Browsing Tag

patanagarh news

ହରିଶଙ୍କର ରେଞ୍ଜ ଜଙ୍ଗଲ ବିଭାଗ ପକ୍ଷରୁ ଚାଉଲବାଞ୍ଜିଠାରେ ସଚେତନତା କାର୍ଯ୍ୟକ୍ରମ ଓ ବନସୁରକ୍ଷା ସମିତିକୁ ଟେଣ୍ଟ…

ପାଟଣାଗଡ଼, (ଗୋରେଖନାଥ ବରିହା) : ଖପ୍ରାଖୋଲ ବ୍ଲକ ମହରାପଦର ପଞ୍ଚାୟତ ଚାଉଳବାଞ୍ଜି ଠାରେ ଜଙ୍ଗଲ ବିଭାଗ ତରଫରୁ ଆମ ଜଙ୍ଗଲ ଯୋଜନା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଆମ ଜଙ୍ଗଲ ଯୋଜନା ଟିମ୍ ଲିଡର ସଂଜୀବ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ…
Read More...

ହରିଶଙ୍କର ଠାରେ ଶୀତଳ ଷଷ୍ଠୀ ପୂଜା ପାଇଁ କଳସ ଶୋଭାଯାତ୍ରା

ପାଟଣାଗଡ଼, (ଗୋରେଖନାଥ ବରିହା) : ପ୍ରସିଦ୍ଧ ହରିଶଙ୍କର ଐତିହାସିକ ତୀର୍ଥ ପୀଠ ଠାରେ ସର୍ବ ଭାରତୀୟ ବିଂଝାଲ ସମାଜ ପକ୍ଷରୁ ଶୀତଳ ଷଷ୍ଠୀ ଓ ଶିବ ବିବାହ ପୂଜନୋତ୍ସବ ପାଇଁ କଳଶ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । । ଘଣ୍ଟ, ଶଂଖ ,ଦୁଲଦୁଲି ବାଜା ସହ ଏକ ଶୋଭାଯାତ୍ରାରେ ବାହାରି ଗନ୍ଧମାର୍ଦ୍ଦନ…
Read More...

୩୫ ଲିଟର ରନ୍ଧାମଦ ଓ ୭ କ୍ୱିଣ୍ଟାଲ ମହୁଲ ଫୁଲ ଜବତ, ୨ଗିରଫ ପରେ କୋର୍ଟ ଚାଲାଣ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଅବକାରୀ ବିଭାଗ ପୃଥକ୍ ପୃଥକ୍ ସ୍ଥାନରେ ଚଢାଉ କରି ରନ୍ଧା ମହୁଲି ମଦ ସହ ମହୁଲ ଫୁଲ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ଲରମ୍ଭା ଥାନା ଗଡିଆଜୋର ଗାଁ ମେଘ ମେହେର (୪୦) ଓ ଅଏଁଲାତୁଙ୍ଗା ଗ୍ରାମର କୃଷ୍ଣ ବରିହା (୪୩) ମେଘ ଓ…
Read More...

କୋଶଳ ପ୍ରବାହର ପ୍ରଭାବ ଦିବ୍ୟାଙ୍ଗ ଛଟୁ ନାଗଙ୍କୁ ମିଳିଲା ହୁଇଲ୍‌ ଚେୟାର

ପାଟଣାଗଡ଼, (ଗୋରେଖନାଥ ବରିହା) : ଦିବ୍ୟାଙ୍ଗ ଛଟୁଙ୍କ ଅଚଳ ଦୁଇ ଗୋଡ଼ ତଥାପି ତାଙ୍କ ଦୃଢ଼ ମନ ଯୋଗ ଅଧ କିମି ରାସ୍ତା ଘୋଷାରି ଘୋଷାରି ନିଜ ଗାଁ ସ୍କୁଲକୁ ଯାଆନ୍ତି ପାଠପଢି ଏନେଇ କୋଶଳ ପ୍ରବାହରେ ଖବର ପ୍ରକାଶିତ ହେବା ପରେ ଆଜି ପାଟଣାଗଡ଼ ବ୍ଲକ ପ୍ରଶାସନ ପକ୍ଷରୁ ବ୍ଲକ୍ ସାମାଜିକ ସୁରକ୍ଷା…
Read More...

ପଶ୍ଚିମ ଓଡ଼ିଶା ଲୋକକଳା ପୁନରୁଦ୍ଧାର ପରିଷଦର ବାର୍ଷିକ ଉତ୍ସବ ପାଳନ ପାଇଁ ପ୍ରସ୍ତୁତି ବୈଠକ

ପାଟଣାଗଡ଼, (ଗୋରେଖନାଥ ବରିହା) : ପଶ୍ଚିମ ଓଡ଼ିଶା ଲୋକକଳା ପୁନରୁଦ୍ଧାର ପରିଷଦ ବଲାଙ୍ଗିରର ବାର୍ଷିକ ଉତ୍ସବ ପାଳନ ପାଇଁ ପ୍ରସ୍ତୁତି ବୈଠକ ପାଟଣାଗଡ଼ ସ୍ଥିତ ସାରଦା ହଷ୍ଟେଲର ସଭାଗୃହ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପରିଷଦର ଜିଲ୍ଲା ସଭାପତି ଅମିଲ ପୁଟେଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…
Read More...

