Browsing Tag

patanagarh news

ପ୍ରକୃତି ବନ୍ଧୁ ପୁରସ୍କାର-୨୦୨୨ ପାଇଲେ ଶିକ୍ଷୟିତ୍ରୀ ସୁଶ୍ରୀ ସବିତା ଭୋଇ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ ବ୍ଲକରୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଦମକିପାଲିର ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ସବିତା ଭୋଇଙ୍କୁ ବୃକ୍ଷ ରୋପଣ ଓ ପରିବେଶ ସଚେତନତା ପାଇଁ ବିଶ୍ୱ ପରିବେଶ ଦିବସରେ ପ୍ରକୃତି ବନ୍ଧୁ-୨୦୨୨ ପୁରସ୍କାର ମିଳିଛି । ସେ ପୂର୍ବରୁ ୨୦୧୬ ପାଇଁ ମଧ୍ୟ…
Read More...

ନିରଞ୍ଜନ ଭୋଇ ଉଚ୍ଚ ବିଦ୍ୟାଳୟ ଖୁଣ୍ଟସମଲାଇକୁ ମିଳିଲା ପ୍ରକୃତି ମିତ୍ର ପୁରସ୍କାର

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଲକ ଖୁଣ୍ଟସମଲାଇ ବେଲପଡା ବ୍ଲକ ସୁଲେକେଲା, ଖପ୍ରାଖୋଲ ବ୍ଲକ ଜୁରିଆ ଆଦି ପଞ୍ଚାୟତ ଖୁଣ୍ଟସମଲାଇ ଗ୍ରାମର ନିରଞ୍ଜନ ଭୋଇ ଉଚ୍ଚ ବିଦ୍ୟାଳୟକୁ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ତରଫରୁ ପ୍ରକୃତି ମିତ୍ର ୨୦୨୨ ପୁରସ୍କାର ମିଳିଛି । ଏଥିରେ…
Read More...

ନାନ୍ଦୁପଲାଠାରେ ବିଶ୍ୱ ପରିବେଶ ଦିବସ ପାଳନ ସହ ବୃକ୍ଷ ରୋପଣ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ହରିଶଙ୍କର ରେଞ୍ଜ ନାନ୍ଦୁପଲାଠାରେ ବିଶ୍ୱ ପରିବେଶ ଦିବସ ଗତକାଲି ପାଳିତ ହୋଇଯାଇଛି । ହରିଶଙ୍କର ରେଞ୍ଜ ଅଧିକାରୀ ଗିରିଧାରୀ ନାଗଙ୍କ ଆହ୍ଵାନ କ୍ରମେ ଆୟୋଜିତ କାର୍ଯ୍ୟକ୍ରମରେ ଆମ ଜଙ୍ଗଲ ଯୋଜନା ଟିମ୍‌ ଲିଡ଼ର ସଞ୍ଜୀବ…
Read More...

ବିଶ୍ୱ ପରିବେଶ ଦିବସ ଅବସରରେ ସଚେତନତା କାର୍ଯ୍ୟକ୍ରମ

ପାଟଣାଗଡ, (ଗେରେଖନାଥ ବରିହା) : ପାଟଣାଗଡ ବ୍ଲକ ଲରମ୍ଭା ଠାରେ ବିଶ୍ୱ ପରିବେଶ ଦିବସ ଅବସରରେ ଏକ ସଚେତନତା କାର୍ଯ୍ୟକ୍ରମ "କୋସଲି ଡେରା" ପାଟଣାଗଡ ତରଫରୁ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଲରମ୍ଭା ଥାନା ସବ ଇନିସପେକ୍ଟର ଅନନ୍ତ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ…
Read More...

ଓଡିଶା ଡ୍ରାଇଭର ସଂଘ ଧଣ୍ଡାମୁଣ୍ଡା ଶାଖାର ସାଧାରଣ ବୈଠକ ଅନୁଷ୍ଠିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକର ଧଣ୍ଡାମୁଣ୍ଡା ପଞ୍ଚାୟତ ଓଡିଶା ଡ୍ରାଇଭର ମହାସଂଘର ଏକ ବୈଠକ ବେନକେରା ସ୍କୁଲ ନିକଟରେ ମହାସଂଘର ଧଣ୍ଡାମୁଣ୍ଡା ଶାଖା ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଡ୍ରାଇଭର ମାନଙ୍କର ଜୀବନ ବୀମା ଓ ବିଭିନ୍ନ ସମସ୍ୟା…
Read More...

