ବୁଧୁବୀର ଆଇଟିଆଇର ୨୯ତମ ବାର୍ଷିକ ବୈଠକ ଅନୁଷ୍ଠିତ
ରାଉରକେଲା, (ସସ୍ମିତା ପ୍ରଧାନ) : ବରଟୋଲି ସ୍ଥିତ ବୁଧୁବୀର ଆଇଟିଆଇର ୨୯ତମ ବାର୍ଷିକ ବୈଠକ ଆଇଟିଆଇ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଆଇଟିଆଇର ଅଧ୍ୟକ୍ଷ ଇସ୍ତାକ ଅହମ୍ମଦ ଖାନ୍ଙ୍କ ସଭାପତିତ୍ୱ ଓ ରାଜେଶ ଦଳେଇଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧ୍ୟକ୍ଷ ଅକ୍ଷୟ!-->…
Read More...
Read More...