କେନ୍ଦୁପତ୍ର କର୍ମଚାରୀ ଭଗବାନ ଧରୁଆଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ କେନ୍ଦୁପତ୍ର ସେକସନରେ କାର୍ଯ୍ୟରତ କେନ୍ଦୁପତ୍ର କର୍ମଚାରୀ ଭଗବାନ ଧରୁଆଙ୍କର ଚାକିରି କାଳ ଶେଷ ହୋଇଛି । ତାଙ୍କର ଅବସରକାଳୀନ ସମ୍ବର୍ଦ୍ଧନା ସଭା ସଭାପତି ରଘୁନାଥ ବାଗ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ଧରୁଆ ଦୀର୍ଘ ୩୦ବର୍ଷ ଧରି…
Read More...

ନିଜ ଗାଁରେ ଚାଉଳ ବଣ୍ଟନ କରିବାକୁ ବିଡିଓଙ୍କୁ ଦାବୀପତ୍ର ପ୍ରଦାନ କଲେ ବଡ଼ଉଡେନ ଗ୍ରାମବାସୀ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଦମେଇପାଲି ପଞ୍ଚାୟତ ବଡ଼ଉଡେନ ଗାଁର ଜନସାଧାରଣ ଗାଁକୁ ଆଣି ପିଡ଼ିଏସ୍‌ ଚାଉଳ ହିତାଧିକାରୀଙ୍କୁ ଦେବାକୁ ଦାବୀ କରିଛନ୍ତି । ଏନେଇ ଗ୍ରାମବାସୀ ଖପ୍ରାଖୋଲ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମିରଞ୍ଜନ ରାଉତଙ୍କୁ ଲିଖିତ ଜଣାଇବା…
Read More...

ଯୋଗୀମୁଣ୍ଡା ରାଜେନ୍ଦ୍ର ମେହେର ଜୁନିୟର କଲେଜରେ ଜାଲ ସାର୍ଟିଫିକେଟ ଦେଇ ଚାକିରି କରୁଥିବା ଦୁଇ ଅଧ୍ୟାପକଙ୍କ ନାମରେ…

୨୩ ବର୍ଷ ଚାକିରି, ୪୦ ଲକ୍ଷରୁ ଅଧିକ ସରକାରୀ ଟଙ୍କା ହଡ଼ପ, କାର୍ଯ୍ୟାନୁଷ୍ଠାନ ଦାବୀ ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଯୋଗୀମୁଣ୍ଡା ରାଜେନ୍ଦ୍ର ମେହେର ଜୁନିୟର କଲେଜରେ ଯୁକ୍ତ ଦୁଇ ଜାଲ କାଗଜପତ୍ର ଦାଖଲ କରି ଦୁଇ ଅଧ୍ୟାପକ ନରେନ୍ଦ୍ର ନାଗ ଏବଂ ଲିଙ୍ଗରାଜ ମେହେରଙ୍କ…
Read More...

ପାଟଣାଗଡ଼ ଏନ୍ଏସି ଅନ୍ତର୍ଗତ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ତଦାରଖ କଲେ ବିଧାୟକ ସରୋଜ

ପାଟଣାଗଡ, (କେପିଏନ୍ଏସ୍) : ପାଟଣାଗଡ ଏନ୍‌ଏସି ଅନ୍ତର୍ଗତ ବିଭିନ୍ନସ୍ଥାନକୁ ପରିଦର୍ଶନ କରି ଉନ୍ନତିମୂଳକ କାର୍ଯ୍ୟର ତଦାରଖ କରିଛନ୍ତି ବିଧାୟକ ସରୋଜ ମେହେର । ଏହି ପରିଦର୍ଶନ ସମୟରେ ବିଧାୟକ ସରୋଜଙ୍କ ସହ ବିଧାୟକ ପ୍ରତିନିଧି ଏବଂ ଏନଏସି ଉପାଧ୍ୟକ୍ଷ ଉପସ୍ଥିତ ଥିଲେ ।
Read More...

ଦୁଇ ଗୋଡ଼ ଅଚଳ, ଦୃଢ଼ ମନୋବଳ, ଅଧ କିମି ରାସ୍ତା ଘୋଷାରି ଘୋଷାରି ଯାଏ ଦିବ୍ୟାଙ୍ଗ ଛଟୁ : ହୁଇଲ ଚେୟାର ଯୋଗାଇ ଦେବାକୁ…

ପାଟଣାଗଡ଼, (ଗୋରେଖନାଥ ବରିହା) : କୁହନ୍ତି ନାଁ ଇଚ୍ଛା ଥିଲେ ସବୁ ସମ୍ଭବ । ଆଉ ପାଠ ପଢ଼ିବାକୁ କାହାରବା ଇଚ୍ଛା ନ ଥାଏ । ସମସ୍ତେ ଚାହାଁନ୍ତି ପାଠପଢି ବଡ଼ ମଣିଷ ହେବେ ହେଲେ ନିୟତିର ନିୟମ ଅଲଗା ମାନବ ଜନ୍ମ ଦେଇ କାହାକୁ ସବଳ ତ କାହାକୁ ଛୋଟା, ଅନ୍ଧ ଭାବେ ମର୍ତ୍ତ୍ୟକୁ ପଠାଇଥାନ୍ତି ଭଗବାନ…
Read More...