Browsing Tag

patanagarh news

ଜଙ୍ଗଲରେ ଅସହାୟ ଅବସ୍ଥାରେ ଥିବା ବୃଦ୍ଧା ମହିଳାଙ୍କୁ ଉଦ୍ଧାର କରି ଗାଁରେ ରହିବାର ବ୍ୟବସ୍ଥା କଲେ ସ୍ୱେଛାସେବୀ

ପାଟଣାଗଡ଼, (ଗୋରେଖନାଥ ବରିହା) : ଦୀର୍ଘ ୨୭ ବର୍ଷ ହେବ ଡାହାଣୀ ସନ୍ଦେହ କରିବାରୁ ନିଜକୁ ଘୃଣ୍ୟ ମନେ କରି ଗାଁ ଠାରୁ ଦେଢ଼ କିମି ଏକ ଜଙ୍ଗଲରେ କୁଡ଼ିଆ ଘରେ ଦୟନୀୟ ଭାବରେ ଏକୁଟିଆ ବସବାସ କରୁଥିଲେ ୧୧୦ବର୍ଷିଆ ବୃଦ୍ଧା ମହିଳା ପ୍ରତିମା ଧରୁଆ । ସେଠାରେ ନିଜକୁ ନିଜ ଘରଠାରୁ, ନିଜ ଗାଁଠାରୁ…
Read More...

ବ୍ରହ୍ମପୁରା ବଳଦେବ କ୍ରିକେଟ୍‌ କ୍ଲବ୍‌ର ବାର୍ଷିକୋତ୍ସବ ଅନୁଷ୍ଠିତ

ପାଟଣାଗଡ଼, (କେପିଏନ୍‌ଏସ୍‌) : ସ୍ଥାନୀୟ ବଳଦେବ ବିହାର ପାର୍କ ନିକଟରେ ବ୍ରହ୍ମପୁରା ବଳଦେବ କ୍ରିକେଟ୍‌ କ୍ଲବ୍‌ର ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି । ୧୯୭୭ ମସିହାରୁ ଆରମ୍ଭ ହୋଇଥିବା ଏହି ବିବିସି କ୍ଲବର ପ୍ରାୟ ୧୨୦ ଜଣ ସଦସ୍ୟ ସଂପୃକ୍ତ ବାର୍ଷିକୋତ୍ସବ ଓ ସମ୍ବର୍ଦ୍ଧନା ଉତ୍ସବରେ…
Read More...

ସରକାରୀ ସୁବିଧା ସୁଯୋଗରୁ ବଂଚିତ ଅବିବାହିତା ଅନ୍ଧ ମହିଳା ଶିରପତି ବର୍ଗେ

ପାଟଣାଗଡ଼, (କେପିଏନ୍‌ଏସ୍‌) : ସରକାରୀ ସୁବିଧା ସୁଯୋଗରୁ ବଂଚିତ ହୋଇଛନ୍ତି ଜଣେ ଅବିବାହିତା ଅନ୍ଧ ମହିଳା ଶିରପତି ବର୍ଗେ । ମିଳିଥିବା ସୂଚନା ଅନୁସାରେ ପାଟଣାଗଡ଼ ବ୍ଲକ କେନ୍ଦୁମୁଣ୍ଡି ପଞ୍ଚାୟତ ତୁଳସୀଡୁଙ୍ଗରି ଗ୍ରାମର ୪୭ ବର୍ଷ ବୟସ୍କା ଅବିବାହିତା ଅନ୍ଧ ମହିଳା ଶିରପତି ବର୍ଗେ କିଛି…
Read More...

ଯୁବା ସମବାୟ ସମିତି ଧାନ ମଣ୍ଡି : ଧାନ କିଣାରେ ମହାଦୁର୍ନୀତି ଅଭିଯୋଗ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ବ୍ଲକ ଯୁବା ସେବା ସମବାୟ ସମିତିରେ ମହା ଦୁର୍ନୀତି ଅଭିଯୋଗ କରି ଧାନ ବୋଝେଇ ଟ୍ରକକୁ ଛାଡ଼ିଲେନି ଚାଷୀ । ସୂଚନା ଅନୁସାରେ ଗତକାଲି ଚାଷୀଙ୍କ ଧାନ ଠିକ୍ ସମୟରେ ଉଠି ନଥିବାରୁ ଚାଷୀମାନେ ଓଆର୍୦୩ବି୨୮୮୯…
Read More...

ଆଗାମୀ ପଞ୍ଚାୟତ ନିର୍ବାଚନରେ ୩ ନମ୍ବର ଜୋନ୍ ପାଇଁ ବିଜେଡି ପକ୍ଷରୁ ପ୍ରାର୍ଥୀ ଚୟନ ପ୍ରକିୟା

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଳକ ଅନ୍ତର୍ଗତ ପଶ୍ଚିମ ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ହରିଶଙ୍କର ଠାରେ ବିଜେଡ଼ି ପକ୍ଷରୁ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଜୋନ୍‌ସ୍ତରୀୟ ପ୍ରାର୍ଥୀ ଚୟନ ପ୍ରକିୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ…
Read More...

