Browsing Tag

patanagarh news

ଗାଁ ସାଥୀ ଦୁର୍ନୀତି କରୁଥିବା ଅଭିଯୋଗ ନେଇ ବହିସ୍କାର କରିବାକୁ ଖଲଖଲି ଗ୍ରାମବାସୀ ବିଡିଓଙ୍କୁ ଦାବୀ ପତ୍ର ପ୍ରଦାନ

ପାଟଣାଗଡ଼, (ଗୋରେଖନାଥ ବରିହା) : ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପ୍ରଣୀତ ଗରିବ ଶ୍ରମିକ ଶ୍ରେଣୀ ଲୋକଙ୍କ ପାଇଁ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କାମ ଯୋଗାଇ ଦେଇଥାନ୍ତି, ଯାହା ଫଳରେ ଶ୍ରମିକ ମାନେ ବାହାର ରାଜ୍ୟକୁ ନଯାଇ ନିଜ ଭିଟାମାଟିରେ ରହି ସରକାରଙ୍କ ମନରେଗା ଯୋଜନାରେ କାମ କରିବା ସହ…
Read More...

ପାଟଣାଗଡ ଡିଭିଜନରେ ‘କେନ୍ଦୁପତ୍ର ତୋଳାଳୀ ପାସ ବହି ‘ କାର୍ଡ ୫ ଶହରୁ ୧ ହଜାର ଟଙ୍କାରେ ବିକ୍ରି ଅଭିଯୋଗ

ପାଟଣାଗଡ, (ଗୋରେଖନାଥ ବରିହା) : କେନ୍ଦୁପତ୍ର ତୋଳାଳୀ ମାନଙ୍କୁ କେନ୍ଦୁପତ୍ର ସଂଗ୍ରହ କରିବା ପାଇଁ ପ୍ରତ୍ୟେକ ତୋଳାଳୀଙ୍କୁ 'କେନ୍ଦୁପତ୍ର ତୋଳାଳୀ' ପାସ ବହି କାର୍ଡ ପ୍ରଦାନ କରାଯାଇଥାଏ । ତୋଳାଳୀ ମାନଙ୍କୁ ଏଥିପାଇଁ କୌଣସି ଟଙ୍କା ଦେବାକୁ ପଡେ ନାହିଁ । ରାଜ୍ୟ ସରକାର କାର୍ଡ ପ୍ରିଣ୍ଟ କରି…
Read More...

ବିଶିଷ୍ଟ ଚାଷୀ ନେତା ତଥା ବିଜେପି ନେତା କନ୍ଦର୍ପ ସୁଆରଙ୍କ ସମେତ ବହୁ ବିଜେପି କର୍ମୀ ବିଜେଡିରେ ଯୋଗ ଦେଲେ

ପାଟଣାଗଡ, (ଗୋରେଖନାଥ ବରିହା) : ଓଡ଼ିଶାର ସାଢେ଼ ୪ କୋଟି ଜନତାଙ୍କର ପ୍ରିୟ ମଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନହିତକର ଯୋଜନାରେ ଅନୁପ୍ରାଣିତ ହୋଇ ଖପ୍ରାଖୋଲ ବ୍ଳକ ଦମାଇପାଲି ପଞ୍ଚାୟତର ଚାଷୀ ନେତା ତଥା ବିଶିଷ୍ଟ ଜଣାଶୁଣା ବିଜେପି ନେତା କନ୍ଦର୍ପ ସୁଆରଙ୍କ ସମେତ ପ୍ରାୟ ୬୮ଜଣ ଓ…
Read More...

ମାୟାବତୀ କ୍ଷୁଦ୍ର ଜଳସେଚନ ପ୍ରକଳ୍ପଟି ମୃଗତୃଷ୍ଣା ପାଲଟି ନଯାଉ

ପାଟଣାଗଡ଼, (ଗୋରେଖନାଥ ବରିହା) : ସରକାର ଚାଷୀମାନଙ୍କ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଚାଷୀ ମାନଙ୍କ ମୁଖ୍ୟ ସମସ୍ୟା ଠିକ୍ ସମୟରେ ଚାଷ କାମ ପାଇଁ ପାଣିର ଆବଶ୍ୟକ ରହିଥାଏ । ବେଳେବେଳେ ବର୍ଷା ଅଭାବରେ ଚାଷ କାମ ବ୍ୟାହତ ସୃଷ୍ଟି କରିବା ସମସ୍ୟାକୁ ଦୂର କରିବା ପାଇଁ ସରକାର…
Read More...

ବନ ମହୋତ୍ସବ ଓ ‘ଝକେର’ କବିତା ଆସର ପାଳନ

ପାଟଣାଗଡ, (ଗୋରେଖନାଥ ବରିହା) : ସାହିତ୍ୟ ଅନୁଷ୍ଠାନ କୋଶଲି ଡେରା ତରଫରୁ ପାଟଣାଗଡ ବଂଜାରିସ୍ଥିତ ଗୋଶାଲା ଠାରେ ବନ ମହୋତ୍ସବ ଓ କୋସଲି କବିତା ଆସର "ଝକେର" ଆୟୋଜିତ ହୋଇଯାଇଛି । ଭକ୍ତବନ୍ଧୁ ବିଶ୍ୱାଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନେସନାଲ କଲେଜ ନୂଆପଡାର ପ୍ରାଧ୍ୟାପକ…
Read More...

