Browsing Tag

patanagarh news

ଦୁଇ ବର୍ଷ ତିନି ମାସ ପରେ ଫେରାର୍‌ ଧର୍ଷଣ ଅଭିଯୁକ୍ତ ଗିରଫ୍‌

ପାଟଣାଗଡ଼, (କେପିଏନ୍‌ଏସ୍‌) : ଗତ ୨୦ ମାର୍ଚ୍ଚ ୨୦୧୯ ଦିନ ଜଣେ ଯୁବତୀଙ୍କ ଏତଲା କ୍ରମେ ପାଟଣାଗଡ଼ ଥାନାରେ କେସ୍‌ ନଂ.୬୭/୧୯ରେ ଏକ ଧର୍ଷଣ ଓ ହରିଜନ ଆଦିବାସୀ ନିର୍ୟାତନା ଆଇନ ଅଧୀନରେ ଏକ ମାମଲା ରୁଜ୍ଜୁ ହୋଇଥିଲା । ଘଟଣା ପର ଠାରୁ ଭଇଁଷା ଗାଁର ଅଭିଯୁକ୍ତ ଅରୁଣ ପୋଢ଼ ସେହି ସମୟରୁ ପୋଲିସ…
Read More...

ଅପହଞ୍ଚ ନେଟୱର୍କ : ୟୁଟ୍ୟୁବ୍ ପାଠପଢା ସାତସପନ

ପାଟଣାଗଡ଼, (ଗୋରେଖନାଥ ବରିହା) : କୋରନା କଟକଣା ଯୋଗୁଁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହୁଥିବା ବେଳେ ପିଲାଙ୍କୁ ୟୁଟ୍ୟୁବ ମାଧ୍ୟମରେ ଶିକ୍ଷାଦାନ କରିବା ଜାରି ରଖିଛନ୍ତି ସରକାର । ଖପ୍ରାଖୋଲ ବ୍ଳକର ଉପାନ୍ତ ଅଞ୍ଚଳରେ ନେଟୱର୍କ ସେବା ବ୍ୟବସ୍ଥା ନଥିବାରୁ ଛାତ୍ରଛାତ୍ରୀ ମାନେ ବହୁ ଅସୁବିଧାର…
Read More...

ସେବା ଚେରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ଦସ୍ତଖତ ସଂଗ୍ରହ ଅଭିଯାନ ଆରମ୍ଭ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଦୀର୍ଘ ଦିନ ହେବ ଡାକ୍ତର ପଦବୀ ଖାଲି ପଡ଼ିଛି । ଡାକ୍ତର ପଦବୀ ପୂରଣ ଦିଗରେ ବହୁ ଦାବୀ ହୋଇ ଆସିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଡାକ୍ତରଖାନା ଉପରେ ପଡୋଶୀ ବରଗଡ଼ ଜିଲ୍ଲା ପଦ୍ମପୁର ଓ…
Read More...

ମନରେଗା ଯୋଜନାରେ ଘୋଟାଲା ହେଉଥିବା ଅଭିଯୋଗରେ କୋଶଳ ଯୁବ ସମନ୍ୱୟ ସମିତି ତରଫରୁ ଜିଲ୍ଲାପାଳଙ୍କୁ ଦାବୀ ପତ୍ର

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଳକରେ ମନେରେଗା ଯୋଜନାରେ ଚାଲିଥିବା କାର୍ଯ୍ୟର ଘୋଟାଲା ହେଉଥିବା ଅଭିଯୋଗ ନେଇ ଆଜି କୋଶଳ ଯୁବ ସମନ୍ୱୟ ସମିତି ପକ୍ଷରୁ କାର୍ଯ୍ୟ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ…
Read More...

ପାଟଣାଗଡ଼ର ନାଗରିକମାନଙ୍କ ସାମୁହିକ ସ୍ୱାର୍ଥ ସୁରକ୍ଷା ଓ ସହରର ଉନ୍ନତି ମୂଳକ କାର୍ଯ୍ୟ ପାଇଁ ନାଗରିକ କମିଟି ଗଠିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ସହର ବୁଦ୍ଧିଜୀବୀ, ବିଭିନ୍ନ ସଂଗଠନର ବ୍ୟକ୍ତିବିଶେଷ, ଶିକ୍ଷାବିତ୍‌, ଅବସରପ୍ରାପ୍ତ ସାମ୍ବାଦିକ, ରାଜନୈତିକ ଆଦି ବ୍ୟକ୍ତି ସମୂହ ମାନଙ୍କୁ ନେଇ ନାଗରିକ କମିଟି ଗଠିତ ହୋଇଯାଇଛି । ସ୍ଥାନୀୟ ସୁଭଦ୍ରା ଭବନ ପରିସରରେ ରାଜେଶ କୁମାର ମେହେର ଓ ବିଜୟ…
Read More...

