Browsing Tag

patanagarh news

ମିର୍ଚା ୱେବ୍ ନ୍ୟୁଜ ଚ୍ୟାନେଲ୍‌ ଡିଜିଟାଲ ପ୍ଲାଟଫର୍ମ ଉଦ୍‌ଘାଟନ

-ମିର୍ଚା ୱେବ୍ ଚ୍ୟାନେଲ କୁ ବିଜୁଳି ବେଗ ସହ ତୁଳନା କରିଥିଲେ ବିଧାୟକ ସରୋଜ ମେହେର-ଘରକେ ସୁନ୍ଦର ବୁଢ଼ା ଟେ, କ୍ଷେତ କେ ସୁନ୍ଦର ମୁଡାଟେ, ବାସି ଭାତ୍ କେ ସୁନ୍ଦର ମିର୍ଚା ଟେପାଟଣାଗଡ଼, (ଗୋରେଖନାଥ ବରିହା ) : ପାଟଣାଗଡରୁ ପ୍ରକାଶ ପାଉଥିବା ସାପ୍ତାହିକ ଖବରକାଗଜ 'ମିର୍ଚା'ର ୱେବ୍ ନ୍ୟୁଜ…
Read More...

ଧୂମାଭଟାଠାରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଶୁଭ ଉଦ୍‌ଘାଟନ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଲକ ଧୁମାଭଟା ପଞ୍ଚୟତରେ ଆଜି ସକାଳ ୯ଟା ସମୟରେ ଧୂମାଭଟା ରାଜୀବ ଭାବନଠାରେ ନୂତନ ଭାବରେ ଶିକ୍ଷା ବିକାଶ ସମିତି ଓଡିଶା ଆନୁକୂଲ୍ୟରେ ଶିଶୁ ମନ୍ଦିରର ଶୁଭ ଉଦ୍‌ଘାଟନ ହୋଇଯାଇଛି । ବେଲପଡା ବ୍ଲକ ଅଧ୍ୟକ୍ଷ୍ୟା କୁମାରୀ ଟିନା…
Read More...

ରୋଗଶଯ୍ୟାରେ ସାନବାଞ୍ଜିପାଲି ଗାଁର କମଳ ବାରିହା : ସହାୟତାର ହାତ ବଢ଼ାଇବାକୁ ଆକୁଳ ନିବେଦନ କଲେ ଗରିବ ମାଆ ବାପା

ପାଟଣାଗଡ଼, (ଗୋରେଖନାଥ ବରିହା) : ଆଖିରେ ଆଖିଏ ସ୍ୱପ୍ନ ଜୀବନ ସାରା ହାଡ଼ ଭଙ୍ଗା ପରିଶ୍ରମର ଫଳ ମିଳିବ ପୁଅ ଦିନେ ହାକିମ ହେବ ହେଲେ ଦଇବ ସହିଲା ନାହିଁ ଭେଣ୍ଡିଆ ପୁଅ ଏବେ ରୋଗ ଶଯ୍ୟାରେ । ଏହା କୌଣସି ନାଟକର ସଂଲାପ ନୁହେଁ ବରଂ ରୋଗଶଯ୍ୟାରେ ପଡିଥିବା ଜଣେ ପୁଅର ବୃଦ୍ଧା ବୃଦ୍ଧ ମାଆ…
Read More...

ପାଟଣାଗଡ଼ ଏନ୍ଏସି ଅଧ୍ୟକ୍ଷା ମାନସୀ ବିଶ୍ଵାଳଙ୍କ ଦ୍ଵାରା ଓମଫେଡ୍‌ ପାର୍ଲର ଓ ଭେଣ୍ଡିଂ ଜୋନର ଭିତ୍ତି ପ୍ରସ୍ତର…

ପାଟଣାଗଡ଼, (ଗୋରେଖନାଥ ବରିହା) : ସ୍ଥାନୀୟ ଗଙ୍ଗାଧର ପାର୍କ ନିକଟରେ ଓମଫେଡ୍‌ ପାର୍ଲର ଓ ଭେଣ୍ଡିଂ ଜୋନ ପାଇଁ ଭିତ୍ତି ପ୍ରସ୍ତର ଏନ୍ଏସି ଅଧ୍ୟକ୍ଷା ମାନସୀ ବିଶ୍ଵାଳଙ୍କ ଦ୍ଵାରା ସ୍ଥାପନ ହୋଇଯାଇଛି । ଅନ୍ୟ ମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ଡ଼ ବିଜୟା ନନ୍ଦ ସେଠୀ , ଏନ୍ଏସି ଉପାଧ୍ୟକ୍ଷ…
Read More...

ଅଶୋକ ଚନ୍ଦନ ସ୍ମୃତି ସମିତି ପକ୍ଷରୁ ସାରସ୍ଵତ ସମାବେଶ, କବିତା ପାଠୋତ୍ସବ ଓ ଆଲୋଚନାଚକ୍ର

ପାଟଣାଗଡ, (ଗୋରେଖନାଥ ବରିହା) : ଓଡିଆ ଗଳ୍ପ ଜଗତରେ ଆପଣାର ଅସ୍ତିତ୍ୱବାଦୀ ଚେତନାର ଗଳ୍ପ ପାଇଁ ପାଠକୀୟ ଆଦୃତ ପାଇଥିବା ସୁନାମ ଗାଳ୍ପିକ ଅଶୋକ କୁମାର ଚନ୍ଦନଙ୍କ ଅକାଳ ବିୟୋଗ ଓଡିଆ ସାହିତ୍ୟ ପାଇଁ ଏକ ଅପୂରଣୀୟ କ୍ଷତି । ତାଙ୍କ ସାହିତ୍ୟ କୃତିର ଯଥାଯଥ ମୂଲ୍ୟାୟନ ହେବା ଜରୁରୀ ବୋଲି ଆଜି…
Read More...

