Browsing Tag

rourakela news

ତ୍ରିଦିବସୀୟ ଆକ୍ୟୁପ୍ରେସର ସେଣ୍ଟରର ବାର୍ଷିକୋତ୍ସବ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଶିବାନନ୍ଦ ଫ୍ରି ଆକ୍ୟୁପ୍ରେସର ସେଣ୍ଟରର ୨୬ ତମ ତ୍ରିଦିବସୀୟ ବାର୍ଷିକ ଉତ୍ସବ ଛେଣ୍ଡ ସ୍ଥିତ ଦିବ୍ୟ ଜୀବନ ସଂଘ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବ ଗତ ୧୦ ତାରିଖରୁ ଆରମ୍ଭ ହୋଇ ୧୨ ତାରିଖ ପର୍ଯ୍ୟନ୍ତ ଚାଲିଥିଲା । ସେଣ୍ଟରର ସମ୍ପାଦକ ସୁରେନ୍ଦ୍ରନାଥ
Read More...

ରାମକୃଷ୍ଣ ମିଶନ ଠାରେ ଜାତୀୟ ଯୁବ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ହମିରପୁର ରାମକୃଷ୍ଣ ମିଶନ ଠାରେ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ଓ ଜାତୀୟ ଯୁବ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ସ୍ଥାନୀୟ ସିଭିକ ସେଣ୍ଟର୍ ଠାରୁ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏକ ଶୋଭାଯାତ୍ରାରେ ଆସି ରାମକୃଷ୍ଣ ମିଶନ ଠାରେ
Read More...

ଶାକାହାରୀ ରଙ୍ଗଣୀ ସମାଜ କଲ୍ୟାଣ ସମିତିର ବାର୍ଷିକୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ଶାକାହାରୀ ରଙ୍ଗଣୀ ସମାଜ କଲ୍ୟାଣ ସମିତି ଟ୍ରଷ୍ଟ ରାଉରକେଲାର ୩୪ତମ ବାର୍ଷିକୋତ୍ସବ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ହନୁମାନ ବାଟିକା ଠାରେ ସମାରୋହରେ ପାଳନ ହୋଇଯାଇଛି । ଭାସ୍କର ଚନ୍ଦ୍ର ସାହୁ ସଭାପତିତ୍ୱ କରିଥିଲାବେଳେ, ସମ୍ପାଦକ ଦୟାନିଧି ସାହୁ ସଂପାଦକୀୟ
Read More...

ବିପିୟୁଟିରେ ଜାତୀୟ ଯୁବ ଦିବସ – ୨୦୨୬ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱ ବିଦ୍ୟାଳୟରେ ଆଜି ସ୍ୱାମୀ ବିବେକାନନ୍ଦଙ୍କ ୧୬୪ତମ ଜୟନ୍ତୀ ଉପଲକ୍ଷେ ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି । ସକାଳ ୯ଟାରେ ସ୍ୱଦେଶୀ ସଂକଳ୍ପ ଦୌଡ଼ ସହିତ କାର୍ଯ୍ୟକ୍ରମର ଆରମ୍ଭ କରାଯାଇଥିଲା । ଏଥିରେ ବିଶ୍ୱ ବିଦ୍ୟାଳୟର ବହୁ
Read More...

ହ୍ୟୁମାନିଟି ଫାଉଣ୍ଡେସନର ଦ୍ୱିତୀୟ ବାର୍ଷିକୋତ୍ସବ

ରାଉରକେଲା, (ସସ୍ମିତା ପଧାନ) : ସାମାଜିକ ଅନୁଷ୍ଠାନ ହ୍ୟୁମାନିଟି ଫାଉଣ୍ଡେସନର ଦ୍ୱିତୀୟ ବାର୍ଷିକୋତ୍ସବ ସିଭିକ ସେଣ୍ଟର ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଦିପ୍ତୀ ବିଶ୍ୱାଳ ସୁନ୍ଦରାୟଙ୍କ ସଭାପତିତ୍ୱ, ସମ୍ପାଦିକା ଲୀନା ତ୍ରିପାଠୀଙ୍କ ଆବାହକତ୍ୱ ଓ ପ୍ରତିଷ୍ଠାତା ତଥା
Read More...

