ପାଖେଇ ଆସୁଛି ପଞ୍ଚାୟତ ନିର୍ବାଚନ : ବିଜେଡିରେ ଯୋଗଦାନ କର୍ମୀଙ୍କ ସଂଖ୍ୟା ବଢ଼ୁଛି : ପୁରୁଣା ବିଜେପି ଯୁବ କର୍ମୀ ଦଳ…
ପାଟଣାଗଡ, (ଗୋରେଖନାଥ ବରିହା) : ପଞ୍ଚାୟତ ନିର୍ବାଚନ ଯେତେ ପାଖେଇ ଆସୁଛି ସେତେ ପାଟଣାଗଡ ବିଜେଡି କାର୍ଯ୍ୟାଳୟରେ ଯୁବକଙ୍କ ଭିଡ ଦେଖିବାକୁ ମିଳୁଛି । ବଲାଙ୍ଗିର ଜିଲ୍ଲା ପାଟଣାଗଡ ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ଗତକାଲି ରାତ୍ରୀ ୭ ଟା ସମୟରେ ଏନ୍ଏସି ୬ ନମ୍ବର ୱାର୍ଡ ସଆଁରାପଡା ଓ!-->…
Read More...
Read More...