Browsing Tag

patanagarh news

ଦମକିପାଲିରେ ଶୁଦ୍ଧିକ୍ରିୟା ଭୋଜି ଖାଇ ୧୫ ଝାଡାବାନ୍ତିରେ ଆକ୍ରାନ୍ତ : ଗାଁରେ ପହଞ୍ଚିଲେ ଡାକ୍ତରୀ ଦଳ

ପାଟଣାଗଡ଼, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ଦମକିପାଲି ଗାଁ ଶାନ୍ତିପଡାରେ ଶୁଦ୍ଧିକ୍ରିୟା ଭୋଜି ଖାଇ ୧୫ ଜଣ ଝାଡାବାନ୍ତିରେ ଆକ୍ରାନ୍ତ । ୧୫ ଜଣଙ୍କ ମଧ୍ୟରୁ ୮ ଜଣ ଘସିଏନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି । ଗାଁରେ ଡାକ୍ତରୀ ଟିମ୍‌ ପହଞ୍ଚି ଚିକିତ୍ସା ଜାରି…
Read More...

ପାଟଣାଗଡ ବିଧାୟକ ସରୋଜ ମେହେରଙ୍କ ବିଭିନ କାର୍ଯ୍ୟକ୍ରମରେ ଯୋଗଦାନ

ପାଟଣାଗଡ, (କେପିଏନ୍‌ଏସ୍‌) : ପାଟଣାଗଡ ବିଧାୟକ ସରୋଜ ମେହେର କାନୁଟ ଗ୍ରାମଠାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୮ତମ ଜନ୍ମ ଜୟନ୍ତୀ ପାଳନ କରିଥିଲେ । ପାଟଣାଗଡ ଏନ୍‌ଏସିଠାରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜ୍ୟୋତିରଥକୁ ସ୍ୱାଗତ କରିଥିଲେ । ବେଲପଡା ବିଜେଡି କାର୍ଯ୍ୟାଳୟଠାରେ…
Read More...

ଦୁଇ ନିରୀହ ଜୀବନ ନେଲା ଦ୍ରୁତ ଗତିରେ ଥିବା କାର : ରାସ୍ତା ଅବରୋଧ କରି ଧାରଣାରେ ବସିଲେ ଅଞ୍ଚଳ ଲୋକେ

ପାଟଣାଗଡ଼, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଅନ୍ତର୍ଗତ ଉଲବା ଛକ ନିକଟରେ ଗତକାଲି ସନ୍ଧ୍ୟାରେ ଗୋଟିଏ ଦ୍ରୁତଗତିରେ ଆସୁଥିବା କାର ଧକ୍କାରେ ଦୁଇଜଣ ନିରୀହ ମହିଳାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ସୂଚନା ଅନୁଯାୟୀ ପାଟଣାଗଡ଼ ଥାନା ଉଲବା ଗ୍ରାମର ମହିଳା ସରୋଜିନୀ…
Read More...

ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଲେ ବିଧାୟକ ସରୋଜ

ପାଟଣାଗଡ଼, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମିଶନ ଶକ୍ତି ଗ୍ରୁପ ମାନଙ୍କୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଓ ସୁଧ ଫେରସ୍ତ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପାଟଣାଗଡ ବିଧାୟକ ସରୋଜ ମେହେର ପାଟଣାଗଡ ବ୍ଲକଠାରେ ଆୟୋଜିତ କାର୍ଯ୍ୟକ୍ରମରେ…
Read More...

ଦମକିପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ଛୁଆଲିଉଦର କ୍ଲଷ୍ଟର ଅଧୀନରେ ଥିବା ଦମକିପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ବ୍ଲକସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ମିଳିଛି । ପ୍ରକାଶ ଥାଉକି ବଲାଙ୍ଗିର ସ୍ଥିତ ପି.ଆର୍‌. ଉଚ୍ଚ ବିଦ୍ୟାଳୟର ଷ୍ଟାଡିୟମରେ ଅନୁଷ୍ଠିତ…
Read More...