ପର୍ଲିମାଲରେ ପଞ୍ଚାୟତସ୍ତରୀୟ କରମା ମହୋତ୍ସବ ଉଦ୍‌ଯାପିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଳକ ପର୍ଲିମାଲ ଗ୍ରାମରେ ସର୍ବ ଭାରତୀୟ ବିଞ୍ଝାଲ ସମାଜ ଆନୁକୂଲ୍ୟରେ ପ୍ରଥମ ବର୍ଷ ପଞ୍ଚାୟତସ୍ତରୀୟ କରମା ମହୋତ୍ସବ ଉଦ୍‌ଯାପିତ ହୋଇଯାଇଛି । ଗତ ତା ୧୬ ଡିସେମ୍ବରରୁ ୧୭ ଡିସେମ୍ବର ଦୁଇ ଦିନ ଧରି ଅନୁଷ୍ଠିତ…
Read More...

୨୨ ତମ ଚ୍ୟାଲେଞ୍ଜିଙ୍ଗ୍‌ ଫୁଟ୍‌ବଲ୍‌ ରାଡବାହାଲରେ ମଧ୍ୟପୁର୍ ଚାମ୍ପିୟନ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ବ୍ଲକ ରାଡବାହାଲ ଖେଳ ପଡିଆଠାରେ ୨୨ ତମ ଚ୍ୟାଲେଞ୍ଜିଙ୍ଗ୍‌ ଫୁଟବଲ ରାଡବାହାଲର ଫାଇନାଲ୍ ମ୍ୟାଚ କଣ୍ଟାବାଞ୍ଜି ବନାମ ମଧ୍ୟପୁର୍ ମଧ୍ୟରେ ସଂଘର୍ଷ ପୂର୍ଣ୍ଣ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଉକ୍ତ ମ୍ୟାଚ୍‌ରେ…
Read More...

ବିଶିଷ୍ଟ ଶିକ୍ଷକ ଚୁଡାମଣି ପାଣିଗ୍ରାହୀଙ୍କ ଅକାଳ ବିୟୋଗ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ଅନ୍ତର୍ଗତ ଗମ୍ଭାରୀ ଗ୍ରାମର ଅବସରପ୍ରାପ୍ତ ବିଶିଷ୍ଟ ଶିକ୍ଷକ ଗ୍ରାମ୍ୟ କବିରତ୍ନ, ଗ୍ରାମ୍ୟ ଶିରୋମଣୀ, କବି ସାରଥୀ ଚୂଡ଼ାମଣି ପାଣିଗ୍ରାହୀଙ୍କ ଗତକାଲି ରାତ୍ର ଘଣ୍ଟା ୧୧.୪୫ରେ ଅକାଳ ବିୟୋଗ ହୋଇ ଯାଇଛି । ମୃତ୍ୟୁ ବେଳକୁ…
Read More...

ଫେକ୍‌ ଆଇଡିରୁ ଅଶ୍ଲୀଳ ଗାଳିଗୁଲଜ କରିଥିବା ଅଭିଯୋଗରେ ଜଣେ ଯୁବକ ଗିରଫ ହୋଇ କୋର୍ଟ ଚାଲାଣ

ପାଟଣାଗଡ, (ଗୋରେଖନାଥ ବରିହା) : ବର୍ତ୍ତମାନ ବିଜ୍ଞାନ ଓ ଡିଜିଟାଲ ଯୁଗ । ବୁଦ୍ଧିର ପ୍ରୟୋଗ କରି ମଣିଷ କ୍ଷୀପ୍ର ଗତିରେ ଉନ୍ନତି କରିବାରେ ଲାଗିଛି । ଏଭଳି ସମୟରେ ଉନ୍ନତ ବୁଦ୍ଧିକୁ ପ୍ରୟୋଗ କରି ନେଗେଟିଭ ଆଡକୁ ଟାଣି ନେଇ ଚାଲାକି ଭାବରେ ଫେକ୍‌ ଫେସ୍‌ବୁକ୍‌ ଖୋଲି ଅଶ୍ଲୀଳ ଭାଷାରେ…
Read More...

ବେଲପଡା ବ୍ଳକର ମୁନାପାଲି ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଶୁଭାରମ୍ଭ ସହ ୭ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ…

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଳକର ବିଭିନ୍ନ ଗ୍ରାମକୁ ବିଧାୟକ ସରୋଜ କୁମାର ମେହେର ଗତକାଲି ଗସ୍ତ କରି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭାରମ୍ଭ କରିଛନ୍ତି । ବେଲପଡା ବ୍ଳକର ମୁନାପାଲି ଗ୍ରାମର ଗ୍ରାମ୍ୟ ପାନୀୟଜଳ ଯୋଗାଣ ପ୍ରକଳ୍ପକୁ ବିଧାୟକ ଶ୍ରୀ…
Read More...