Browsing Tag

patanagarh news

ବ୍ଳକ ସମୁଖରେ ପାଟଣାଗଡ଼ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ

ପାଟଣାଗଡ଼, (ଗୋରେଖନାଥ ବରିହା) : କେନ୍ଦ୍ର ସରକାର ପେଟ୍ରୋଲ ଡିଜେଲ ସହ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟର ଦର ବୃଦ୍ଧି ଦିନକୁ ଦିନ ବୃଦ୍ଧି ପାଉଥିବା ପ୍ରତିବାଦରେ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ପାଟଣାଗଡ଼ କଂଗ୍ରେସ ପକ୍ଷରୁ ବ୍ଳକ ସମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ନଗର କଂଗ୍ରେସ…
Read More...

ବ୍ଳକ ଘେରିଲା ବିଜେପି : ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବୀ ପତ୍ର ପ୍ରଦାନ

ପାଟଣାଗଡ଼, (ଗୋରେଖନାଥ ବରିହା) : ଆଜି ପୂର୍ବତନ ବିଜେପି ରାଜ୍ୟ ସଭାପତି ତଥା ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ନେତୃତ୍ୱରେ ପାଟଣାଗଡ଼ ବ୍ଳକ ବିଜେପି ପକ୍ଷରୁ ପାଟଣାଗଡ଼ ବ୍ଳକ ଘେରାଉ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଓଡ଼ିଶା ପ୍ରଦେଶ ଭାରତୀୟ ଜନତା ପାର୍ଟି ସଭାପତି ସମିର…
Read More...

ଉପଜିଲ୍ଲାପାଳ ସୋମନାଥ ପଧାନଙ୍କୁ ବିଭିନ୍ନ ସଂଗଠନ ପକ୍ଷରୁ ବିଦାୟକାଳିନ ସମ୍ବର୍ଦ୍ଧନା

ପାଟଣାଗଡ଼, (ଗୋରେଖ ବରିହା) : ସ୍ଥାନୀୟ ଉପଜିଲ୍ଲାପାଳଙ୍କ ବାସ ଭବନ ପ୍ରାଙ୍ଗଣରେ ପାଟଣାଗଡ଼ ଉପଜିଲ୍ଲାପାଳ ସୋମନାଥ ପଧାନଙ୍କୁ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ, କୋଶଲ ରାଜ୍ୟ ସଂମନ୍ଵୟ ସମିତି, ନାଗରିକ କମିଟି ଓ ବଣିକ ସଂଘ ତରଫରୁ କୋଭିଡ ନିୟମ ଅନୁଯାୟୀ ଏକ ବିଦାୟକାଳିନ ସମ୍ବର୍ଦ୍ଧନା…
Read More...

କୋରେନାରେ ବାପା ମା’ ହରାଇଥିବା ତିନି ବେସାହାରା ଭାଇଭଉଣୀଙ୍କୁ ସହାୟତାର ହାତ ବଢ଼ାଇଲା ଜିଲ୍ଲା ଆଦିବାସୀ କଲ୍ୟାଣ…

ପାଟଣାଗଡ଼, (ଗୋରେଖନାଥ ବରିହା) : କିଏ ଜାଣିଥିଲା ଏମିତି ଝଡ଼ ଆସି ଗୋଟିଏ ପରିବାରକୁ ଦୁଃଖ ଆଜାଡ଼ି ଦେବ । ବାପା, ମା'ଙ୍କୁ କୋରେନା ନେଇଗଲା ଆରପାରିକି । ଏମିତି ହୃଦୟ ବିଦାରକ ଘଟଣା ବଲାଙ୍ଗିର ଜିଲ୍ଲା ବେଳପଡା ବ୍ଲକ ସୁଲେକେଲା ଗ୍ରାମର ଭାଗବତପଡ଼ାରେ ଘଟିଥିବା ଜଣାପଡିଛି । କୋରେନା…
Read More...

ଜୟ ମା’ପାଟଣେଶ୍ଵରୀ ମହାବିଦ୍ୟାଳୟ ଚଙ୍ଗରିଆ ପାଞ୍ଚଛକରେ ବନମହୋତ୍ସବ ପାଳିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଳକ ଚଙ୍ଗରିଆ ପଞ୍ଚାୟତ ପାଞ୍ଚଛକସ୍ଥିତ ଜୟ ମା'ପାଟଣେଶ୍ଵରୀ ମହାବିଦ୍ୟାଳୟ ପରିସରରେ ବନମହୋତ୍ସବ ପାଳିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ପାଟଣାଗଡ଼ ମହାରାଜା ତଥା ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ମହାରାଣୀ…
Read More...

