‘ସମ୍ବଲପୁର ଡେଭଲପ୍ମେଣ୍ଟ ଅଥରିଟି’ କାର୍ଯ୍ୟାଳୟ ପ୍ରତି ଅବହେଳା ଅଭିଯୋଗ
ସମ୍ବଲପୁର, (ଦାମୋଦର ପଣ୍ଡା) : ସମ୍ବଲପୁର ଡେଭଲପ୍ମେଣ୍ଟ ଅଥରିଟିର ବୈଷୟିକ ତଥା ପ୍ରଶାସନିକ ଅଧିକାରୀଙ୍କ ଅଭାବ ସବୁବେଳେ ରହିଆସିଛି । ଏବେ ଦୀର୍ଘ ଏକ ବର୍ଷ ହେଲା ଅଧ୍ୟକ୍ଷ ପଦ ଖାଲି ପଡ଼ିଛି । ଫଳତଃ ବହୁ ଗୁରତ୍ତ୍ୱପୂର୍ଣ ପ୍ରକଳ୍ପ କାମ ଠପ୍ ହୋଇଯାଇଛି । ସାଧାରଣ ଲୋକଙ୍କ ନକ୍ସା ଅନୁମୋଦନ!-->…
Read More...
Read More...