ତିତିଲି ଫାଉଣ୍ଡେସନର ଦ୍ୱିତୀୟ ବାର୍ଷିକ ଉତ୍ସବ
ରାଉରକେଲା, (ସସ୍ମିତା ପ୍ରଧାନ) : ନାଟ୍ୟାନୁଷ୍ଠାନ ତିତିଲି ଫାଉଣ୍ଡେସନର ଦ୍ୱିତୀୟ ବାର୍ଷିକୋତ୍ସବ ସ୍ଥାନୀୟ ସିଭିକ ସେଣ୍ଟର୍ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୁବ ହଷ୍ଟେଲ୍ସର ଅଧ୍ୟକ୍ଷ ତଥା ବେଙ୍ଗଲୀ ଆସୋସିଏସନ୍, ରାଉରକେଲାର ସଚିବ ବୁଦ୍ଧଦେବ ବାସୁ, କୋଶଲ୍!-->…
Read More...
Read More...