ଓଡିଶାରୁ ରୋଗୀ ନେଇ ଛତିଶଗଡରେ ବିଏସ୍‌କେୱାଇ କାର୍ଡରୁ ଟଙ୍କା ଠକିବା ଘଟଣାରେ ତିନିଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା…

ପାଟଣାଗଡ଼, (ଅଶୋକ କୁମାର ବାଗ) : ପାଟଣାଗଡ଼ ଅଞ୍ଚଳରୁ ଛତିଶଗଡ଼ର ବିଭିନ୍ନ ଡାକ୍ତରଖାନାକୁ ନେଇ ଅନେକ ସମୟରେ ରୋଗୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇଦେବା କହି ବିଏସ୍‌କେୱାଇ କାର୍ଡରୁ ଟଙ୍କା ଲୁଟୁଥିବା ଅଭିଯୋଗ ବାରମ୍ବାର ହୋଇ ଆସୁଥିବାବେଳେ ପୋଲିସ ଘଟଣା ଉପରେ ତୀକ୍ଷ୍ଣନଜର ରଖିଥିଲା ।…
Read More...

ପାଟଣାଗଡ଼ର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଲେ ବିଧାୟକ ସରୋଜ

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ଼ର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଲେ ବିଧାୟକ ସରୋଜ । ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ତେଲେନପାଲିରେ ପଞ୍ଚାୟତସ୍ତରୀୟ ଆମ ଓଡିଶା ନବୀନ ଓଡିଶା ସଚେତନତା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ପାଟଣାଗଡ ବିଧାୟକ ସରୋଜ…
Read More...

୫୧ ନମ୍ବର ସାକ୍ଷୀ ଭାବରେ ରିମାରାଣୀ ସାହୁଙ୍କ ବୟାନ ରେକର୍ଡ

ପାଟଣାଗଡ଼, (କେପିଏନ୍‌ଏସ୍‌) : ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ଘଟଣାର ୫୧ ନମ୍ବର ସାକ୍ଷୀ ଭାବରେ ରିମାରାଣୀ ସାହୁ ହାଜର ହୋଇ ନିଜର ବୟାନ ଦେଇଛନ୍ତି । କେସ୍‌ରେ ଟିକେ ବିଳମ୍ବ ହେଉଥିଲେ ମଧ୍ୟ ବିଚାର ବିଭାଗୀୟ କେସ୍‌ ଥିବାରୁ କୋର୍ଟ ଉପରେ ତାଙ୍କ ପୁରା ବିଶ୍ୱାସ ରହିଛି ଏବଂ ଦୋଷୀ…
Read More...

ନିଖୋଜ ଯୁବକଙ୍କ ମୃତ ଦେହ କୂଅରୁ ଉଦ୍ଧାର : ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ପାଟଣାଗଡ଼, (ଅଶୋକ କୁମାର ବାଗ) : ପାଟଣାଗଡ ବ୍ଲକ ଲରମ୍ଭା ଥାନା ଅନ୍ତର୍ଗତ ଫଟାମୁଣ୍ଡା ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଫଟାମୁଣ୍ଡା ଗାଁର ଲୋଚନ ବରିହାଙ୍କ ପୁଅ ଉଜ୍ୱଳ ବରିହା ଗାଁର ତିନିଜଣ ସାଙ୍ଗଙ୍କ ସହିତ ୬ ତାରିଖ ସନ୍ଧ୍ୟାରେ ଖୁଣ୍ଟସମଲେଇ ଗାଁକୁ ଏକ ବାହାଘର ଭୋଜି…
Read More...

ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍‌ଘାଟିତ

ପାଟଣାଗଡ଼, (ପୁସ୍ତମ ଯୁଆଡ଼ି) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ଜ୍ୟୋତି ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭଇଁଷାରେ ଓଡ଼ିଶା ସରକାରଙ୍କ ଆନୁକୂଲ୍ୟରେ ଝିଅମାନଙ୍କ ପାଇଁ ହେଉଥିବା ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍‌ଘାଟିତ ହୋଇଯାଇଛି । ଏହି କ୍ରମରେ ଅନୁଷ୍ଠିତ ସଭାରେ କଲେଜ…
Read More...