍ଠିତ : ପୂଜାରେ ବସିଲେ ୨୩ ଦମ୍ପତି

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଆଜି ହେଉଛି ପବିତ୍ର ଶ୍ରାବଣ ମାସର ଶେଷ ସୋମବାର । ଏହି ପୁଣ୍ୟ ମାସରେ ଟିଟିଲାଗଡ ଲାୟନ୍ସ କ୍ଲବର ସଦସ୍ୟମାନେ ପ୍ରଭୁ ଶିବଙ୍କ ଆରାଧନା କରିବା ସହ କ୍ଲବ୍ ସଭାପତି ମନୀଷ ଗୁପ୍ତାଙ୍କ ନେତୃତ୍ୱରେ ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ୨୩ ଜଣ ଦମ୍ପତିଙ୍କୁ ନେଇ ଏକ…
Read More...

ସୁନା ଦୋକାନରୁ ଲକ୍ଷାଧିକ ଟଙ୍କାର ସୁନା ଓ ଟଙ୍କା ଲୁଟ୍

ସିନ୍ଧେକେଲା/ ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଥାନା ସିନ୍ଧେକେଲା ଗାଁର ସୁନା ଦୋକାନରୁ ଲୁଟ । କିଛି ଦୁର୍ବୃତ୍ତ ଘରକୁ ପଶି ଅସ୍ତ୍ରଶସ୍ତ୍ର ଦେଖାଇ ଦୋକାନରୁ ସୁନା ଗହଣା ଓ ଟଙ୍କା ସବୁ ଲୁଟ କରିଥିବା ଜଣାପଡ଼ିଛି । ଘରେ ପୁଅ ଓ ବୋହୁ ଚିକିତ୍ସା ପାଇଁ…
Read More...

ଶକ୍ତିଶ୍ରୀ ସଶକ୍ତିକରଣ କକ୍ଷ ପକ୍ଷରୁ ୬ ଦିନିଆ ଆତ୍ମରକ୍ଷା ପ୍ରଶିକ୍ଷଣ ଉଦ୍‌ଘାଟିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଡି.ଏ.ଭି. ସ୍ୱୟଂଶାସିତ ମହାବିଦ୍ୟାଳୟ, ଟିଟିଲାଗଡ଼ର ଶକ୍ତିଶ୍ରୀ ସଶକ୍ତିକରଣ କକ୍ଷ ପକ୍ଷରୁ ଛାତ୍ରୀମାନଙ୍କ ଆତ୍ମବିଶ୍ୱାସ, ସୁରକ୍ଷା ଓ ଆତ୍ମନିର୍ଭରଶୀଳତା ବୃଦ୍ଧି ଉଦ୍ଦେଶ୍ୟରେ ୬ ଦିନିଆ ଆତ୍ମରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଶୁଭାରମ୍ଭ ମଙ୍ଗଳବାର…
Read More...

ଟିଟିଲାଗଡରେ ଡିଜିଟାଲ ଲାଇବ୍ରେରୀ ଏବଂ ଡିଏଭି ମହାବିଦ୍ୟାଳୟରେ ପିଜି ପାଠ୍ୟକ୍ରମ ପାଇଁ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କୁ…

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ସହରରେ ୧୯୬୮ ମସିହାରେ ସ୍ଥାପିତ ହୋଇଥିଲା ଡିଏଭି ସ୍ଵୟଂଶାସିତ ମହାବିଦ୍ୟାଳୟ । ସ୍ଥାପନର ୫୭ ବର୍ଷ ପୁରିଥିଲେ ହେଁ ଅଦ୍ୟାବିଧି ଏହି ମହାବିଦ୍ୟାଳୟରେ ସମସ୍ତ ବିଭାଗରେ ପିଜି ପାଠ୍ୟକ୍ରମ ଆଜି ଯାଏଁ ଆରମ୍ଭ ହୋଇପାରିନାହିଁ । ବର୍ତ୍ତମାନ କେବଳ…
Read More...

ଶ୍ରାବଣ ମାସର ତୃତୀୟ ସୋମବାରରେ ଟିଟିଲାଗଡ ଧବଳେଶ୍ୱର ମନ୍ଦିରରେ ପ୍ରବଳ ଭିଡ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଆଜି ହେଉଛି ଶ୍ରାବଣ ମାସର ତୃତୀୟ ସୋମବାର। ତେବେ କାଲି ରାତିରୁ ବହୁ ମାତ୍ରାରେ ବୋଲ ବମ କାଉଡ଼ିଆ ମାନେ ଜଳାଭିଷେକ କରିବା ପାଇଁ ଦୂର ଦୂରାନ୍ତରୁ ଆସିଥିଲେ। ସେହିପରି ଟିଟିଲାଗଡ ସହର ତଥା ଆଖପାଖ ଅଞ୍ଚଳରୁ ମଧ୍ୟ ବହୁତ ଭକ୍ତ ପ୍ରଭୁ ଧବଳେଶ୍ୱରଙ୍କ ଦର୍ଶନ…
Read More...

