Browsing Tag

patanagarh news

ପାରିଶ୍ରମିକ ମିଳିବା ଦାବୀରେ ଶ୍ରମ ଅଧିକାରୀଙ୍କୁ ଦାବୀପତ୍ର ପ୍ରଦାନ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଳକ ପଶ୍ଚିମ ଓଡ଼ିଶାର ପ୍ରମୁଖ ତିର୍ଥ ସ୍ଥଳୀ ହରିଶଙ୍କର ପୀଠରେ ହରିଣ ପାର୍କରେ ନିଯୁକ୍ତ ଥିବା ଶ୍ରମିକମାନଙ୍କ ୫ ମାସର ପାରିଶ୍ରମିକ ମିଳିନଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ହରିଶଙ୍କର ପୀଠ ସ୍ଥିତ ହରିଣ ପାର୍କରେ…
Read More...

ତାମିଲନାଡୁର କୁନ୍ନୁରଠାରେ ବିମାନ ଦୁର୍ଘଟଣାରେ ଶହୀଦ ସିଡିଏସ୍‌ ବିପିନ ରାୱତ ଏବଂ ଅନ୍ୟମାନଙ୍କ ଉଦ୍ଦେଶ୍ୟରେ…

ପାଟଣାଗଡ, (ଗୋରେଖନାଥ ବରିହା) : ତାମିଲନାଡୁର କୁନ୍ନୁରଠାରେ ହୋଇଥିବା ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଶହୀଦ ସିଆଇଡି ବିପିନ ରାୱତ ଜବାନ ଅନ୍ୟ ଶହୀଦ ହୋଇଥିବା ଜବାନଙ୍କ ଉଦେଶ୍ୟରେ ଆଜି ଖପ୍ରାଖୋଲରେ କେଣ୍ଡଲ ଶୋଭାଯାତ୍ରାରେ ବାହାରି ନଗର ପରିକ୍ରମା କରାଯାଇଥିଲା । ପରେ ଆୟୋଜିତ…
Read More...

ପଶୁ ପକ୍ଷୀ ପ୍ରେମରେ କୁନି ଛାତ୍ରୀ

ପାଟଣାଗଡ, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ ସହର ବ୍ରହ୍ମପୁରାରେ ରୁହନ୍ତି ବ୍ୟବସାୟୀ ନେପାଳ ପାଣିଗ୍ରାହୀ ଓ ତାଙ୍କ ସ୍ତ୍ରୀ ସୃତି ପାଣିଗ୍ରାହୀ । ତାଙ୍କର ଗୋଟେ ଝିଅ ଓ ଗୋଟେ ପୁଅ । ସାଙ୍ଗରେ ମା ବାପା ମଧ୍ୟ ରୁହନ୍ତି । ବଡ଼ ଝିଅ ଆକାଂକ୍ଷା ପାଣିଗ୍ରାହୀ ଅଷ୍ଟମ ଶ୍ରେଣୀରେ…
Read More...

ପାଟଣାଗଡରେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ପାଇଁ କେନ୍ଦ୍ରୀୟ ଅନୁଧ୍ୟାନକାରୀ ଦଳ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ଠାରେ ଆଗାମୀ ଦିନରେ ସ୍ଥାପନ ହେବାକୁ ଥିବା କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ପାଇଁ କେନ୍ଦ୍ରୀୟ ଅନୁଧ୍ୟାନକାରୀ ଦଳ ଆଜି ପାଟଣାଗଡ଼ ପହଞ୍ଚି ସ୍ଥାନ ନିରୂପଣ ପ୍ରକ୍ରିୟା ଆରମ୍ଭ କରିଥିବା ଜଣାପଡିଛି । କେନ୍ଦ୍ରୀୟ ଅନୁଧ୍ୟାନକାରୀ ଦଳ କେନ୍ଦ୍ରୀୟ…
Read More...

ଟଙ୍କପାଣିରେ ଧନୁଯାତ୍ରା ମହୋତ୍ସବ ଉଦ୍‌ଯାପିତ

ପାଟଣାଗଡ, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଟଙ୍କପାଣି ଗ୍ରାମରେ ୧୩ ବର୍ଷ ମାଣବସା ଲକ୍ଷ୍ମୀ ପୂଜା ଉପଲକ୍ଷେ ୫ଦିନ ଧରି ଚାଲିଥିବା ୫ମ ବର୍ଷ ଧନୁଯାତ୍ରା ମହୋତ୍ସବ ଉଦ୍‌ଯାପିତ ହୋଇଯାଇଛି । ଏହି ଧନୁଯାତ୍ରା ମହୋତ୍ସବର ଶେଷ ରାତ୍ରୀରେ ମୁଖ୍ୟ ଅତିଥି ଭାବେ ଖପ୍ରାଖୋଲ…
Read More...

