ପାଟଣାଗଡ଼ ସାଂସ୍କୃତିକ ପରିଷଦ ତରଫରୁ ମୌସୁମୀ କବିତା ଆସର
ପାଟଣାଗଡ଼, (ଗୋରେଖନାଥ ବରିହା) : ମୌସୁମୀର ଆଦ୍ୟ ଆଗମନକୁ ସ୍ୱାଗତ ଜଣାଇ ସାଂସ୍କୃତିକ ପରିଷଦ ପାଟଣାଗଡ଼ ତରଫରୁ ଏକ ଭର୍ଚୁଆଲ୍ କବିତା ଆସର ଆଜି ଅନୁଷ୍ଠିତ ହୋଇଯାଇଛି । ପରିଷଦର ସଂପାଦକ ଦିଲିପ କୁମାର ମିଶ୍ର ତଥା ସଭ୍ୟ ଆଶିଷ ଚନ୍ଦନଙ୍କ ଆବାହକତ୍ୱରେ ଅନୁଷ୍ଠିତ ଉକ୍ତ କବିତା ପାଠୋତ୍ସବରେ!-->…
Read More...
Read More...