ପ୍ରଶାନ୍ତ ମାଝୀଙ୍କ ପ୍ରଥମ ଔପନ୍ୟାସିକା ‘ପାହାନ୍ତିଆ ସପନ’ ଉନ୍ମୋଚିତ

ସମ୍ବଲପୁର, (ଦାମୋଦର ପଣ୍ଡା) : ବିଶିଷ୍ଟ ଚିତ୍ରଶିଳ୍ପୀ ପ୍ରଶାନ୍ତ ମାଝୀଙ୍କ ଲିଖିତ ପ୍ରଥମ ଔପନ୍ୟାସିକା ‘ପାହାନ୍ତିଆ ସପନ’ ଏକ ନିରାଡ଼ମ୍ବର ପରିବେଶରେ ଉନ୍ମୋଚିତ ହୋଇଯାଇଛି। ଦୁଇ ଜଣ ଭଲ ପାଉଥିବା ଯୁବକ ଯୁବତୀଙ୍କ ସଂଘର୍ଷ ଓ ପ୍ରେମ କାହାଣୀ ଉପରେ ଏହା ଆଧାରିତ ବୋଳି ଶ୍ରୀ ମାଝୀ ସୂଚନା ଦେଇଛନ୍ତି।

Leave A Reply

Your email address will not be published.