ଅଙ୍ଗନବାଡ଼ି କେନ୍ଦ୍ରରେ ପୁଷ୍ଟି ମହୋତ୍ସବ ପାଳିତ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଳକ ଧୁମାଭଟା ଗ୍ରାମର ପଞ୍ଚାୟତର ଅନ୍ତର୍ଗତ ଡାହିମାଲ ଗ୍ରାମର ଅଙ୍ଗନବାଡ଼ି କେନ୍ଦ୍ରରେ ପୁଷ୍ଟି ଉହୋତ୍ସବ ପାଳିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ଧୁମାଭଟା ଗ୍ରାମର ସମସ୍ତ ଅଙ୍ଗନବାଡ଼ି ଓ ସିରପି ସିଏମ ଏବଂ ଆଶାଦିଦି ମାନେ…
Read More...

ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯବାନ ପ୍ରତି ପାଟଣାଗଡ଼ ବିଜେପି ପକ୍ଷରୁ ଅଶୃଳ ଶ୍ରଦ୍ଧାଞ୍ଜଳି ସଭା

ପାଟଣାଗଡ଼, (ଗୋରେଖନାଥ ବରିହା) : ଭାରତର ପ୍ରଥମ ସିଡିଏସ ବିପିନ ରାୱତ ଓ ତାଙ୍କ ଧର୍ମପତ୍ନୀଙ୍କ ସମେତ ୧୩ ଜଣଙ୍କ ହେଲିକପ୍ଟର ଦୁର୍ଘଟଣାରେ ବିୟୋଗରେ ପାଟଣାଗଡ଼ ବିଜେପି ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ ରାଜଖମାରଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ…
Read More...

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଆଉ ଅଳ୍ପ ଦିନ ବାକି ରହିଲା : ଧାଣ୍ଡାମୁଣ୍ଡା ପଞ୍ଚାୟତ ଅର୍ଦ୍ଧ ନିର୍ମିତ ମୁଖ୍ୟ ଦ୍ଵାର…

ପାଟଣାଗଡ, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଧାଣ୍ଡାମୁଣ୍ଡା ପଞ୍ଚାୟତ ଦୀର୍ଘ ବର୍ଷରୁ ଅର୍ଦ୍ଧ ନିର୍ମିତ ହୋଇ ପଡିରହିଥିବା ମୁଖ୍ୟ ଦ୍ୱାର ଆଜି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇ ପାରିନାହିଁ । ଏହି ଅର୍ଦ୍ଧ ନିର୍ମିତ ମୁଖ୍ୟ ଦ୍ଵାର କେତେ ଟଙ୍କା ଖର୍ଚ୍ଚ ହୋଇଛି ତାହାର…
Read More...

ବେଲପଡା ମୃତ୍ତିକା ସଂରକ୍ଷଣ କାର୍ଯ୍ୟାଳୟରେ ତାଲା : ସରକାରୀ ଯୋଜନାରୁ ଚାଷୀ ବଞ୍ଚିତ

ପାଟଣାଗଡ, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକରେ ଥିବା ମୃତ୍ତିକା ସଂରକ୍ଷଣ କାର୍ୟ୍ୟାଳୟ ବର୍ଷ ସାରା ବନ୍ଦ ରହି ବର୍ତ୍ତମାନ ଭୂତକୋଠି ଅବସ୍ଥାରେ ପଡିରହିଛି । ଜିଲ୍ଲାରେ ମୃତ୍ତିକା ସଂରକ୍ଷଣ ବିଭାଗ ତରଫରୁ ବିଭିନ୍ନ ଜଳ ବିଭାଜିକା, ମୋ ପୋଖରୀ, ଆମ୍ଭ ଗଛ ରୋପଣ ଓ ଜମି…
Read More...

ପ୍ରଶାସନ ପକ୍ଷରୁ ଶ୍ୟାମଜୀ ରାଇସ୍‌ ମିଲ ଉପରେ ଅତର୍କିତ ଚଢ଼ାଉ : ବେଆଇନ ଧାନ, ଚାଉଳ ଗଚ୍ଛିତ

୬ ଘଣ୍ଟା ଧରି ଜେରା, ଯାଞ୍ଚ ଅଧିକାରୀଙ୍କ କାର୍ଯ୍ୟକଳାପକୁ ନେଇ ସନ୍ଦେହ ପାଟଣାଗଡ, (ଗୋରେଖ ନାଥ ବରିହା) : ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ସଲଣ୍ଡି ସ୍ଥିତ ଶ୍ୟାମଜୀ ରାଇସ୍‌ ମିଲ ଉପରେ ମଙ୍ଗଳବାର ପାଟଣାଗଡ଼ ଉପଜିଲ୍ଲାପାଳ ବିଜୟାନନ୍ଦ ସେଠୀଙ୍କ ନିର୍ଦେଶ କ୍ରମେ ଏକ ସ୍ୱତନ୍ତ୍ର ଟିମ…
Read More...