ଏକତା ମହୋତ୍ସବରେ ସୁନ୍ଦରଗଡ ଜିଲ୍ଲା ପତଞ୍ଜଳି ଯୋଗ ପରିବାର ତରଫରୁ ଯୋଗ ମାଧ୍ୟମରେ ଜନତାଙ୍କୁ ସଚେତନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଇସ୍ପାତ କାରଖାନା ଆନୁକୂଲ୍ୟରେ ଏକତା ମହୋତ୍ସବ ୨୦୨୬ ପାଳନ କରାଯାଇଥିଲା । ଏହି ଉପଲକ୍ଷେ ଆମ ସଂଗଠନ ସହିତ ବିଭିନ୍ନ ସଙ୍ଗଠନ ତରଫରୁ ବିବିଧ କାର୍ଯ୍ୟକ୍ରମ ଅନୁଷ୍ଠିତ କରିବା ପାଇଁ କାରଖାନା କର୍ତ୍ତୃପକ୍ଷ ଆମନ୍ତ୍ରଣ କରିଥିଲେ । ସଂଗଠନର ସହ ରାଜ୍ୟ
Read More...

ଯୁବ ହଷ୍ଟେଲର ୪୭ ତମ ବାର୍ଷିକ ଉତ୍ସବ ସମ୍ପନ୍ନ

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତୀୟ ଯୁବ ହଷ୍ଟେଲ, ରାଉରକେଲା ଶାଖାର ୪୭ ତମ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ପ୍ରତାପ କୁମାର ସ୍ୱାଇଁଙ୍କ ସଭାପତିତ୍ୱ, ଅନିଲ କୁମାର ମଲ୍ଲିକ ଓ ମୋନାଲିସା ଗୌଡଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆର୍‌ଏସ୍‌ପିର
Read More...

ବଡ଼ ବିମାନ ଦୁର୍ଘଟଣା ପରେ ସମସ୍ତେ ସୁରକ୍ଷିତ ଏହା ଅବିଶ୍ୱସନୀୟ : ରାଜ୍ୟ ପରିବହନ ମନ୍ତ୍ରୀ

ରାଉରକେଲା, (ସସ୍ମିତା ପ୍ରଧାନ) : ସମ୍ପ୍ରତି ଭୁବନେଶ୍ୱରରୁ ରାଉରକେଲା ଆସୁଥିବା ଇଣ୍ଡିଆ ୱାନ୍ ଏୟାର ବିମାନ ଦୁର୍ଘଟଣାରେ ସମସ୍ତ ଯାତ୍ରୀ ଆହତ ହୋଇ ବଞ୍ଚିଯାଇଥିବାରୁ ରବିବାର ଓଡ଼ିଶା ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଆଶ୍ୱସ୍ତି ପ୍ରକାଶ କରିଛନ୍ତି । ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ
Read More...

କଲଚରାଲ ଏକାଡ଼େମୀ, ରାଉରକେଲା ଆୟୋଜିତ “୩୮ତମ ଲୋକନାଟକ ମହୋତ୍ସବ”ର ଉଦ୍‌ଯାପନୀ ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : କଲଚରାଲ ଏକାଡ଼େମୀର ଆୟୋଜିତ “୩୮ତମ ଲୋକନାଟକ ମହୋତ୍ସବ"ର ଉଦ୍‌ଯାପନୀ ସନ୍ଧ୍ୟାର ରଙ୍ଗକର୍ମୀ, ରାଉରକେଲା ନାଟ୍ୟ ସଂସ୍ଥା ପ୍ରଦର୍ଶନୀମୂଳକ ନାଟକ– ‘ମାସୁଲ’କୁ ଉଦ୍‌ଘାଟନ କରିଥିଲେ ବିଚାରକ ଦ୍ୱୟ ଅବଦୁଲ ଜମାଲ ଖାଁ ଓ ଶିବଲାଲ୍ ସାଗର । ଏହାପରେ ପୁରସ୍କାର
Read More...

ନିଃଶୁଳ୍କ ସମନ୍ୱିତ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ୍ ଅଫ୍ ରାଉରକେଲା ଅର୍ବାନ ଦ୍ୱାରା ଆର୍‌ସିସି ଗାଁ ବିରୁଆଲ ଠାରେ ଏକ ନିଶୁଲ୍କ ସମନ୍ୱିତ ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଥିଲା । ଏହି ଶିବିରରେ ନିଃଶୁଳ୍କ ଡାକ୍ତରୀ ପରାମର୍ଶ, ରକ୍ତଚାପ ମାପ, ମଧୁମେହ ଟେଷ୍ଟ, ଓଜନ ମାପ, ଆଖି ପରୀକ୍ଷା ସହ
Read More...