ଜୁରୀଆ ସରସ୍ଵତୀ ଶିଶୁବିଦ୍ୟା ମନ୍ଦିରକୁ ମିଳିଲା ପ୍ରାକୃତି ମିତ୍ର ପୁରସ୍କାର

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଜୁରୀଆ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଓଡିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ୨୦୨୧-୨୨ ବର୍ଷ ପ୍ରାକୃତି ମିତ୍ର ସମ୍ମାନରେ ଭୁବନେଶ୍ଵର ସ୍ଥିତ ରବିନ୍ଦ୍ର ମଣ୍ଡପଠାରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନୀତ କରାଯାଇଥିଲା । ଏହି…
Read More...

ହରିଶଙ୍କରର ମା’ ବିନ୍ଧ୍ୟବାସିନୀ ମନ୍ଦିରରେ ଶୀତଳ ଷଷ୍ଠୀ ଓ ଶିବ ବିବାହ ଉତ୍ସାହ ଉଦ୍ଦୀପନାର ସହ ସମ୍ପନ୍ନ

ପାଟଣାଗଡ଼, (ଗୋରେଖନାଥ ବରିହା) : ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ହରିଶଙ୍କର ଐତିହାସିକ ତୀର୍ଥ ପୀଠଠାରେ ସର୍ବ ଭାରତୀୟ ବିନ୍ଧ୍ୟଗିରୀବାସୀ ବିଂଝାଲ ସମାଜ ପକ୍ଷରୁ ଶୀତଳ ଷଷ୍ଠୀ ଓ ଶିବ ବିବାହୋତ୍ସବ ଉତ୍ସାହ ଉଦ୍ଦୀପନା ସହ ସମ୍ପନ୍ନ ହୋଇଯାଇଛି । ଜୁନ ୩ରୁ ୫ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି…
Read More...

ଲୁହାସିଂହା କୃଷି ସମବାୟ ସମିତି ନିର୍ବାଚନରେ ୧୪ଟି ନିର୍ଦ୍ଦେଶକ ପଦବୀ ପାଇଁ ଜଣେ ଲେଖାଏଁ ନାମାଙ୍କନ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଲୁହାସିଂହା ପ୍ରାଥମିକ କୃଷି ସମବାୟ ସମିତି ନିର୍ବାଚନର ନିର୍ଦ୍ଦେଶକ ପଦବୀ ପାଇଁ ଶୁକ୍ରବାର ଦିନ ନାମାଙ୍କନ ପତ୍ର ଦାଖଲର ଶେଷ ହୋଇଯାଇଛି । ଏହି ସମବାୟ ସମିତିରେ ୧୫ଟି ନିର୍ଦ୍ଦେଶକ ପଦବୀ ଥିବାବେଳେ ୧୪ ଟି ନିର୍ଦ୍ଦେଶକ…
Read More...

ବିଶ୍ଵ ପରିବେଶ ଦିବସର ମହତ୍ତ୍ଵକୁ ବୁଝିଥିବା ଗାଁ ନାଗଫେଣା

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଲକର ଯୁବା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବଣ ପାହାଡ ଘେରା ଏକ ଆଦିବାସୀ ବହୁଳ, ୨ଶହ ପରିବାର ବିଶିଷ୍ଟ ଗାଁ ନାଗଫେଣା ଗ୍ରାମରେ ବିଶ୍ଵ ପରିବେଶ ଦିବସ ପାଳିତ ହୋଇଯାଇଛି । ଭୋଜରାଜ ସିଂ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…
Read More...

ନଳକୂପ ବିହୀନ ମଘାମରା ଗାଁର ରୁଗୁଡିପଡା

ପାଟଣାଗଡ, (ଗୋରେଖନାଥ ବରିହା) : ଦୀର୍ଘ ୩୦ ବର୍ଷରୁ ଅଧିକ ଦିନଧରି ପ୍ରାୟ ୧୦ ପରିବାର ବସବାସ କରିଆସୁଥିଲେ ମଧ୍ୟ ପାନୀୟ ଜଳର ସୁବିଧା ଅଛି ନାଁ ବିଦ୍ୟୁତ, ନାଁ ପଡ଼ାକୁ ଭଲ ରାସ୍ତା ଟିଏ ଅଛି । ଯାହାଫଳରେ କି ପଡ଼ାବାସୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ବର୍ତ୍ତମାନର ଡିଜିଟାଲ…
Read More...