csstore

ଉମାଶଙ୍କର ପଣ୍ଡାଙ୍କ ଜୀବନୀ ପୁସ୍ତକ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ଵାରା ପ୍ରକାଶିତ

ସମ୍ବଲପୁର (ଦାମୋଦର ପଣ୍ଡା) ଓଡ଼ିଆ ସାହିତ୍ୟର ପ୍ରବାଦ ପୁରୁଷ, କବି, ଗାଳ୍ପିକ ତଥା ଅନୁବାଦକ ଉମାଶଙ୍କର ପଣ୍ଡାଙ୍କ ଜୀବନୀ ପୁସ୍ତକ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ଵାରା ପ୍ରକାଶିତ ହୋଇଛି । ଡ.ସୁଶିଲ କୁମାର ବାଗ ଏହି ମହାର୍ଘ୍ୟ ପୁସ୍ତକର ସଙ୍କଳକ ଅଛନ୍ତି । ପୁସ୍ତକରେ ଶ୍ରୀ ପଣ୍ଡାଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ସୂଚନା ମିଳିପାରିବ ଓ ଏହା ସହିତ୍ୟପ୍ରେମୀ ତଥା ଗବେଷକ ଓ ଆଗାମୀ ପୀଢ଼ି ପାଇଁ ଏକ ସଂଗ୍ରହଣୀୟ ପୁସ୍ତକ ହେବ ବୋଲି ବିଶ୍ୱାସ କରାଯାଉଛି ।

jayashree
Leave A Reply

Your email address will not be published.