Browsing Tag

titilagada news

ତହସିଲଦାରଙ୍କ ପରିବାରକୁ ବନ୍ଧୁକ ଦେଖାଇ ଲୁଟ୍ ଉଦ୍ୟମ, ଅଳ୍ପକେ ବର୍ତ୍ତିଲେ

ଟିଟିଲାଗଡ଼, (କେପିଏନ୍‌ଏସ୍‌) : ଟିଟିଲାଗଡ଼ରେ ତହସିଲଦାରଙ୍କ ପରିବାରକୁ ବନ୍ଧୁକ ଦେଖାଇ ଲୁଟ୍ ଉଦ୍ୟମ । ୮ରୁ ୧୦ ଜଣ ଦୁର୍ବୃତ୍ତ ରାସ୍ତାରେ ଗଛ ପକାଇ ଲୁଟ୍ ପାଇଁ ଯୋଜନା କରିଥିବା ବେଳେ, ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଅଳ୍ପକେ ବର୍ତ୍ତିଛନ୍ତି ପରିବାର । କଳାହାଣ୍ଡି ଜିଲ୍ଲା ଜୟପାଟଣା…
Read More...

ଟିଟିଲାଗଡ଼ ପାଇଁ ୭ କୋଟି ୩୦ ଲକ୍ଷ ଟଙ୍କାର ପ୍ରକଳ୍ପକୁ ମଞ୍ଜୁରୀ

ଟିଟିଲାଗଡ଼, (କେପିଏନ୍‌ଏସ୍‌) : ଟିଟିଲାଗଡ଼ ସହରର ବିକାଶକୁ ମିଳିବ ନୂଆ ଗତି । ଏମ୍‌ଏସ୍‌ବିୱାଇ ଯୋଜନା ଅଧୀନରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଟିଟିଲାଗଡ଼ ପୌରପାଳିକାର ତିନୋଟି ଅତିରିକ୍ତ ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ଅନୁମୋଦନ ମିଳିଛି । ଏଥିପାଇଁ ମୋଟ ୭ କୋଟି ୩୦ ଲକ୍ଷ ଟଙ୍କା ମଞ୍ଜୁର…
Read More...

ଚାଷୀ ଓ ପଶୁପାଳକଙ୍କୁ ନେଇ ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳା

ଟିଟିଲାଗଡ଼, (ଖୁସିରାଣୀ ସାହୁ) : ଚାଷୀଙ୍କ ଆୟ ବୃଦ୍ଧି ସହ ଗ୍ରାମାଞ୍ଚଳରେ ଜୀବିକାର ନୂଆ ସୁଯୋଗ ସୃଷ୍ଟି ଲକ୍ଷ୍ୟରେ ଟିଟିଲାଗଡ଼ରେ ଆୟୋଜିତ ହୋଇଛି ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳା । ଟିଟିଲାଗଡ଼ ମିଶନ ଶକ୍ତି ପଡ଼ିଆଠାରେ ଅନୁଷ୍ଠିତ ଏହି ମେଳାକୁ ବିଧାୟକ ନବୀନ ଜୈନ ମୁଖ୍ୟ ଅତିଥି…
Read More...

ମୁଣ୍ଡ ଟେକିଲା ଟିଟିଲାଗଡ଼ ଜିଲ୍ଲା ଦାବି ଆନ୍ଦୋଳନ

ଜିଲ୍ଲା ମାନ୍ୟତା ନମିଳିଲେ କଲେଜ ନିର୍ବାଚନ ବନ୍ଦ ଡାକରା ଟିଟିଲାଗଡ଼, (କେପିଏନ୍‌ଏସ୍‌) : ପୁଣି ମୁଣ୍ଡ ଟେକିଲା ଟିଟିଲାଗଡ଼ ଜିଲ୍ଲା ଦାବି ଆନ୍ଦୋଳନ । ଏଥର ଛାତ୍ର ସଂସଦ ନିର୍ବାଚନକୁ ନେଇ ତେଜିଲା ଜିଲ୍ଲା ମାନ୍ୟତା ଦାବି । ଜିଲ୍ଲା ମାନ୍ୟତା ନମିଳିବା ଯାଏଁ କଲେଜ ନିର୍ବାଚନ ହେବାକୁ…
Read More...

ଏଚ୍‌ଆଇଭି/ଏଡ୍ସ ନିୟନ୍ତ୍ରଣରେ ଅବ୍ୟବସ୍ଥା ଅଭିଯୋଗ

ଟିଟିଲାଗଡ଼, (ସନ୍ତୋଷ କୁମାର ନାୟକ) : ବଲାଙ୍ଗିର ଜିଲ୍ଲାରେ ଏଚ୍‌ଆଇଭି/ଏଡ୍ସ ନିୟନ୍ତ୍ରଣ ଓ ସଚେତନତା କାର୍ଯ୍ୟକ୍ରମକୁ ନେଇ ଉଠିଛି ଗୁରୁତର ପ୍ରଶ୍ନ । ଅତୀତରେ ଟିଟିଲାଗଡ଼ ଅଞ୍ଚଳରେ ଏଚ୍‌ଆଇଭି ସଂକ୍ରମଣ ହାରକୁ ନେଇ ଚିନ୍ତା ପ୍ରକାଶ ପାଇଥିଲା । ଏହା ପଛରେ ଦାଦନ ଶ୍ରମିକଙ୍କ ଯାତାୟାତ ଓ…
Read More...