ଟିଟିଲାଗଡ ଅଗ୍ରୱାଲ ସେବା ସମିତି ପକ୍ଷରୁ କାଉଡିଆଙ୍କୁ ରହିବା ବ୍ୟବସ୍ଥା ସହ ଅର୍ଣ୍ଣ ପ୍ରସାଦ ବଣ୍ଟନ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ପ୍ରତି ବର୍ଷ ଶ୍ରାବଣ ମାସରେ ହଜାର ହଜାର ସଂଖ୍ୟାରେ ବୋଲବମ୍‌ କାଉଡ଼ିଆମାନେ ଟିଟିଲାଗଡ ଧବଳେଶ୍ୱର ମନ୍ଦିରକୁ ଜଳ ଢାଳିବା ପାଇଁ ଟିଟିଲାଗଡକୁ ଆସିଥାନ୍ତି । ତେବେ ଏହି ସମୟରେ ସେମାନଙ୍କୁ ଦୀର୍ଘ ୨୯ ବର୍ଷ ଟିଟିଲାଗଡ ଅଗ୍ରୱାଲ ସେବା ସମିତି ପକ୍ଷରୁ ମହାବୀର…
Read More...

ସ୍ୱାଧୀନତା ଦିବସରେ ସମ୍ମାନିତ ହେଲା ଲାୟନ୍ସ କ୍ଲବ ଟିଟିଲାଗଡ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଲାୟନ୍ସ କ୍ଲବ ସଦାବେଳେ ସାମାଜିକ କାର୍ଯ୍ୟକ୍ରମ ହାତକୁ ନେଇଥାଏ। ତେବେ ବର୍ଷ ବର୍ଷ ଧରି ବିଭିନ୍ନ ସାହାଯ୍ୟ ସହଯୋଗ ବଢ଼ାଇବା ସହ ଯେଉଁଠି ଦରକାର ସେଠାରେ ସେବା କାର୍ଯ୍ୟକରିବା ସଦାବେଳେ ସାହାଯ୍ୟର ହାତ ବଢ଼ାଇଥାଏ । ତେବେ ସ୍ୱାଧୀନତା ଦିବସ ଆୟୋଜକ କମିଟି…
Read More...

ଟିଟିଲାଗଡ ଲାୟନ୍ସ ଓ ଲିଓ କ୍ଲବ୍ ତରଫରୁ “ଏକ ସାମ୍ ଦେଶ କେ ନାମ” କାର୍ଯ୍ୟକ୍ରମ ଅନୁଷ୍ଠିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ଲାୟନ୍ସ କ୍ଲବ ଓ ଲିଓ କ୍ଲବ୍ ପ୍ରତି ବର୍ଷ ଅଗଷ୍ଟ ମାସର ୧୫ ତାରିଖ ସନ୍ଧ୍ୟାରେ ଦୀର୍ଘ ଚାରି ବର୍ଷ ହେବ “ଏକ ସାମ୍ ଦେଶ କେ ନାମ” କାର୍ଯ୍ୟକ୍ରମ ଆୟୋଜନ କରିଥାନ୍ତି । ଚଳିତ ବର୍ଷ ମଧ୍ୟ ଅଗଷ୍ଟ ୧୫ ତାରିଖ ଶନିବାର ସନ୍ଧ୍ୟାରେ ସ୍ଥାନୀୟ ଗୋବିନ୍ଦ…
Read More...

ଟିଟିଲାଗଡ ଉପଖଣ୍ଡ ସ୍ତରୀୟ ୮୦ ତମ ସ୍ୱାଧୀନତା ଦିବସ ପାଳିତ : ପତାକା ଉତ୍ତୋଳନ କରି ଉଦ୍‌ବୋଧନ ଦେଲେ ଉପଜିଲ୍ଲାପାଳ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଆମଦେଶ ୮୦ ତମ ସ୍ୱାଧୀନତା ଦିବସ ପାଳନ କରୁଛି । ଏହି ପରିପ୍ରେକ୍ଷୀରେ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆ ଠାରେ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଭାରପ୍ରାପ୍ତ ଅଧିକାରୀ ତୁଷାର କାନ୍ତ ମହଲାଙ୍କ ନିର୍ଦ୍ଦେଶନାରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ…
Read More...

ଓମ୍ ଭ୍ୟାଲି ଶିକ୍ଷାନୁଷ୍ଠାନରେ ହସଉଲ୍ଲାସର ସହିତ ପାଳିତ ହେଲା ୮୦ ତମ ସ୍ଵାଧୀନତା ଦିବସ ସମାରୋହ

ଟିଟିଲାଗଡ଼ (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସହରର ବିଶିଷ୍ଟ ଶିକ୍ଷାବିତ୍ ତଥା ସମାଜସେବୀ, ଲାୟନ ଦୀପକ କୁମାର ସାହୁଙ୍କ ଦ୍ୱାରା ପ୍ରତିଷ୍ଠିତ ସିବିଏସ୍‌ଇ ଅନୁବନ୍ଧିତ ଓମ୍ ଭ୍ୟାଲି ଶିକ୍ଷାନୁଷ୍ଠାନରେ ସ୍ଵାଧୀନତା ଦିବସ ଅତ୍ୟନ୍ତ ଉତ୍ସାହ ଓ ଦେଶଭକ୍ତି ଭାବନା ସହିତ ପାଳନ ହୋଇଯାଇଛି । ଏହି…
Read More...
error: Content is protected !!