ଅଖିଳ ଭାରତୀୟ ପ୍ରାଥମିକ ଶିକ୍ଷକ ଫେଡେରେସନର ଭର୍‌ଚୁଆଲ୍‌ ମିଟିଂ ଅନୁଷ୍ଠିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ଅଖିଳ ଭାରତୀୟ ପ୍ରାଥମିକ ଶିକ୍ଷକ ଫେଡେରେସନର ସେକ୍ରେଟାରୀ ଜେନେରାଲଙ୍କ ଆବାହନ କ୍ରମେ, ସଭାପତିଙ୍କ ଅଧ୍ୟକ୍ଷତାରେ ଏକ ଭର୍‌ଚୁଆଲ ମିଟିଂ ଅନୁଷ୍ଠିତ ହୋଇଥିଲା । ଏଥିରେ ରାଜ୍ୟ ଫେଡେରେସନର ସଭାପତି ତ୍ରିଲୋଚନ ନାୟକ, ସମ୍ପାଦକ କାହ୍ନୁ ମହାନ୍ତି, ଉପସଭାପତି…
Read More...

ହରିଶଙ୍କର ବନାଞ୍ଚଳରୁ ୬ ଓ ୮ ଫୁଟ ଲମ୍ବର ଦୁଇ ଅଜଗର ଉଦ୍ଧାର

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଳକ ହରିଶଙ୍କର ବନାଞ୍ଚଳ ଅଧିକାରୀ ଶ୍ରୀବତ୍ସ କୁମୁରା ଓ ୱ।ଲାଇଭ୍ ସ୍କ୍ୱାର୍ଡଙ୍କ ସହ ହରିଶଙ୍କରରୁ ଖପ୍ରାଖୋଲ ଫେରୁଥିବା ସମୟରେ ଏକ ୮ ଫୁଟ ଲମ୍ବର ଅଜଗର ହରିଶଙ୍କରଛକ ନିକଟରେ ଦେଖିବାକୁ ପାଇଥିଲେ । ବନାଞ୍ଚଳ ଅଧିକାରୀ…
Read More...

କରୋନାରେ ମୃତ୍ୟୁବରଣ କରିଥିବା ପିତାମାତାଙ୍କ ପରିବାରକୁ ସହାୟତାର ହାତ ବଢ଼ାଇଲା ରାଏମନ ଫାଉଣ୍ଡେସନ

ପାଟଣାଗଡ଼, (ଗୋରେଖନାଥ ବରିହା) : ଭାଗ୍ୟର ବିଡମ୍ବନା । କେତେବେଳେ କିଏ କଣ ହେବ କେହି କହି ପାରିବେ ନାହିଁ । କିଏ ଜାଣିଥିଲା ଏମିତି ଝଡ଼ ଆସି ଗୋଟିଏ ପରିବାରକୁ ଦୁଃଖ ଆଜାଡ଼ି ଦେବ । ବାପା, ମା'ଙ୍କୁ କରେନା ନେଇଗଲା ଆର ପାରିକି । ବର୍ତ୍ତମାନ ତିନି ଅନାଥଙ୍କ ସବୁ ବୋଝ ବୃଦ୍ଧ ଅଜା ଆଇଙ୍କ…
Read More...

ଲରମ୍ଭାରେ ସର୍ବଭାରତୀୟ ସ୍ୱାଲାଖ ବିନ୍ଧ୍ୟଗିରୀ ବିଂଝାଲ ସମାଜର କାର୍ଯ୍ୟକାରିଣୀ ବୈଠକ : ସମାଜ ସମ୍ମିଧାନର ଆହୁତ…

ପାଟଣାଗଡ, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଳକ ଲରମ୍ଭା ବାଗପଡା ଠାରେ ସର୍ବଭାରତୀୟ ସ୍ୱାଲାଖ ବିନ୍ଧ୍ୟଗିରୀବାସୀ ବିଂଝାଲ ସମାଜର ଏକ ସାକ୍ଷାତକାର ସଭା ବଲାଙ୍ଗିର ଜିଲ୍ଲା ସଭାପତି ତଥା ଉପଲାଟସଭାପତି ସଭାପତି ଚନ୍ଦ୍ର ଶେଖର ବାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।…
Read More...

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟ ସରକାର ବ୍ୟାପକ ଦୁର୍ନୀତି କରୁଥିବା ପ୍ରତିବାଦରେ ବିଜେପି ପକ୍ଷରୁ ଖପ୍ରାଖୋଲ…

ପାଟଣାଗଡ଼, (ଗୋରେଖନାଥ ବରିହା) : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦେଉଥିବା ଯୋଗ୍ୟ ହିତାଧିକାରୀଙ୍କୁ ବାଦ୍ ବେଳେ ରାଜ୍ୟ ସରକାର ଯୋଗ୍ୟ ହିତାଧିକାରୀ ଚୟନ ପ୍ରକିୟା ଅନିୟମିତତା ଓ ଭ୍ରଷ୍ଟାଚାରରେ ଲିପ୍ତ ଥିବା ସମସ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ସହ…
Read More...