ଦେଉଳ ଗାଁ ପଞ୍ଚାୟତ ସରପଞ୍ଚ ସୁରେଶ ପୁଟେଲଙ୍କ ଅକାଳ ବିୟୋଗ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଳକ ଦେଉଳ ଗାଁ ପଞ୍ଚାୟତ ସରପଞ୍ଚ ସୁରେଶ ପୁଟେଲ(୪୬)ଙ୍କ ଗତକାଲି ସନ୍ଧ୍ୟାରେ ଅକାଳ ବିୟୋଗ ଘଟିଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ସେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା…
Read More...

ଜୋର୍‌ ଧରିଛି ନୂତନ ଢଙ୍ଗର ଗୁଲୁ : ପୋଲିସ ପ୍ରଶାସନ ଦୃଷ୍ଟି ଦେବାକୁ ଦାବୀ

ପାଟଣାଗଡ଼, (ଗୋରେଖନାଥ ବରିହା) : ପୋଲିସ ପ୍ରଶାସନ ପକ୍ଷରୁ ଘୁଡୁଘୁଡ ପଟ୍ଟି ଉପରେ ବ୍ୟାପକ ନଜର ରଖାଯାଉଥିବାରୁ ଜୁଆଡି ମାନେ ଏବେ ନୂଆ ଧରଣର "ଗୁଲୁ" ନାମକ ଏକ ଜୁଆ ଖେଳରେ ମାତିଥିବା ଦେଖାଯାଉଛି । ଏହା ୧୩ ବାଜି ତାସ ଖେଳ ଏବଂ ପଟ୍ଟି ଭଳି ବୋଲି କୁହାଯାଉଛି । ଏହି ଜୁଆ ଖେଳରେ ମଧ୍ୟ ହଜାର…
Read More...

ଚାଷୀଙ୍କ ଚାଷ କାମ ପାଇଁ କ୍ରସ ବନ୍ଧ ନିର୍ମାଣ ନିତାନ୍ତ ଜରୁରୀ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡର ଅଣଜଳସେଚିତ ଅଞ୍ଚଳଗୁଡିକରେ ଚାଷୀଙ୍କ ଚାଷ କାମ ପାଇଁ କ୍ରସ ବନ୍ଧ ନିର୍ମାଣ ନିତାନ୍ତ ଆବଶ୍ୟକ ରହିଛି । ମୌସମୀ ପ୍ରବାହରେ ବର୍ତମାନ ବର୍ଷା ଋତୁରେ ଚାଷୀମାନେ ଚାଷ କାମ ଆରମ୍ଭ କରିଦେଲେଣି । ବେଳେ ବେଳେ ସ୍ୱଳ୍ପ ବର୍ଷା କାରଣରୁ କେତେକ…
Read More...

କେନ୍ଦୁପତ୍ର ତୋଳାଳିଙ୍କୁ ଦାଉ ସାଧୁଛି ଆଇକେଏଲଏମ୍‌ଏସ୍

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ କେନ୍ଦୁପତ୍ର ଡିଭିଜନରେ ଏ ବର୍ଷ ପାଖାପାଖି ୪୦ ହଜାର ୨୦୦ ଜଣ ତୋଳାଳି ୧୧ କୋଟି ଟଙ୍କାର କେନ୍ଦୁପତ୍ର ତୋଳିଛନ୍ତି । କିନ୍ତୁ ଦୁଃଖର ବିଷୟ, ପତ୍ର ତୋଳିବାର ଦେଢ଼ ମାସ ବିତି ଯାଇଥିଲେ ସୁଦ୍ଧା ସେମାନେ ତାଙ୍କର ପାଉଣା ପାଇନାହାନ୍ତି । କରୋନା…
Read More...

ବହୁ ଚର୍ଚ୍ଚିତ ହତ୍ୟା ମାମଲାର ୩ ଅଭିଯୁକ୍ତ ଦୀର୍ଘ ଦୁଇ ବର୍ଷ ପରେ ଗିରଫ୍‌ : ଗୁଣି ଗାରେଡ଼ି ସଂଦେହରେ ଚିଟ୍‌କାମାଲ୍‌ରେ…

ପାଟଣାଗଡ଼, (କେପିଏନ୍‌ଏସ୍‌) : ବହୁ ଚର୍ଚ୍ଚିତ ଏକ ହତ୍ୟା ମାମଲାର ୩ ଅଭିଯୁକ୍ତ ଦୀର୍ଘ ଦୁଇ ବର୍ଷ ପରେ ଗିରଫ୍‌ ହୋଇଥିବା ପାଟଣାଗଡ଼ ଏସ୍‌ଡିପିଓ ଜ୍ୟୋତିର୍ମୟ ଭୁକ୍ତା ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ଏକ ଲୋମହର୍ଷଣକାରୀ ଘଟଣାରେ ଗୁଣି ଗାରେଡ଼ି ସଂଦେହରେ ଚିଟ୍‌କାମାଲ୍‌ର ପତିପତ୍ନୀ…
Read More...