Browsing Tag

patanagarh news

ତୁର୍ଲାମାଲରେ ବୈଦିକ ବିଶ୍ୱ ଶାନ୍ତି ପଞ୍ଚ କୁଣ୍ଡିୟ ମହାଯଜ୍ଞ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଲକ ସାଲେପାଲି ଗ୍ରା.ପ. ଅନ୍ତର୍ଗତ ତୁର୍ଲାମାଲ ଗ୍ରାମରେ ପଞ୍ଚ କୁଣ୍ଡିୟ ବିଶ୍ୱ ଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ କୀର୍ତ୍ତନ ତାଳ ଖୋଲ ଓ ଭଜନର ସ୍ୱରରେ ହରିପୁର ଗୁରୁକୂଳ ଆଶ୍ରମର ପରିଚାଳକ ଆଚାର୍ଯ୍ୟ ଗୁରୁଦେବ ସୁଦର୍ଶନ…
Read More...

ମନାଇପାଦ ହାଇସ୍କୁଲରେ ୨ୟ ତମ ବେଟାଲିଆଏନ୍‌ ମାରାଥନ୍ ଦୌଡ ପ୍ରତିଯୋଗିତା ଅନୁଷ୍ଠିତ

ଜୟ ପରାଜୟ ହିଁ ଆଗକୁ ବଢ଼ିବାରେ ସହଯୋଗ କରିଥାଏ : ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଳକ ମଣ୍ଡୋମହୁଲ ପଞ୍ଚାୟତ ଅନ୍ତର୍ଗତ ମନାଇପାଦ ହାଇସ୍କୁଲ ପଡ଼ିଆଠାରେ ବେଟାଲିଆଏନ୍‌ ଗୃପ ଆନୁକୂଲ୍ୟରେ ମାରଥନ ଦୌଡ…
Read More...

ବଡଦେଓଙ୍କ ପୌଷଯାତ୍ରା ପାଳନ ପାଇଁ ଗୋଣ୍ଡ ସମାଜ ପକ୍ଷରୁ ପ୍ରସ୍ତୁତି ବୈଠକ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ବଲାଙ୍ଗିର ବ୍ଲକ ଡଙ୍ଗାଘାଟଠାରେ ମଲ୍ଲିକ ବଂଶ ଗୋଣ୍ଡ ସମାଜ ପକ୍ଷରୁ ଇଷ୍ଟ ଦେବତା ବୁଢାଦେଓଙ୍କ ପୌଷଯାତ୍ରା ପାଳନ କରିବା ପାଇଁ ଡଙ୍ଗାଘାଟ ବଡଦେଓଙ୍କ ମନ୍ଦିର ପରିସରରେ ପ୍ରସ୍ତୁତ ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁରଲି ମଲ୍ଲିକଙ୍କ…
Read More...

ପାଟଣାଗଡ଼ରେ ବିଜେଡିର ୨୫ତମ ପ୍ରତିଷ୍ଠା ଦିବସ ପାଳିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ବିଜୁଜନତା ଦଳର ୨୫ ତମ ପ୍ରତିଷ୍ଠା ଦିବସ ଗତକାଲି ପାଳିତ ହୋଇଯାଇଛି । ଏଥିପାଇଁ ବିଜେଡି ପକ୍ଷରୁ ବ୍ୟାପକ ଆୟୋଜନ ସାରା ରାଜ୍ୟରେ କରାଯାଇଛି । ପାଟଣାଗଡ ନିର୍ବାଚନ ମଣ୍ଡଳୀର ପାଟଣାଗଡ ବିଜେଡି କାର୍ୟ୍ୟାଳୟରେ ବିଜୁ ଜନତା ଦଳ ପକ୍ଷରୁ ବିଜେଡିର ୨୫ ତମ…
Read More...

ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ ପାଳିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଭାରତୀୟ ଜନତା ପାର୍ଟିର ପ୍ରାଣ, ଭାରତରତ୍ନ, ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ୯୭ତମ ଜନ୍ମ ଜୟନ୍ତୀ ଓ ସୁଶାସନ ଦିବସ ରାଜଖମାରଠାରେ ଅନୁଷ୍ଠିତ ହୋଇଯାଇଅଛି । ପ୍ରଥମେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ…
Read More...

