Browsing Tag

titilagada news

ଅଖିଳ ଭାରତୀୟ ମାରୱାଡ଼ି ସମ୍ମେଳନ ଓଡ଼ିଶା ପ୍ରଦେଶ ମହିଳା ସୃଜନ ଶାଖା ଟିଟିଲାଗଡ ପକ୍ଷରୁ ନେତ୍ର ଦାନ ସମ୍ବନ୍ଧିତ…

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ବୁଧବାର ଅପରାହ୍ନରେ ଟିଟିଲାଗଡ ମହେଶ୍ୱର ହିନ୍ଦି ହାଇସ୍କୁଲ ଠାରେ ଅଖିଳ ଭାରତୀୟ ମାରୱାଡ଼ି ସମ୍ମେଳନ ଓଡ଼ିଶା ପ୍ରଦେଶ ଟିଟିଲାଗଡ ମହିଳା ସୃଜନ ଶାଖା ପକ୍ଷରୁ ନେତ୍ର ଦାନ ସମ୍ବନ୍ଧିତ ଏକ ସଚେତନତା ସଭା ସ୍କୁଲର ପ୍ରିନ୍ସିପାଲ ଶ୍ରୀମତୀ ରୀନା ନନ୍ଦଙ୍କ…
Read More...

ଜିଲ୍ଲା ଏଥେଲେଟିକ୍ସ ଆସୋସିଏସନ ପକ୍ଷରୁ ଟିଟିଲାଗଡ଼ ଷ୍ଟାଡିୟମ୍ ଠାରେ ସିନିୟର୍ ଡିଷ୍ଟ୍ରିକ୍ଟ ନକ ଆଉଟ ଫୁଟବଲ…

ଗ୍ରୁପ ବି ଦ୍ୱିତୀୟ ଦିନରେ ନେହେରୁ ଯୁବକ ସଂଘ ଓ ରାଇଜିଂ ଷ୍ଟାର ବିଜୟୀ ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ଆଥଲେଟିକ୍‌ ଆସୋସିଏସନ୍ ପକ୍ଷରୁ ଆୟୋଜିତ ବଲାଙ୍ଗିର ଜିଲ୍ଲା ସିନିୟର୍ ଡିଷ୍ଟ୍ରିକ୍ଟ ନକ୍ ଆଉଟ ଫୁଟବଲ ପ୍ରତିଯୋଗିତାର ଦ୍ୱିତୀୟ ଦିନରେ ଦୁଇଟି ମ୍ୟାଚ ସ୍ଥାନୀୟ…
Read More...

ଟିଟିଲାଗଡ ବ୍ଲକ କାନିଜୁରୀ ଗ୍ରାମରେ ନାରୀ ଓ କନ୍ୟାଙ୍କ ସୁରକ୍ଷା ନେଇ ‘ହାର ସେଫ୍ଟି ମେଟରସ’ ଅଭିଯାନ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ବ୍ଲକର କାନିଜୁରୀ ଗ୍ରାମରେ ଏକ୍ସନ୍ ଏଡ ଲୋକ ବିକାଶ ଅଭିଯାନ ଓ ଜନ ଜାଗରଣ ଶ୍ରମିକ ୟୁନିଅନ ବଲାଙ୍ଗିରର ମିଳିତ ଭାବେ ହାର ସେଫ୍ଟି ମେଟରସ ଅଭିଯାନ ଆୟୋଜିତ ହୋଇଯାଇଛି । ଅଭିଯାନର ଉଦ୍ଦେଶ୍ୟ ଥିଲା ନାରୀ ଓ କନ୍ୟାଙ୍କ ସୁରକ୍ଷା, ସମାନ ଅଧିକାର,…
Read More...

ଟିଟିଲାଗଡ ପୌରପରିଷଦ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳିତ

ମୁଖ୍ୟ ଅତିଥି ଭାବେ ଯୋଗଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ପ୍ରତି ବର୍ଷ ଅଗଷ୍ଟ ୩୧ ତାରିଖ ଦିନ ସ୍ୱାୟତ୍ତ ଶାସନ ଦିବସ ରୂପେ ପାଳନ କରାଯାଏ । ଏହି ପରିପ୍ରେକ୍ଷୀରେ ଟିଟିଲାଗଡ ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ମମତା ଦେବୀ ଜୈନଙ୍କ…
Read More...

ଟିଟିଲାଗଡ ରେଳବାଇ ରନିଙ୍ଗ୍‌ ରୁମ୍‌ ନିକଟରେ ଚାଲି ଆସିଛି ଗୋଟିଏ ଛୁଆ ହାତୀ : ଘଉଡ଼ାଇବା ପାଇଁ ଚେଷ୍ଟା କରୁଛନ୍ତି ବନ…

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ସହରର ମାଲଗୋଦାମପଡ଼ା ନିକଟସ୍ଥ ରେଳବାଇ ରନିଙ୍ଗ ରୁମ୍‌ ନିକଟରେ ଗୋଟିଏ ଛୋଟ ହାତୀ ରେଳ ଲାଇନ କଡ଼ରେ ରହିଥିବା ଦେଖିବାକୁ ମିଳିଛି । ଟିଟିଲାଗଡ଼ ରେଳୱେ ରନିଙ୍ଗ ରୁମ୍‌, ରେଳୱେ ବିଭାଗ ସହାୟକ ଦୂର ସଂଚାର ଯନ୍ତ୍ରୀ କାର୍ଯ୍ୟାଳୟ ସମ୍ମୁଖରେ ହାତୀ…
Read More...

