Browsing Tag

patanagarh news

ବନାଇମୁଣ୍ଡା ପଞ୍ଚାୟତ ସ୍ତରୀୟ ବିଜେପି କର୍ମୀ ସମ୍ମିଳନୀ

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଦଳୀୟ ପ୍ରାର୍ଥୀଙ୍କୁ ପୂର୍ଣ୍ଣ ଭାବେ ଜିତାଇବା ପାଇଁ ଉଦ୍ୟମ କରିବାକୁ ଆହ୍ୱାନ ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ନିର୍ବାଚନ ମଣ୍ଡଳୀର ବନାଇମୁଣ୍ଡା ପଞ୍ଚାୟତର ବନାଇମୁଣ୍ଡା ଗ୍ରାମରେ ବିଜେପି ପକ୍ଷରୁ ପଞ୍ଚାୟତ ସ୍ତରୀୟ କର୍ମୀ ସମ୍ମିଳନୀ…
Read More...

ପ୍ରଧାନ ଶିକ୍ଷକଙ୍କ ବଦଳି ବାତିଲ ପ୍ରତିବାଦରେ କନଗାଁ ସ୍କୁଲ ସମ୍ମୁଖରେ ଅଭିଭାବକଙ୍କ ଧାରଣା

ପାଟଣାଗଡ଼, (ଗୋରେଖନାଥ ବରିହା) : ଖପ୍ରାଖୋଲ ବ୍ଲକ ପଡିଆବାହାଲ ପଂଚାୟତ କନଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ବଦଳି ପ୍ରତିବାଦରେ ସୋମବାର ଅଭିଭାବକମାନେ ବିଦ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ସୂଚନା ଅନୁସାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମୋତିଲାଲ ତାଣ୍ଡିଙ୍କୁ ଅନ୍ୟତ୍ର ବଦଳି…
Read More...

କୌଶଲ୍ୟା ଫାଉଣ୍ଡେସନ ତରଫରୁ ସେବା ସପ୍ତାହ ପାଳନ ଅବସରରେ ଶୀତବସ୍ତ୍ର ବଣ୍ଟନ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଳକ ଚଙ୍ଗରିଆ ପଞ୍ଚାୟତ ରେଙ୍ଗାଲଜୁରୀର କୌଶଲ୍ୟା ଫାଉଣ୍ଡେସନ ଓଟିଏସଏ ପାଟଣାଗଡ଼ ଏସବିଆଇ ଓ ଉତ୍କଳ ଗ୍ରାମୀଣ କିଓସ୍କୋ ବ୍ୟାଙ୍କିଙ୍ଗ ସେବା କେନ୍ଦ୍ର ଆନୁକୂଲ୍ୟରେ ନୂତନ ବର୍ଷ ପାଳନ ଅବସରରେ ଆରମ୍ଭ କରାଯାଇଥିବା ଶୀତବସ୍ତ୍ର…
Read More...

ପାଟଣାଗଡ ବ୍ଲକରେ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନର ଶୁଭାରମ୍ଭ

ପାଟଣାଗଡ, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲାରେ ଆଜକୁ ପ୍ରାୟ ୬ ବର୍ଷ ହେବ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ଅନବରତ ଭାବରେ ସାମାଜିକ କାର୍ଯ୍ୟ କରିଆସୁଛି । ଜିଲ୍ଲାରେ ୩୦ରୁ ଅଧିକ ଶାଖାରେ ଏବେ ଯୁବ ପିଢ଼ି ସମାଜସେବା କ୍ଷେତ୍ରରେ କାମ କରୁଛନ୍ତି । ଆଜି ପାଟଣାଗଡ଼ ବ୍ଲକରେ ମଧ୍ୟ ଏହାର…
Read More...

୫୦ ବର୍ଷର ସ୍ଵର୍ଣ୍ଣିମ ଇତିହାସ, ତଥାପି ସମସ୍ୟା ଜର୍ଜରିତ ବରପିଟା ସରକାରୀ ପ୍ରାଥମିକ ବିଦ୍ୟାଳୟ

ଆମ ଗାଁ ସ୍କୁଲ ଭଙ୍ଗା ଘରେ ଚକାଜହ୍ନ ସଦୃଶ : ବରପିଟା ଗ୍ରାମବାସୀ ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଳକ ଦେଉଳ ଗାଁ ପଞ୍ଚାୟତ ବରପିଟା ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟ ୧୯୭୧ ମସିହାରେ ସ୍ଥାପିତ ହୋଇଛି । ବିଦ୍ୟାଳୟର ସ୍ଥାପିତ ଦିନ ଠାରୁ ୫୦ଟି ବସନ୍ତ ଅତିକ୍ରମ କରି…
Read More...

