Browsing Tag

patanagarh news

ହରିଜନ ସମିତି ସଭ୍ୟାଙ୍କ ଉପରେ ମରଣାନ୍ତକ ଆକ୍ରମଣ ଉଦ୍ୟମ ଓ ଜାତି ଆକ୍ଷେପ କରି ଅଶ୍ଲୀଳ ଭାଷାରେ ଗାଳି ଗୁଲଜ ଅଭିଯୋଗ

ପାଟଣାଗଡ଼, (ଗୋରେଖନାଥ ବରିହା) : ଲରମ୍ଭା ଥାନା ଅନ୍ତର୍ଗତ ବାଘମୁଣ୍ଡ ଗ୍ରାମର ଜଣେ ହରିଜନ ସମିତି ସଭ୍ୟାଙ୍କ ସହ ତାଙ୍କ ପରିବାର ଲୋକଙ୍କୁ ମାରଣାନ୍ତକ ଆକ୍ରମଣ ଉଦ୍ୟମ କରିବା ସହ ଜାତି ଆକ୍ଷେପ କରି ଅଶ୍ଲିଲ ଭାଷାରେ ଗାଳି ଗୁଲଜ ନେଇ ଲରମ୍ଭା ଥାନାରେ ଏତଲା ଦିଆଯାଇଥିବା ଜଣାପଡ଼ିଛି । ଅଭିଯୋଗ…
Read More...

୧୦ ଫୁଟର ଅଜଗର ସାପ ଉଦ୍ଧାର

ପାଟଣାଗଡ, (ଗୋରେଖନାଥ ବରିହା) : ୧୦ ଫୁଟର ଏକ ଅଜଗର ସାପଦ୍ଧାର ହୋଇଥିବା ଜଣାପଡିଛି । ପାଟଣାଗଡ ବ୍ଲକ ଗଞ୍ଜାଉଡାର ଗ୍ରାମରେ ଏହାକୁ ଦେଖିବାକୁ ମିଳିଛି । ଧ୍ରୁବ ସୁନା ନାମକ ଜଣେ ଯୁବକ ଜଣଙ୍କ ଗାଇ ଗୁହାଳରୁ ଏହି ସାପକୁ ଉଦ୍ଧାର କରି ସ୍ଥାନୀୟ ବନ ବିଭାଗକୁ ହସ୍ତାନ୍ତର କରିଥିବା ଜଣାପଡିଛି । …
Read More...

ସାଂସ୍କୃତିକ ପରିଷଦ ତରଫରୁ ରଜ ମହୋତ୍ସବ ପାଳିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ସାଂସ୍କୃତିକ ପରିଷଦ ପାଟଣାଗଡ଼ ତରଫରୁ ଏକ ଭର୍ଚୁଆଲ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଆସରରେ ଓଡ଼ିଶା ସାହିତ୍ୟ ଏକାଡେ଼ମୀ ସଭାପତି ଡ. ହୃଷିକେଶ ମଲ୍ଲିକ ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇ ରଜ ମହୋତ୍ସବ ଏବଂ ଓଡ଼ିଆ ସାହିତ୍ୟର ବିଭିନ୍ନ ଦିଗ…
Read More...

ଧର୍ମ ପରାୟଣା ମହିଳା ଯଶୋବନ୍ତୀ ରାଓଙ୍କ ପରଲୋକ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଳକ ମାଳପଡା ଗ୍ରାମର ସାମ୍ବାଦିକ ପୂର୍ଣ୍ଣ ଶଶି ଶେଖର ରାଓଙ୍କ ବଡ଼ ମାଆ ଓ ପଣ୍ଡିତ ଭୁବନେଶ୍ଵର ରାଓଙ୍କ ସ୍ତ୍ରୀ ଯଶୋବନ୍ତୀ ରାଓଙ୍କ(୬୪) ବୟସରେ ତାଙ୍କର ମାଳପଡା ସ୍ଥିତ ବାସ ଭବନରେ ଆଜି ପରଲୋକ ହୋଇଯାଇଛି । ସ୍ଵର୍ଗତ ଶ୍ରୀମତୀ…
Read More...

ପେଟ୍ରୋଲ ଓ ଡିଜେଲ ଦର ଅହେତୁକ ବୃଦ୍ଧି ପ୍ରତିବାଦରେ ସ୍ବେଚ୍ଛାସେବୀଙ୍କ ଭିନ୍ନ ଢଙ୍ଗରେ ପ୍ରତିବାଦ

ପାଟଣାଗଡ଼, (ଗୋରେଖନାଥ ବରିହା) : ଯେଉଁ ଭଳି ଭାବରେ କେନ୍ଦ୍ର ଓ ରାଜ୍ୟ ସରକାର ଦୈନନ୍ଦିନ ନିତ୍ୟ ବ୍ୟବହାର୍ୟ୍ୟ ସାମଗ୍ରୀର ଅହେତୁକ ଦର ବୃଦ୍ଧି କରୁଛନ୍ତି ସାଧାରଣ ଜନତା ଉପରେ ପିଠି ଓ ପେଟରେ ମଧ୍ୟ ମାଡ଼ ପଡୁଛି । ସରକାର କେବଳ ଯୋଜନା ଉପରେ ଯୋଜନା, ପ୍ରତିଶ୍ରୁତି ଉପରେ ପ୍ରତିଶ୍ରୁତି…
Read More...