ରାଣୀସତୀ ମନ୍ଦିରରେ ଭାଦୀ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ମା' ଭଗବତୀ ଚେରିଟେବୁଲ ଟ୍ରଷ୍ଟ ଦ୍ୱାରା ପରିଚାଳିତ ରାଣୀସତୀ ଦାଦୀଳୀ ଶକ୍ତିଧାମ ମନ୍ଦିରରେ ୨୪ତମ ଭାଦୀ ମହୋତ୍ସବ ଜାକଜମକ ସହ ପାଳନ କରିବା ପାଇଁ ଟ୍ରଷ୍ଟି ସନ୍ତୋଷ କେଜ୍ରିୱାଲଙ୍କ ଆବାହକତ୍ଵରେ ଏକ ପ୍ରସ୍ତୁତି ବୈଠକ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ…
Read More...

ଦ୍ରୁତଗତିରେ ବାଇକ୍ ଆଣି ଅନ୍ୟ ବାଇକକୁ ଧକ୍କା ଦେବାରୁ ତଳେ ପଡ଼ିଲେ ବୃଦ୍ଧ ମହିଳା

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଦିନକୁ ଦିନ ଟିଟିଲାଗଡ ସହରରେ ବାଇକ ଚାଳକ ବେପରୁଆ ଗାଡ଼ି ଚାଳନା ଦେଖିବାକୁ ମିଳୁଛି । କିଛି ଦିନ ହେବ ରାତି ସମୟରେ କିଛି ନାବାଳକ ବାଇକ ଧରି ଅତି କ୍ଷୀପ୍ର ବେଗରେ ବାଇକ ଚଲାଉଥିବା ଯୋଗୁଁ ସାଧାରଣ ଯାତ୍ରୀ, ପଥଚାରୀ ମାନଙ୍କ ମୁଣ୍ଡ ବ୍ୟଥାର କାରଣ…
Read More...

ଭୀମଭୋଇ ସାହିତ୍ୟ ସମ୍ମାନ ପାଇଲେ କବି ବୃନ୍ଦାବନ କୁମ୍ଭାର

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ସମ୍ବଲପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ସାରସ୍ଵତ ସମାରୋହ ଅବସରରେ ସପ୍ତର୍ଷି ଭୀମଭୋଇ ସାହିତ୍ୟ ସମ୍ମାନ କବି ବୃନ୍ଦାବନ କୁମ୍ଭାର ଲାଭ କରିଛନ୍ତି । ମହିମା ସାହିତ୍ୟ ଓ ଦର୍ଶନର ପ୍ରଚାର ପ୍ରସାର କ୍ଷେତ୍ରକୁ ଆହୁରି ପାଦେ ଆଗେଇ ନେବାରେ କବି…
Read More...

ଟିଟିଲାଗଡ ସାହିତ୍ୟ ସଂସୃତି ତରଫରୁ ଗଙ୍ଗାଧର ଜୟନ୍ତୀ ପାଳିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ସାରସ୍ଵତ ଚେତନାର ବାର୍ତ୍ତାବହ ସାହିତ୍ୟ ସଂସ୍କୃତି, ଟିଟିଲାଗଡ଼ ଆନୁକୂଲ୍ୟରେ ଶୁକ୍ରବାର ସନ୍ଧ୍ୟା ସମୟରେ ସ୍ଥାନୀୟ ମହାବୀର ପଞ୍ଚାୟତି ଧର୍ମଶାଳା ଠାରେ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ସଭାପତି ଜ୍ୟୋତି ପ୍ରକାଶ ଗଡତିଆଙ୍କ ସଭାପତିତ୍ୱରେ…
Read More...

ଟିଟଲାଗଡରେ ମୁସଲିମ ସମ୍ପ୍ରଦାୟର ଲୋକେ ପାଳିଲେ ଇଦ୍-ଉଲ୍-ମିଲାଦ୍-ଉନ୍-ନବୀ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଆଜି ହେଉଛି ଇସଲାମ ଧର୍ମର ପ୍ରତିଷ୍ଠାତା ତଥା ଶେଷ ପାଗବର (ଦୂତ) ହଜରତ ମହମ୍ମଦଙ୍କ ଜନ୍ମଦିନ । ଏହି ଦିନଟିକୁ ମହମ୍ମଦଙ୍କ ଜନ୍ମ ଉତ୍ସବ ଭାବେ ପାଳନ କରାଯାଏ । ଇସଲାମୀ ଚନ୍ଦ୍ର କ୍ୟାଲେଣ୍ଡରର ତୃତୀୟ ମାସ 'ରବି-ଉଲ୍-ଅୱଲ୍'ର ୧୨ ତାରିଖ ଦିନ ଏହା ପାଳନ ହୁଏ…
Read More...
error: Content is protected !!