Browsing Tag

patanagarh news

ଅଭିଯୋଗ : ପ୍ରଶାସନର ଅବହେଳା ଯୋଗୁଁ ଗରିବ ବଂଶୀ ପରାଭୁଏଙ୍କ ଚାଲିଗଲା ଜୀବନ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଧଣ୍ଡାମୁଣ୍ଡା ଗାଁର ବଂଶୀ ପରାଭୁଏଙ୍କ ଦୁଃଖ ଭରା କାହାଣୀ ଗତ ଜୁନ ୨୨ ତାରିଖରେ ଗଣ ମାଧ୍ୟମରେ ପ୍ରକାଶ ପାଇଥିଲା । ବଂଶୀ ପରାଭୁଏ ଏକ ଅଜଣା ରୋଗରେ ପୀଡ଼ିତ ଥିବା ବେଳେ ତାଙ୍କ ମା' ବିକଳାଙ୍ଗ ଦୁଇ ଝିଅ ଓ ତାଙ୍କ ସ୍ତ୍ରୀ ଏକ…
Read More...

ପଶ୍ଚିମ ଓଡ଼ିଶା ଲୋକ କଳା ପୁନଃ ଉଦ୍ଧାର ପରିଷଦର ଜିଲ୍ଲା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ

ପାଟଣାଗଡ଼, (ଗୋରେଖନାଥ ବରିହା) : ପଶ୍ଚିମ ଓଡ଼ିଶା ଲୋକ କଳା ପୁନଃ ଉଦ୍ଧାର ପରିଷଦ ବଲାଙ୍ଗିର ଜିଲ୍ଲା କମିଟି ପକ୍ଷରୁ ପାଟଣାଗଡ଼ ବ୍ଳକ ଗଙ୍ଗା ସାଗର ଗ୍ରାମସ୍ଥିତ କୋଶଳେଶ୍ୱର ମନ୍ଦିରଠାରେ ପ୍ରସ୍ତୁତି ବୈଠକ ଜିଲ୍ଲା ସଭାପତି ସୁନାରାମ ପୁଟେଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।…
Read More...

ପଣସ ଗଛରୁ ଯୁବକର ମୃତ ଦେହ ଉଦ୍ଧାର : ମୃତ୍ୟୁର କାରଣ ଅସ୍ପଷ୍ଟ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ଥାନା ଖପ୍ରାଖୋଲ ଗାଁରେ ଆଜି ଜଣେ ଯୁବକର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ସୂଚନା ଯୋଗ୍ୟ ଯେ, ଖପ୍ରାଖୋଲ ଗାଁର ଶୁଶାନ୍ତ ବରିହା (୩୨) ପିତା.ଜଗବନ୍ଧୁ ବରିହା ବେକରେ ରଶୀ ଲଗାଇ ପଣସ ଗଛରେ ଆତ୍ମହତ୍ୟା କରିଥିବା ଗାଁ ଲୋକ…
Read More...

ସର୍ବ ଭାରତୀୟ ବିଂଝାଲ ସମାଜ ବାଲିପଟା ପଞ୍ଚାୟତ ସଭାପତି ସ୍ଵର୍ଗତ ଭାଗିରଥି ବରିହାଙ୍କ ଶ୍ରଦ୍ଧାଞ୍ଜଳି ସଭା

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଳକ ବାଲିପଟା ପଞ୍ଚାୟତ ବାଲିପଟା ଗ୍ରାମର ବିଶିଷ୍ଟ ସୁନାମଧନ୍ୟ ସର୍ବ ଭାରତୀୟ ବିଂଝାଲ ସମାଜ ପଞ୍ଚାୟତ ସଭାପତି ସ୍ୱର୍ଗତ ଭାଗିରଥି ବରିହାଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା ତାଙ୍କ ବାସଭବନରେ ଅନୁଷ୍ଠିତ ହୋଇଯାଇଛି ।…
Read More...

ସାର କଳାବଜାରୀକୁ ବିରୋଧ କରି ଖପ୍ରାଖୋଲ କୃଷି ଅଫିସ ସମ୍ମୁଖରେ ଚାଷୀଙ୍କ ଧାରଣା : ୟୁରିଆ ସହିତ ଭିଟାମିନ ନେବାକୁ…

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ଅଞ୍ଚଳରେ କେତେକ ସାର ଦୋକାନରେ ୟୁରିଆ ସାର କିଣିବା ବେଳେ ଚାଷୀ ହଇରାଣ ହେଉଥିବା ଓ ସାର କଳାବଜାରୀ ସହ ଚଢ଼ା ଦରରେ ବିକ୍ରୀ ହେଉଥିବା ଅଭିଯୋଗ ହେଉଛି । ଅଭିଯୋଗ ଅନୁଯାୟୀ ଖପ୍ରାଖୋଲ ବ୍ଳକରେ ସାର କଳାବଜାରୀ ହେଉଥିବା ଓ…
Read More...

