Browsing Tag

sambalpur news

ଏନ୍‌ଡ଼ିଏ ଓ ନାଭାଲ ଏକାଡେମୀ ପରୀକ୍ଷା ପାଇଁ ଟ୍ରେନ ବ୍ୟବସ୍ଥା

ସମ୍ବଲପୁର, (ଦାମୋଦର ପଣ୍ଡା) : ଆସନ୍ତା ୬ ତାରିଖ ରବିବାର ଦିନ ସମ୍ବଲପୁରରେ ଏନ୍‌ଡ଼ିଏ ଓ ନାଭାଲ ଏକାଡେମୀର ପ୍ରବେଶ ପରୀକ୍ଷା ହେବ । ଏଥି ଉପଲକ୍ଷେ ପୂର୍ବତଟ ରେଳବାଇ ପକ୍ଷରୁ ସ୍ଵତନ୍ତ୍ର ଟ୍ରେନର ବ୍ୟବସ୍ଥା କରାଯାଇଛି । କଣ୍ଟାବାଞ୍ଜି ସମ୍ବଲପୁର ସ୍ଵତନ୍ତ୍ର ଟ୍ରେନ ୫ ତାରିଖ ଅପରାହ୍ନ ୫ରେ
Read More...

ସ୍ପଷ୍ଟ ଗାଇଡ ଲାଇନ ଜାରି ପରେ ଚେକିଂ କରିବାକୁ ବ୍ୟବସାୟୀମାନଙ୍କ ଅନୁରୋଧ

ସମ୍ବଲପୁର, (ଦାମୋଦର ପଣ୍ଡା) : କେନ୍ଦ୍ର ଓ ରାଜ୍ୟ ସରକାର ସେପ୍ଟେମ୍ବର ମାସ ପାଇଁ ଅନ୍ ଲକ୍ ୪.୦ ଘୋଷଣା କରିଥିବା ବେଳେ ସମ୍ବଲପୁର ଜିଲ୍ଲା ପ୍ରଶାସନ କୋୖଣସି ବିଜ୍ଞପ୍ତି ଜାରି କରି ନ ଥିବାରୁ ବ୍ୟବସାୟୀମାନେ ଦ୍ୱନ୍ଦ୍ୱରେ ଆଛନ୍ତି। ଗତ ଶୁକ୍ରବାର ପ୍ରଶାସନପକ୍ଷରୁ କୋଭିଡ-୧୯ ନିୟମ ଉଲ୍ଲଙ୍ଘନ
Read More...

ସମ୍ବଲପୁରରେ କରୋନା ସ୍ଥିତି ଜଟିଳ

ସମ୍ବଲପୁର, (ଦାମୋଦର ପଣ୍ଡା) : ସମ୍ବଲପୁରର ଆଉ ଜଣେ ଡାକ୍ତର, ଭାରତୀୟ ଚିକିତ୍ସକ ସଙ୍ଘ ସମ୍ପାଦକ ଡା. ସାଜନ୍ ପାନ୍‌ସାରୀଙ୍କ କରୋନାରେ ମୃତ୍ୟୁ ଘଟିଛି। ୫୭ ବର୍ଷ ବୟସ୍କ ଡାକ୍ତର କରୋନା ଆକ୍ରାନ୍ତ ହୋଇ ପ୍ରଥମେ ସମ୍ବଲପୁରରେ ଓ ପରେ ରାଉକେଲାରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ମୃତ୍ୟୁ
Read More...

ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟରସିଟି ସ୍ୱତନ୍ତ୍ର ଏକ୍ସପ୍ରେସକୁ ଶୁକ୍ରବାର ଠାରୁ ସପ୍ତାହରେ ୫ ଦିନ ପରିବର୍ତ୍ତେ…

ସମ୍ବଲପୁର(ଦାମୋଦର ପଣ୍ଡା) : ୦୮୪୯୩/୦୮୪୯୪ ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟରସିଟି ସ୍ୱତନ୍ତ୍ର ଏକ୍ସପ୍ରେସକୁ ଶୁକ୍ରବାର ଠାରୁ ସପ୍ତାହରେ ୫ ଦିନ ପରିବର୍ତ୍ତେ ସବୁଦିନ ଚଳାଚଳ କରିବ। ଏହି ଟ୍ରେନ ଭୁବନେଶ୍ୱରରୁ ସକାଳ ୬ଘ.୩୦ମି.ରେ ବାହାରିବ ଓ ବଲାଙ୍ଗୀର ଠାରୁ ଅପରାହ୍ନ ୨ଘ.୪୫ମି.ରେ
Read More...

ହୀରାକୁଦ ଡ୍ୟାମରୁ ବନ୍ୟା ଜଳ ନିଷ୍କାସନ

ସମ୍ବଲପୁର, (ଦାମୋଦର ପଣ୍ଡା) : ହୀରାକୁଦ ଡ୍ୟାମରୁ ଗତ ବୁଧବାର ସନ୍ଧ୍ୟା ସୁଦ୍ଧା ୧୯ ଟି ଗେଟ୍ ମାଧ୍ୟମରେ୩ ଲକ୍ଷ ୭୦ ହଜାର ୩୯୨ କ୍ୟୁସେକ ବନ୍ୟା ଜଳ ନିଷ୍କାସନ କରାଯାଉଛି । ଅପର ପକ୍ଷରେ ଜଳଭଣ୍ଡାରକୁ ୨ ଲକ୍ଷ ୪୯ ହଜାର ୩୯୨ କ୍ୟୁସେକ ପାଣି ପ୍ରବେଶ କରୁଛି । ଗତ ପ୍ରବଳ ବର୍ଷା ବେଳେ ଛତିଶଗଡ
Read More...

