ସ୍ପଷ୍ଟ ଗାଇଡ ଲାଇନ ଜାରି ପରେ ଚେକିଂ କରିବାକୁ ବ୍ୟବସାୟୀମାନଙ୍କ ଅନୁରୋଧ

ସମ୍ବଲପୁର, (ଦାମୋଦର ପଣ୍ଡା) : କେନ୍ଦ୍ର ଓ ରାଜ୍ୟ ସରକାର ସେପ୍ଟେମ୍ବର ମାସ ପାଇଁ ଅନ୍ ଲକ୍ ୪.୦ ଘୋଷଣା କରିଥିବା ବେଳେ ସମ୍ବଲପୁର ଜିଲ୍ଲା ପ୍ରଶାସନ କୋୖଣସି ବିଜ୍ଞପ୍ତି ଜାରି କରି ନ ଥିବାରୁ ବ୍ୟବସାୟୀମାନେ ଦ୍ୱନ୍ଦ୍ୱରେ ଆଛନ୍ତି। ଗତ ଶୁକ୍ରବାର ପ୍ରଶାସନପକ୍ଷରୁ କୋଭିଡ-୧୯ ନିୟମ ଉଲ୍ଲଙ୍ଘନ କରୁଥିବା ଅଭିଯୋଗ କରି ଚାରିଟି ଦୋକାନ ସିଲ୍ କରିଥିଲେ ଓ ସୁପର ବଜାରକୁ ଜୋରିମାନା କରିଛନ୍ତି । ଜିଲ୍ଲା ପ୍ରଶାସନ ସ୍ପଷ୍ଟ ଗାଇଡ ଲାଇନ ଜାରି କଲା ପରେ ଚେକିଂ କରିବାକୁ ବ୍ୟବସାୟୀମାନେ ଅନୁରୋଧ କରିଛନ୍ତି।

Leave A Reply

Your email address will not be published.