ମା’ ଦ୍ୱାରସନୀ ମନ୍ଦିର ଚୋରି ଘଟଣା : ଜିଲ୍ଳା ଆଦିବାସୀ କଲ୍ୟାଣ ସଂଘ ଟିଟିଲାଗଡ ଆଦିବାସୀ ଭବନରେ ସାମ୍ବାଦିକ…

ଚୋରି ହୋଇଥିବା ତିନିଟି ପୁରାତନ ରୂପା ମୁକୁଟ ଉଦ୍ଧାର ଦାବି ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଖାଣ୍ଟି ରୂପା ଖଚିତ ଅଳଙ୍କାର ଏପର୍ଯ୍ୟନ୍ତ ମିଳିପାରି ନାହିଁ । ଯେଉଁ ସାମଗ୍ରୀ ପୋଲିସ ଦେଇଛି ତାହା ମା'ଙ୍କ ଅରିଜିନାଲ ମୁକୁଟ ନୁହେଁ । ଅଧିକ(ଡବଲ)ସୁନା ମିଳିଛି ସତ କିନ୍ତୁ ସେ ସୁନା…
Read More...

ଟିଟିଲାଗଡ ପୋଲିସ ପକ୍ଷରୁ ଥାନା ପରିସରରେ ସହରର ସମସ୍ତ ଗଣେଶ ପୂଜା କମିଟି ସଦସ୍ୟଙ୍କୁ ନେଇ ଶାନ୍ତି ଓ ପ୍ରସ୍ତୁତି ବୈଠକ…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଆଉ କିଛି ଦିନ ପରେ ଧୁମଧାମରେ ପାଳିତ ହେବ ଗଣେଶ ପୂଜା। ଏଥିପାଇଁ ଟିଟିଲାଗଡ଼ ସହରର ବିଭିନ୍ନ ପଡ଼ାରେ ଜୋରସୋରରେ ଚାଲିଛି ପ୍ରସ୍ତୁତି। ପୂଜାକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବା ନେଇ ତତ୍ପର ହୋଇଛି ପୋଲିସ ପ୍ରଶାସନ । ଏହି ପରିପ୍ରେକ୍ଷୀରେ ଗୁରୁବାର…
Read More...

ଟିଟିଲାଗଡ଼ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟର ୫୯ତମ ପ୍ରତିଷ୍ଠା ଦିବସ ପାଳିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ବଲାଙ୍ଗିର ଜିଲ୍ଲାର ସବୁଠାରୁ ପୁରୁଣା ଓ ଖ୍ୟାତି ଅର୍ଜନ କରିଥିବା ମହାବିଦ୍ୟାଳୟ ଭିତରୁ ଟିଟିଲାଗଡ ଡିଏଭି ମହାବିଦ୍ୟାଳୟ ଅନ୍ୟତମ । ସେପ୍ଟେମ୍ବର ୯ ତାରିଖ ହେଉଛି ଏହି ମହାବିଦ୍ୟାଳୟର ପ୍ରତିଷ୍ଠା ଦିବସ । ଏହି ଦିବସକୁ ଅତି ଆଡ଼ମ୍ବର ସହିତ ମହାବିଦ୍ୟାଳୟ…
Read More...

ଟିଟିଲାଗଡ଼ରେ ବିଶାଳ ଆଦିବାସୀ ମେଳି

କେନ୍ଦ୍ର ସରକାରର ଆଦିବାସୀ ବିରୋଧୀ ଏମ୍‌ଏମ୍‌ଡିଆର୍‌ ଆଇନ ପ୍ରତ୍ୟାହାର ପାଇଁ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : କେନ୍ଦ୍ର ସରକାରର ଖଣିଜ ସମ୍ପଦ ବିକାଶ ନିୟନ୍ତ୍ରଣ ଆଇନ ୨୦୨୬ (ଏମ୍‌ଏମ୍‌ଡିଆର୍‌) ପ୍ରତ୍ୟାହାର ଦାବୀରେ ଟିଟିଲାଗଡ଼ରେ ବିଶାଳ ଆଦିବାସୀ…
Read More...

ଟିଟିଲାଗଡ଼ରେ ରାଇଜିଂ ଷ୍ଟାରର ଚମତ୍କାର ବିଜୟ, ୫-୧ ଗୋଲରେ ଜିତିଲା ଫାଇନାଲ୍

ଟିଟିଲାଗଡ଼ରେ ଜମିଲା ଫୁଟବଲ୍ ଲଢ଼େଇ, ରାଇଜିଂ ଷ୍ଟାରର ଚମତ୍କାର ବିଜୟ ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ବଲାଙ୍ଗିର ଜିଲ୍ଲା ସିନିୟର୍ ଡିଷ୍ଟ୍ରିକ୍ଟ ନକ୍ ଆଉଟ୍ ଫୁଟବଲ୍ ପ୍ରତିଯୋଗିତାର ଫାଇନାଲ୍ ମ୍ୟାଚ୍‌ରେ ଦମଦାର୍‌ ବିଜୟ ହାସଲ କରିଛି ଟିଟିଲାଗଡ଼ ହାଟପଦାପଡ଼ାର ରାଇଜିଂ ଷ୍ଟାର ।…
Read More...