ଅଖିଳ ଭାରତୀୟ ଗୋଣ୍ଡୱ।ନା ଗୋଣ୍ଡ ମହାସଂଘ ପକ୍ଷରୁ ବନ ମହୋତ୍ସବ ସପ୍ତାହ ପାଳନ ଉପଲକ୍ଷେ ବୃକ୍ଷରୋପଣ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଲକ ଦନ୍ଦରାବାହାଲ ଗୋଣ୍ଡ ଭବନ ଠାରେ ଆଜି ଅଖିଲ ଭାରତୀୟ ଗୋଣ୍ଡୱ।ନା ଗୋଣ୍ଡ ସମାଜ ଆନୁକୂଲ୍ୟରେ ବନ ମହୋତ୍ସବ ସପ୍ତାହ ପାଳନ ଉପଲକ୍ଷେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସାରା ବିଶ୍ୱରେ ସବୁଜ ସୁନ୍ଦର କରିବାର ସଂକଳ୍ପ ନେଇ ପରିସର…
Read More...

କାନୁଟ ଗ୍ରୀଡ଼ ଠାରେ ଟେକ ସପୋର୍ଟ ବିଦ୍ୟୁତ ଫାର୍ମ ଦ୍ୱାରା କର୍ମଚାରୀ ଚୟନରେ ଅନିୟମିତତା ଅଭିଯୋଗ

ପାଟଣାଗଡ଼, (ଗୋରେଖନାଥ ବରିହା) : ଆଜି ଭୁବନେଶ୍ୱର ଟେକ ସପୋର୍ଟ ଇଲେକ୍ଟ୍ରିକାଳ ଫାର୍ମ ଦ୍ୱାରା ବଲାଙ୍ଗିର ଜିଲ୍ଲା ପାଟଣାଗଡ ଉପଖଣ୍ଡ ଅଧିନସ୍ଥ ବେଲପଡା ବିଦ୍ୟୁତ ସେକ୍ସନର କାନୁଟ ୩୩/୧୧ କେଭି ଗ୍ରୀଡ଼ ସବ ଷ୍ଟେସନ ଠାରେ ଚଉଦ ଜଣ ଟେକ୍‌ନିସିଏନ, ଲାଇନମେନ ଏବଂ ହେଲ୍ପର ନିଯୁକ୍ତି ପାଇଁ…
Read More...

ଅବସର ନେଲେ ଜବହାରଲାଲ କଲେଜର ପ୍ରାଧ୍ୟାପିକା ପିୟମ୍ବଦା ହୋତା

ପାଟଣାଗଡ, (ଗୋରେଖ ନାଥ ବରିହା) : ପାଟଣାଗଡ ଜବାହାରଲାଲ କଲେଜର ପ୍ରାଧ୍ୟାପିକା ଡ. ପିୟମ୍ବଦା ହୋତା ନିଜ ଚାକିରୀରୁ ଅବସର ନେଇଛନ୍ତି । ତେବେ କଲେଜରେ ଏହି ଅବସରରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ସେ ଜଣେ କର୍ତ୍ତବ୍ୟନିଷ୍ଠ, ମେଲାପି, ଛାତ୍ରବତ୍ସଳ, ନିଷ୍ଠାପର, ଆମାୟିକ…
Read More...

ପଦ୍ମା ବରିହାଙ୍କୁ ମିଳୁନି ବାର୍ଦ୍ଧକ୍ୟ ଭତ୍ତା

ପାଟଣାଗଡ଼, (ଗୋରେଖନାଥ ବରିହା) : ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନା କାର୍ଯ୍ୟକାରୀ କରୁଥିବା ବେଳେ ପ୍ରକୃତ ହିତାଧିକାରୀ ଯୋଜନାରୁ ବଂଚିତ ହୋଇଛନ୍ତି । ଯୋଜନାଟିର ସଫଳ ରୂପାୟନ କରିବା ଦିଗରେ ଜନପ୍ରତିନିଧି ଓ ପ୍ରଶାସନ ଭୂମିକା ରହିଛି, ହେଲେ ଜନପ୍ରତିନିଧି ଓ ପ୍ରଶାସନର ଉଦାସୀନତା ମନୋବଳ…
Read More...

ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ବରିଷ୍ଠ ଉପସଭାପତି ଟାଣୁଆ ସଂଗ୍ରାମୀ ନେତା ସ୍ଵର୍ଗତ କିଶୋର ପରିଚ୍ଛାଙ୍କ…

ପାଟଣାଗଡ଼, (ଗୋରେଖନାଥ ବରିହା) : ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ରାଜ୍ୟ ଉପସଭାପତି ତଥା ବରିଷ୍ଠ ଟାଣୁଆ ସଂଗ୍ରାମୀ ନେତା ସ୍ୱର୍ଗତ କିଶୋର ପରିଚ୍ଛାଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା ପାଢେଲ ସ୍ଥିତ ପରିଚ୍ଛା ହେଚେରୀ କେମ୍ପସ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଚିତ୍ରସେନ…
Read More...