ଆଦିବାସୀ ଶବର ମହାସଂଘର ରାଜ୍ୟସ୍ତରୀୟ ଗୁଗୁଲ ମିଟ ଓ ଆଲୋଚନା ଚକ୍ର

ପାଟଣାଗଡ଼, (ଗୋରେଖନାଥ ବରିହା) : ବର୍ତ୍ତମାନ ଦେଶରେ କରୋନା ମହାମାରୀକୁ ଆଖି ଆଗରେ ରଖି ଗୁଗୁଲ ମିଟ ମାଧ୍ୟମରେ ରାଜ୍ୟ ସ୍ତରୀୟ ଶବର ସମାଜର ମହାସଭା ଓଡିଶା ରାଜ୍ୟ ଶବର କଲ୍ୟାଣ ମହାସଂଘ ତରଫରୁ ଭିଡିଓ କନଫରେନ୍ସି ଜରିଆରେ ରାଜ୍ୟସ୍ତରୀୟ ଶବର ସମାଜର ମହାସଭା ଅନୁଷ୍ଠିତ ହୋଇଯାଇଛି । ମହାସଂଘର…
Read More...

ସେବା ଚେରିଟେବୁଲ ଟ୍ରଷ୍ଟର ହସ୍ତକ୍ଷେପ ପରେ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜରେ ଚିକିତ୍ସିତ ହେଉଛନ୍ତି ୭ ବର୍ଷର…

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲାପଡା ବ୍ଳକ ଖଲିପଥର ପଞ୍ଚାୟତ ତେନ୍ତୁଳି ମୁଣ୍ଡା ଗ୍ରାମର ଈଶ୍ଵର ସୁନାଙ୍କ ପୁଅ ରାଘବ ସୁନା ବୟସ(୭) । ରାଘବ ଦୀର୍ଘ ୫ ବର୍ଷ ହେବ କିଡନୀ ରୋଗରେ ପୀଡିତ ହୋଇଛନ୍ତି । ଈଶ୍ଵର ଜଣେ ଦିନ ମଜୁରୀଆ ହୋଇଥିବାରୁ ନିଜ…
Read More...

ତୈଳଦର ବୃଦ୍ଧି ପ୍ରତ୍ୟାହାର ଦାବୀରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ

ପାଟଣାଗଡ଼, (ଗୋରେଖନାଥ ବରିହା) : ଦେଶରେ କ୍ରମାଗତ ଭାବେ ବୃଦ୍ଧି ପାଉଥିବା ତୈଳଦରର ବୃଦ୍ଧି ପ୍ରତ୍ୟାହାର ଦାବୀରେ ପାଟଣାଗଡ଼ ଜାତୀୟ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ସହ ପ୍ରତିବାଦ କରାଯାଇଛି । ପିସିସି ସଭ୍ୟ ଅନିଲ କୁମାର ମେହେରଙ୍କ ନେତୃତ୍ବରେ ସକାଳ ୭ ଠାରୁ ୧୧ ପର୍ୟ୍ୟନ୍ତ ୪ ଘଣ୍ଟା…
Read More...

ଆଦିବାସୀ ମାନଙ୍କ ସମସ୍ୟା ସମ୍ବଳିତ ଦଶ ଦଫା ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ପ୍ରଦାନ

ପାଟଣାଗଡ଼, (ଗୋରେଖନାଥ ବରିହା) : ଆଦିବାସୀ ମାନଙ୍କ ସମସ୍ୟା ସମ୍ବଳିତ ଦଶ ଦଫା ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିବା ଜଣାପଡ଼ିଛି । କୁହାଯାଇଛି ଯେ, ବର୍ତ୍ତମାନ ସାରା ବିଶ୍ବରେ କରୋନା ମହାମାରୀ ବିପତ୍ତି ସମୟରେ ଲଡ ଡାଉନ୍ ସଟଡାଉନ ଓ କର୍ଫ୍ୟୁ…
Read More...

ସେବା ଚେରିଟେବୁଲ୍ ଟ୍ରଷ୍ଟର ସଭାପତି ସୁନୀଲ ସିଂଙ୍କ ଜନ୍ମ ଦିନ ଅବସରରେ ଡାକ୍ତରଖାନାରେ ଫଳ ବଣ୍ଟନ

ପାଟଣାଗଡ଼, (ଗୋରେଖନାଥ ବରିହା) : ନିଜ ଜୀବନକୁ ଜଳାଞ୍ଜଳି ଦେଇ ଆହୋରାତ୍ର ଦୁଃଖୀ, ଦରିଦ୍ରଙ୍କ ସେବା କରିବା, ଗରିବ ଅସହାୟ ମାନଙ୍କୁ ଶୁଖିଲା ଖାଦ୍ୟ, ବସ୍ତ୍ର ବଣ୍ଟନ କରିବା, ଗରିବ ଅସହାୟ ମାନଙ୍କୁ ବିଭିନ୍ନ ସରକାରୀ ଯୋଜନାରେ ସାମିଲ କରିବା, ଭିନ୍ନକ୍ଷମ ମାନଙ୍କ ପ୍ରମାଣ ପତ୍ର ବନେଇ ତାଙ୍କୁ…
Read More...