ପାଟଣାଗଡ ପୋଲିସକୁ ବଡ ସଫଳତା : ବାଇକ୍ ଡ଼ିକି ଭାଙ୍ଗି ଲୁଟୁ ଥିବା ଅଭିଯୁକ୍ତ ଗିରଫ
ପାଟଣାଗଡ଼, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ପାଟଣାଗଡ ପୋଲିସକୁ ମିଳିଛି ବଡ଼ ସଫଳତା । ପାଟଣାଗଡ ଅଞ୍ଚଳର ବିଭିନ୍ନ ସ୍ଥାନରୁ ବାଇକ୍ ଡ଼ିକି ଭାଙ୍ଗି ଲୁଟ୍ କରି ଫେରାର୍ ମାରୁଥିବା ଅଭିଯୁକ୍ତଙ୍କୁ ଗିରଫ କରିଛି ପାଟଣାଗଡ଼ ପୋଲିସ । ସୂଚନା ଅନୁସାରେ ପାଟଣାଗଡର ଏକ ଦୋକାନ ସମ୍ମୁଖରେ!-->…
Read More...
Read More...