ଗଳିକନ୍ଦିରେ ମଦ ବିକ୍ରୀ ଚାଲିଛି : ଦୃଷ୍ଟି ଦିଆଯାଉ
ସମ୍ବଲପୁର, (ଦାମୋଦର ପଣ୍ଡା) ବୁର୍ଲା ସହର ଏକ ଶିକ୍ଷା ନଗରୀର ଭାବେ ଗଢି ଉଠିଥିବାରୁ ଏଠାରେ ସ୍ଵୀକୃତିପ୍ରାପ୍ତ ମଦ ଦୋକାନ ନାହିଁ । ମାତ୍ର ଗଳିକନ୍ଦିରେ ମଦ ବିକ୍ରୀ ଚାଲିଛି, ଏପରିକି ଫୋନ୍ ଅର୍ଡରରେ ମଧ୍ୟ ମଦ ଦିଆଯାଉଛି। ଏବେ ସାଧାରଣରେ ଏକ ଗୁରୁତର ଅଭିଯୋଗ ଆସୁଛି, ଭୀମସାର୍ ପରିସରକୁ!-->…
Read More...
Read More...