ରାଜ୍ୟସଭା ପ୍ରାର୍ଥୀ ନିରଞ୍ଜନ ବିଶିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ପାଇଁ ଆଦିବାସୀ କଲ୍ୟାଣ ସଂଘର ପ୍ରସ୍ତୁତି ବୈଠକ

ପାଟଣାଗଡ଼ (ଗୋରେଖନାଥ ବରିହା) : ଆଦିବାସୀ ମାନଙ୍କ ଗର୍ବ ଓ ଗୌରବ ତଥା ମଉଡମଣି ନିରଞ୍ଜନ ବିଶି ରାଜ୍ୟସଭାକୁ ମନୋନିତ ହୋଇଥିବାରୁ ଉଭୟ ଶ୍ରୀ ବିଶି ମହୋଦୟ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଦିବାସୀ କଲ୍ୟାଣ ସଂଘର କର୍ମକର୍ତ୍ତା ସଦସ୍ୟ ମାନେ କୃତଜ୍ଞତା ଜଣାଇଛନ୍ତି ।…
Read More...

ଜନକଲ୍ୟାଣ ଟ୍ରଷ୍ଟର ଆଉ ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ : ମାନବ ସେବା ହିଁ ମାଧବ ସେବା ଉପଲବ୍ଧ କରି ସେବା କରିବା ଲକ୍ଷ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ବେଳପଡା ବ୍ଲକ ନୂତନ ଭାବେ ମୁଣ୍ଡ ଟେକିଥିବା ଜନକଲ୍ୟାଣ ଟ୍ରଷ୍ଟ ଏବେ ଲୋକଙ୍କ ସେବା ଯୋଗାଉଥିବା ହେତୁ ଚର୍ଚ୍ଚାରେ ରହିଛନ୍ତି । ଜନକଲ୍ୟାଣ ଟ୍ରଷ୍ଟ ଗଠନ ହେବା ଦିନଠାରୁ ନର ନାରାୟଣ ସେବାରେ ଲାଗି ପଡିଥିବାର ଦେଖିବାକୁ ମିଳିଛି । କିଛି…
Read More...

ଭଙ୍ଗା ବିଦ୍ୟୁତ ଖୁଣ୍ଟରେ ଟ୍ରାସଫର୍ମର ଲାଗିଥିବା ଅଭିଯୋଗ : କିଛି ଅଘଟଣ ନ ଘଟିବା ପୂର୍ବରୁ ନୂତନ ବିଦ୍ୟୁତ ଖୁଣ୍ଟ…

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ ବ୍ଲକ ଅଧିନସ୍ଥ ଭଇଁଷା ଜୌାତିବିକାଶ କଲେଜ ସାମ୍ନାରେ ଓ ବସ୍ତି ଭିତରକୁ ଯାଉଥିବା ରାସ୍ତା ସମ୍ମୁଖରେ ଥିବା ଦୁଇଟି ଯାକ ବିଦ୍ୟୁତ ଖୁଣ୍ଟ ଉପରେ ଭାଙ୍ଗିଯାଇ ଥିବାରୁ ବିପଦପୂର୍ଣ୍ଣ ଅବସ୍ଥାରେ ରହିଥିବା ଅଭିଯୋଗ ହେଉଛି । ଏହି ରାସ୍ତା ଦେଇ ପ୍ରତିଦିନ…
Read More...

ନିଜ ଖର୍ଚ୍ଚରେ ପୋଖରୀରୁ ପଙ୍କ ବାହାର କଲେ ସାନକଲଙ୍ଗାପାଲି ଗ୍ରାମବାସୀ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଲକ ବାଲିପଟା ପଞ୍ଚାୟତ ଅନ୍ତର୍ଗତ ସାନକଲଙ୍ଗାପାଲିରେ ପାନୀୟ ଜଳ ସମସ୍ୟା ପାଇଁ ଗ୍ରାମବାସୀ ପାଣ୍ଠି ସଂଗ୍ରହ କରି ନିଜ ପୋଖରୀରୁ ପଙ୍କ ଉଦ୍ଧାର କରିଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ କଲଙ୍ଗାପାଲି ଗ୍ରାମରେ ପ୍ରାୟ ୫ ଶହରୁ ଉର୍ଦ୍ଧ୍ୱ…
Read More...

କନ୍ଦରାଭଟାଠାରେ ଗୋଣ୍ଡୱାନା ଛାତ୍ର ସଂଗଠନର ୨ୟ ବୈଠକ ଅନୁଷ୍ଠିତ

ଜୁନ ୨୪ରେ ରାନୀ ଦୂର୍ଗାବତୀ ବଳିଦାନ ଦିବସକୁ ତେଲେନପାଲିରେ ପାଳନ କରିବାକୁ ନିଷ୍ପତ୍ତି ପାଟଣାଗଡ଼ (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଅଧିନସ୍ଥ କନ୍ଦରାଭଟାଠାରେ ଖପ୍ରାଖୋଲ ବ୍ଲକ ଗୋଣ୍ଡୱାନା ଛାତ୍ର ସଂଗଠନ(ଜେଏସ୍ ୟୁ) ସଭାପତି ତନ୍ତ୍ର ଧରୁଆଙ୍କ ସଭାପତିତ୍ୱରେ…
Read More...