pakka

ଅବସର ନେଲେ ଜବହାରଲାଲ କଲେଜର ପ୍ରାଧ୍ୟାପିକା ପିୟମ୍ବଦା ହୋତା

bbehera

ପାଟଣାଗଡ, (ଗୋରେଖ ନାଥ ବରିହା) : ପାଟଣାଗଡ ଜବାହାରଲାଲ କଲେଜର ପ୍ରାଧ୍ୟାପିକା ଡ. ପିୟମ୍ବଦା ହୋତା ନିଜ ଚାକିରୀରୁ ଅବସର ନେଇଛନ୍ତି । ତେବେ କଲେଜରେ ଏହି ଅବସରରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ସେ ଜଣେ କର୍ତ୍ତବ୍ୟନିଷ୍ଠ, ମେଲାପି, ଛାତ୍ରବତ୍ସଳ, ନିଷ୍ଠାପର, ଆମାୟିକ ବ୍ୟକ୍ତିତ୍ୱ ଓ ଦକ୍ଷତା ପାଇଁ ସେ ସମସ୍ତଙ୍କ ପ୍ରିୟ ଥିଲେ । ଏହି ସମ୍ବର୍ଦ୍ଧନା ସଭାରେ କଲେଜ ଅଧ୍ୟକ୍ଷ ଡ. ଦେବରାଜ ମିଶ୍ର, ଡ. ପ୍ରଣୟ ବଲ୍ଲଭ ପାଣିଗ୍ରାହୀ, ସନ୍ତୋଷ ମେହେରଙ୍କ ସହ ପ୍ରମୁଖ ଉପସ୍ଥିତ ଥିିଲେ ।

Leave A Reply

Your email address will not be published.

three + seventeen =