ମହାନଦୀ କୋଲ୍ ଫିଲ୍ଡ ଲିମିଟେଡ ଓ ଜିଲ୍ଲା ପ୍ରଶାସନର ମିଳିତ ସକ୍ଷମ ଯୋଜନାରେ ଦିବ୍ୟଙ୍ଗଙ୍କୁ ଇ-ରିକ୍ସା ପ୍ରଦାନ

ସମ୍ବଲପୁର, (ଦାମୋଦର ପଣ୍ଡା) : ମହାନଦୀ କୋଲ୍ ଫିଲ୍ଡ ଲିମିଟେଡ ଓ ଜିଲ୍ଲା ପ୍ରଶାସନର ମିଳିତ ଭାବେ ସକ୍ଷମ ଯୋଜନାରେ ମହାନଗର ନିଗମ ଅଞ୍ଚଳର ନଅ ଜଣ ଦିବ୍ୟଙ୍ଗଙ୍କୁ ଇ-ରିକ୍ସା ପ୍ରଦାନ କରାଯାଇଛି । ଫଳରେ ସମ୍ବଲପୁରରେ ପ୍ରଥମ ଥର ପାଇଁ ଇ-ରିକ୍ସା ଗଡିବ । ଆରଏମ୍‌ସି ଠାରେ ଏହି ଅବସରରେ ଅନୁଷ୍ଠିତ ସମାରୋହରେ ଅତିରିକ୍ତ ଜିଲ୍ଲାପାଳ ସୁଶାନ୍ତ ରାଜ, ମହାନଗର ନିଗମ କମିଶନର ଅନିରୁଦ୍ଧ ପ୍ରଧାନ ଓ ଏମସିଏଲ ସିଏସଆର ମୁଖ୍ୟ ସୁବାସ ତୋରିଆ ଉପସ୍ଥିତ ଥିଲେ ।

Leave A Reply

Your email address will not be published.