ପଞ୍ଚାୟତସ୍ତରୀୟ ଶିଶୁଙ୍କ ପାଇଁ ଦିନଟିଏ : ଶିଶୁ ହସିଲେ ଦୁନିଆଁ ହସିବ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଟଙ୍କପାଣି ପଞ୍ଚାୟତରେ ପଞ୍ଚାୟତ ସ୍ତରୀୟ ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଖପ୍ରାଖୋଲ ଯୋଗାଣ ନିରୀକ୍ଷକ ବିକାଶ ବର୍ଲା ଯୋଗ ଦେଇଥିବା ବେଳେ…
Read More...

ନେହେରୁ ଯୁବ କେନ୍ଦ୍ର ବଲାଙ୍ଗିର ପକ୍ଷରୁ କୁଇଜ ପ୍ରତିଯୋଗିତା

ପାଟଣାଗଡ, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଚଂଗରିଆ ପଂଚାୟତ ପାଞ୍ଚଛକ ସ୍ଥିତ ଜୟ ମା' ପାଟଣେଶ୍ୱରୀ ମହାବିଦ୍ୟାଳୟ ପରିସରରେ ନେହେରୁ ଯୁବ କେନ୍ଦ୍ର ବଲାଙ୍ଗିରଙ୍କ ଆନୁକୂଲ୍ୟରେ କୁଇଜ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଛି । ଏଥିରେ ମା' ପାଟଣେଶ୍ୱରୀ…
Read More...

ଗେର୍ଡାରେ ଆଦିବାସୀ ମହାସଭା : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଆଦିବାସୀ ସଂରକ୍ଷଣ ଆସନରେ ନିଜ ନିଜ ମଧ୍ୟରେ…

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଳକ ଗେର୍ଡା ପଞ୍ଚାୟତ ଗେର୍ଡା ଗ୍ରାମର ଆମ୍ବ ବଗିଚାଠାରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ଏକ ଆଦିବାସୀ ମହାସଭା ଅନୁଷ୍ଠିତ ହୋଇଯାଇଛି । କୀର୍ତ୍ତିଚନ୍ଦ୍ର ଧରୁଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମହାସଭାରେ ପଶ୍ଚିମ ଓଡ଼ିଶା ଆଦିବାସୀ କଲ୍ୟାଣ…
Read More...

ପାଟଣାଗଡ଼ ଯାଦବ ସମାଜର ନୂତନ ଭାବେ ମନୋନୀତ ହୋଇଥିବା ସଭାପତି ଜନୈକ ବ୍ୟକ୍ତିଙ୍କୁ ଅସିଦ୍ଧ ଘୋଷଣା ଦାବୀରେ ଯାଦବ ମହାସଭା…

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ଯାଦବ ମହାସଭାର ସଭାପତି ପରମାନନ୍ଦ ହାତୀ ପାଟଣାଗଡ଼ ବ୍ଳକରେ ବ୍ଳକ ଯାଦବ ମହାସଭା ଗତ ତା ୫/୧୨/୨୦୨୧ ଦିନ ବିନା ନୀତି ନିୟମରେ ଏକ ସଭାପତି ଗଠନ କରି ଯାଦବ ମହାସଭାର ନୀତି ବିରୋଧୀ କାମ କରୁଛନ୍ତି ବୋଲି ପାଟଣାଗଡ଼ ବ୍ଳକ ଯାଦବ ସମାଜ…
Read More...

ଭୀମ ଡୁଙ୍ଗରୀଠାରେ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଦେଓଗାଁ ସ୍ଥିତ ଭୀମପାହାଡ଼ରେ ବଲାଙ୍ଗିର ଜିଲ୍ଲା ପ୍ରାଥମିକ । ଶିକ୍ଷକ ସଂଘ ସଭାପତି ଦେବଦତ୍ତ ମେହେରଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଶ୍ୟାମସୁନ୍ଦର ଦାଶ ଓ ପରାମର୍ଶଦାତା ସୁଚିତ୍ର ସୁନାଙ୍କ ଉପସ୍ଥିତିରେ ବାର୍ଷିକ ସମ୍ମିଳନୀ ଅବସରରେ ଏକ ଜିଲ୍ଲା…
Read More...