ମଦ ବନ୍ଦ କରିବା ପାଇଁ ଅଣ୍ଟା ଭିଡ଼ିଲେ ମହିଳା : ମଦ ବେପାରୀଙ୍କୁ ଚେତାବନୀ

ବେଆଇନ କୁଚିଆ ମଦ ବେପାରୀ ଉପରେ ପ୍ରଶାସନର ଲଗାମ ନାହିଁ, ଗାଁ ବିଶୃଙ୍ଖଳା ପାଇଁ ବିଭାଗୀୟ ଅଧିକାରୀ ଦାୟୀ : ମ‌ହିଳା ଗୋଷ୍ଠୀ ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଲକ ଯୋଗୀମୁଣ୍ଡା ଗ୍ରା:ପ: ଅନ୍ତର୍ଗତ ଠକପଡା ଗ୍ରାମରେ ବେଆଇନ ଭାବରେ ଅସାମାଜିକ ବ୍ୟକ୍ତି ମାନେ ମଦ ବିକ୍ରି…
Read More...

ନବବର୍ଷ ପାଳନ ଅବସରରେ ବୈଦିକ ଯଜ୍ଞ ଓ ଶୀତ ବସ୍ତ୍ର ବଣ୍ଟନ ସହ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ

ସମାଜରେ ନାରୀମାନଙ୍କ ଭୂମିକା ଅତୁଳନୀୟ : ଆର୍ୟ୍ୟ ସମାଜ ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଳକ ଚଙ୍ଗରିଆ ପଞ୍ଚାୟତ ରେଙ୍ଗାଲଜୁରୀର କୌଶଲ୍ୟା ଫାଉଣ୍ଡେସନ, ଓଟିଏସ୍‌ଏ ପାଟଣାଗଡ଼, ଏସ୍‌ବିଆଇ ଓ ଉତ୍କଳ ଗ୍ରାମୀଣ କିସ୍କୋ ବ୍ୟାଙ୍କିଙ୍ଗଙ୍କ ମିଳିତ…
Read More...

ନବବର୍ଷ ଅବସରରେ ବଂଜାରୀ ଅଲେଖ ମହିମା ଆଶ୍ରମରେ ଧୂନୀ ଘୃତ ଯଜ୍ଞ ଓ ଭଜନ ସମାରୋହ ଅନୁଷ୍ଠିତ

ଆସୁରିକ ଭୋଜି ଭାତରୁ ଦୂରେଇ ରହିଲେ ଆତ୍ମଶୁଦ୍ଧି ଉନ୍ନତି ପଥର ପାରିଦର୍ଶିତା ଲାଭ ହେବ : ମହିମାଧିଷ୍ଠ ବ୍ରହ୍ମଧୂତ୍ତ ବାବା କୃପାନିଧିଦାସ ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଲକ ବର୍ଥଲା ଗ୍ରା.ପ. ଅନ୍ତର୍ଗତ ବଂଜାରୀ ସ୍ଥିତ ଅଲେଖ ମହିମା ଆଶ୍ରମଠାରେ ମଠାଧିଶ କୃପାନିଧି…
Read More...

ଖପ୍ରାଖୋଲ ବ୍ଲକସ୍ତରୀୟ ଓମ୍ ଶ୍ରୀ ଶ୍ରୀ ହରିଶଙ୍କର ବାବା ଟେଣ୍ଟ ସଂଘର ବାର୍ଷିକ ବୈଠକ ଅନୁଷ୍ଠିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ଖପ୍ରାଖୋଲ ବ୍ଲକସ୍ତରୀୟ ଓମ୍ ଶ୍ରୀ ଶ୍ରୀ ହରିଶଙ୍କର ବାବା ଟେଣ୍ଟ ସଂଘର ବାର୍ଷିକ ବୈଠକ ଘୁନସର ଟାୱାର ଛକଠାରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ବିକାଶ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅଞ୍ଚଳର ପ୍ରାୟ ୧ ଶହରୁ ଅଧିକ ଟେଣ୍ଟ ମାଲିକମାନେ ଯୋଗଦାନ…
Read More...

ଗର୍ଜନରେ ବ୍ଳକସ୍ତରୀୟ ପାରମ୍ପରିକ ବୈଦ୍ୟ ସମ୍ମିଳନୀ

ବୈଦ୍ୟମାନଙ୍କ ବହୁବିଧ ସୁବିଧା ପାଇଁ ଯଥା ସାଧ୍ୟ ସହଯୋଗ କରିବି : ଜାତୀୟ କଂଗ୍ରେସ ସଭ୍ୟ ସୋମେରେନ୍ଦ୍ର ମିଶ୍ର ପାଟଣାଗଡ଼, (ଗୋରେଖନାଥ ବରିହା) : କୋଶଳ ଗନ୍ଧମାର୍ଦନ ବୈଦ୍ୟ ମହାସଂଘ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ କଲ୍ୟାଣ ରେଙ୍ଗାଲଜୁରୀର ମିଳିତ ଆନୁକୂଲ୍ୟରେ ପାରମ୍ପରିକ ବୈଦ୍ୟ ସମ୍ମିଳନୀ…
Read More...