କଂଗ୍ରେସର ସାଧାରଣ ସମ୍ପାଦିକା ସୁରେଖା ସାହୁ ନିଜ ସମର୍ଥକଙ୍କ ସହ ବିଜୁ ଜନତା ଦଳରେ ଯୋଗ ଦେଲେ

ସମ୍ବଲପୁର, (ଦାମୋଦର ପଣ୍ଡା) : କଂଗ୍ରେସ ଦଳର ସାଧାରଣ ସମ୍ପାଦିକା ସୁରେଖା ସାହୁ ନିଜ ସମର୍ଥକଙ୍କ ସହ ବିଜୁ ଜନତା ଦଳରେ ଯୋଗଦାନ କରଛନ୍ତି । ଏହି ଉପଲକ୍ଷେ ଏକ ନିରାଡ଼ମ୍ବର ସଭାରେ ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଶ୍ରୀମତୀ ସାହୁଂକୁ ସ୍ୱାଗତ କରାଯାଇଛି । ସୂଚନାଯୋଗ୍ୟ ଯେ, ଶ୍ରୀମତୀ ସାହୁ ସମ୍ବଲପୁର ଜିଲ୍ଲା ମହିଳା କଂଗ୍ରେସର ସଭନେତ୍ରୀ ଥିଲେ ଓ ରଜ୍ୟ କଂଗ୍ରେସ ଦଳର ମଧ୍ୟ ବହୁ ଗୁରୁତ୍ୱପୂର୍ଣ୍ଣ ପଦରେ ଥିଲେ।

Leave A Reply

Your email address will not be published.