ପାଟଣାଗଡ ଆଦର୍ଶ ବିଦ୍ୟାଳୟ ରାସ୍ତା ଅବସ୍ଥା ଶୋଚନୀୟ : ଜିଲ୍ଲାପାଳ ଦୃଷ୍ଟି ଦିଅନ୍ତୁ

ପାଟଣାଗଡ, (କେପିଏନ୍‌ଏସ୍‌) : ପାଟଣାଗଡ ଠାରୁ ୧୫ କିଲୋମିଟର ଦୂର ଭଁଇଷା ଗାଆଁ ବାହାରୁ ପୁଣି ୩ କିଲୋମିଟର ଦୂରରେ ରହିଛି ପାଟଣାଗଡ ବ୍ଳକର ଗୋଟିଏ ମାତ୍ର ଆଦର୍ଶ ବିଦ୍ୟାଳୟ । ତେବେ ଭଁଇଷା ଗାଆଁ ବାହାରୁ ଆଦର୍ଶ ବିଦ୍ୟାଳୟ ଯାଏ ୩ କିଲୋମିଟର ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ପଡ଼ିଛି ।…
Read More...

ଆଜି ପାଟଣାଗଡରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩

ପାଟଣାଗଡ, (ଗୋରେଖ ନାଥ ବରିହା) : ଆଜି ପାଟଣାଗଡରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ରହିଥିବା ସରକାରୀ ସୂତ୍ରରେ କୁହାଯାଇଛି । ପାଟଣାଗଡ ବ୍ଲକ କେନ୍ଦୁମୁଣ୍ଡି ଗ୍ରା.ପ. ଏବଂ ତେଣ୍ଡାପଦର ଗ୍ରା.ପ.ରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପାଟଣାଗଡ ଏନ୍‌ଏସି ୱାର୍ଡ ନଂ.…
Read More...

ଫେସବୁକ୍ ପେଜ୍ ଭଏସ୍ ଅଫ୍ ଆଲୋକ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ପାଟଣାଗଡ଼, (ଗୋରେଖନାଥ ବରିହା) : ଫେସବୁକ ପେଜ୍ ଭଏସ୍ ଅଫ୍ ଆଲୋକ ତମିଆଁ ପକ୍ଷରୁ ସଭାପତି ତ୍ରିଲୋଚନ ସାହୁଙ୍କ ନେତୃତ୍ୱରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅନେକ ପ୍ରକାରର ବୃକ୍ଷ ରୋପଣ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଆଲୋକ କୁମାର ପଣ୍ଡା, ସମୀର…
Read More...

ସାର ବିକ୍ରେତାଙ୍କ ଉପରେ ବିଭାଗୀୟ ଅଧିକାରୀଙ୍କ ଅଙ୍କୁଶ ନାହିଁ : ମନମୁଖୀ ଦର ଧାର୍ଯ୍ୟ କରି ବିକ୍ରି ଅଭିଯୋଗ

ପାଟଣାଗଡ଼, (ଗୋରେଖନାଥ ବରିହା) : ଚଳିତ ବର୍ଷ ଖରିଫ ଚାଷକୁ ନେଇ ଚାଷୀ ସନ୍ଦୀହୀନ ହେଉଛି । ବର୍ଷା ଆଶାନୁରୂପ ହେଉନଥିବା ଯୋଗୁଁ ପାଟଣାଗଡ଼ ଉପଖଣ୍ଡରେ ଅନେକ ସ୍ଥାନରେ ବେଉଷଣ ଓ ପହ୍ଲା ରୁଆ କାମ ଠପ୍ ହୋଇଯାଇଛି । ପାଣିର ସୁବିଧା ଥିବା ଜମି ଗୁଡ଼ିକରେ କିଛି ମାତ୍ରାରେ ବେଉଷଣ ଓ ରୁଆ କାମ…
Read More...

ଓଡ଼ିଶା ମୋ ପରିବାର ଅଭିଯାନ ଅବସରରେ ବାଘଝରଣ ଗ୍ରାମରେ ଚାରା ରୋପଣ କାର୍ୟ୍ୟକ୍ରମ : ପରିବେଶ ସୁରକ୍ଷା ପ୍ରତି ସମସ୍ତେ…

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଳକର ବିଭିନ୍ନ ଗ୍ରାମକୁ ବିଧାୟକ ସରୋଜ କୁମାର ମେହେର ଗସ୍ତ କରିଛନ୍ତି । ତାଙ୍କର ଏହିଗସ୍ତ ସମୟରେ ଦଳୀୟ କର୍ମୀଙ୍କ ସହ ବାଘଝରଣ ଗ୍ରାମକୁ ଯାଇ ଲୋକଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ । ମୁଖ୍ୟମନ୍ତ୍ରୀ ନବୀନ…
Read More...