ଭୀମସାରରେ ଚୁକ୍ତଭିତ୍ତିକ ୪୧ ଜଣ ନର୍ସଙ୍କୁ ସ୍ଥାୟୀ ନିଯୁକ୍ତି

ସମ୍ବଲପୁର, (ଦାମୋଦର ପଣ୍ଡା) : ଭୀମସାରରେ ଚୁକ୍ତଭିତ୍ତିକ ନିଯୁକ୍ତିରେ ଥିବା ୪୧ ଜଣ ନର୍ସଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯାଇଛି । ଦୀର୍ଘ ଛଅ ବର୍ଷରୁ ଅଧିକ ଚାକିରି କଲା ପରେ ମଧ୍ୟ ସ୍ଥାୟୀ ନିଯୁକ୍ତି ହୋଇ ନ ଥିବାରୁ ନର୍ସମାନେ ବହୁଥର ଆନ୍ଦୋଳନ କରିଥିଲେ । ଏହା ବାହାରେ ମଧ୍ୟ ଚୁକ୍ତଭିତ୍ତିକ
Read More...

ହୀରାକୁଦ ଜଳଭଣ୍ଡାରକୁ ଭାସି ଆସିଛନ୍ତି ଗାଈଗୋରୁ

ସମ୍ବଲପର, (ଦାମୋଦର ପଣ୍ଡା) : ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବା ଫଳରେ ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷ ର ସର୍ବାଧିକ ୪୬ ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ କରାଯାଇଛି । ତେବେ ରବିବାର ରାତିରେ ଜଳଭଣ୍ଡାର କୁ ୫୦ ରୁ ଅଧିକ ଗାଈ ଗୋରୁ ଭାସି ଆସିଥିବା ଡ୍ୟାମ କର୍ତ୍ତୃପକ୍ଷ ଦେଖିବାକୁ
Read More...

ଆନ୍ଦୋଳନ ବ୍ୟାପକ ହେବ ବୋଲି ସୁରକ୍ଷା ମଂଚର ଘୋଷଣା

ସମ୍ବଲପୁର, (ଦାମୋଦର ପଣ୍ଡା) : ଏନ୍ ଏଲ ସି କମ୍ପାନୀ ପ୍ରତିଶ୍ରୁତି ମୁତାବକ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ନ ଦେଇ ବାହାର ଲୋକଙ୍କୁ ନିଯୁକ୍ତି ଦେଉଥିବା ପ୍ରତିବାଦରେ ସୁରକ୍ଷା ମଞ୍ଚ ତରଫରୁ ବିକ୍ଷୋଭ ପ୍ରଦର୍ଶନ ଯୋଗୁଁ କାମ ବନ୍ଦ ରହିଛି। ରେଙ୍ଗାଲି ନିକଟସ୍ଥ ତଲାବିରା୨ ଓ ୩, କୋଇଲା ଖଣିରେ
Read More...

ସ୍ୱାୟତ୍ତ ଶାସନ ଦିବସରେ ପୌର ନିର୍ବାଚନ ପାଇଁ ଦାବୀ କଲା ସମ୍ବଲପୁର ବିଜେପି

ସମ୍ବଲପୁର, (ଦାମୋଦର ପଣ୍ଡା) : ସ୍ୱାୟତ୍ତ ଶାସନ ଦିବସରେ ସମ୍ବଲପୁର ମହାନଗର ନିଗମର ନିର୍ବାଚନ ଦାବୀ କଲା ବିଜେପି । ଏକ ପ୍ରେସ ବିଜ୍ଞପ୍ତିରେ ବିଜେପି କହିଛି ଯେ, ସ୍ୱାୟତ୍ତ ଶାସନ ଦିବସରେ ସମ୍ବଲପୁର ମହାନଗର ନିଗମରେ ନା ଅଛି ସ୍ୱାୟତ୍ତତା ନା ଅଛି ସୁଶାସନ । ମହାନଗର ନିଗମ ଘୋଷଣା ହେବା
Read More...

ଗଂଜେଇ ଚାଲାଣ ମାମଲାରେ ଜିଆରପି ଥାନାର ଡ୍ରାଇଭର ଗିରଫ

ସମ୍ବଲପୁର, (ଦାମୋଦର ପଣ୍ଡା) : ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ପୋଲିସ କୁ ଏକ ବଡ଼ ସଫଳତା ମିଳିଛ। ସମ୍ବଲପୁରରୁ ଝାରସୁଗୁଡା ଅଭିମୁଖେ ଏକ ବଲେରୋ ଗାଡ଼ିରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ରେଙ୍ଗାଲି ଥାନା ଭାରପ୍ରାପ୍ତ ଅଧିକାରୀ ଧବଳେଶ୍ୱର ସାହୁ ଅନ୍ୟ କର୍ମଚାରୀଙ୍କ ସହ
Read More...